Latest Odisha News

BREAKING NEWS

Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସ: ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ଦେବ ୪୨ ଲକ୍ଷ

ମୋନାକୋ: ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ଏବଂ ଫିଲ୍ମଡର ୪୮ ଇଭେଂଟରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ପାଖାପାଖି ୪୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ଦେବ । ଭାରତର ନୀରଜ ଚୋପ୍ରା ଭଲ ପ୍ରଦର୍ଶନ କରି ଏହି ପୁରସ୍କାର ହାତେଇ ପାରନ୍ତି । ଗତ ଅଲିମ୍ପିକ୍ସରେ ସେ ଜ୍ୟାଭେଲିନ…

ରୋହିତ, କୋହଲି ନୁହେଁ ଏହି ଖେଳାଳିଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ବୁମରାହ

ମୁମ୍ବାଇ: ଭାରତର ଏକ ନମ୍ବର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲରେ ମଧ୍ୟ ଘାତକ ବୋଲିଂ ପ୍ରଦର୍ଶନ ଜାରୀ କରିଛନ୍ତି । ଏବେ ବି ବ୍ୟାଟ୍ସମାନମାନେ ତାଙ୍କ ୟର୍କରର ଜବାବ ଖୋଜୁଛନ୍ତି । ତେବେ ବୁମରାହ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ତାର ଖୁଲାସା କରିଛନ୍ତି ।…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଭେନ୍ୟୁ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ମିଳିତ ଭାବେ ଆୟୋଜିତ ହେବ । ଅକ୍ଟୋବରରୁ ଏହା ଆରମ୍ଭ ହେବ । ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବା ବେଳେ ଏବେ କିନ୍ତୁ କେଉଁ ଭେନ୍ୟୁଗୁଡିକରେ ଏହା ଖେଳାଯିବ ତାହା ସ୍ପଷ୍ଟ ହୋଇଛି ।…

ଜରିମାନା, ବାସନ୍ଦ ଦଣ୍ଡରେ ଦଣ୍ଡିତ ହେଲେ ରୋନାଲ୍ଡୋ

ଆବୁଧାବି: ଚଳିତ ସାଉଦି ସୁପର କପ ଫୁଟବଲ ଟୁର୍ଣ୍ଣାମେଂଟ ଅବସରରେ ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନୋଲ୍ଡୋ ଜରିମାନା ଓ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ଅଲ ନାସର ଓ ଅଲ ହିଲାଲ ମଧ୍ୟରେ ଅନୁଷ୍‌ିଂତ ସେମିଫାଇନାଲ ମ୍ୟାଚ ଅବସରରେ ରୋନାଲ୍ଡୋ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅଲ…

ଆଇପିଏଲ ମେଗା ନିଲାମ: ଖେଳାଳି ରିଟେନ ନିୟମରେ ପରିବର୍ତନ ଚାହୁଁଛନ୍ତି ଫ୍ରାଂଚାଇଜ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ଚଳିତ ବର୍ଷ ଶେଷ ଭାଗରେ ମେଗା ଅକ୍ସନ ହେବ । ତେବେ ଏହି ନିଲାମ ପ୍ରକ୍ରିୟା ପୂର୍ବରୁ ଫ୍ରାଂଚାଇଜମାନେ ରିଟେନ ନିୟମରେ କିଛି ପରିବର୍ତନ ଚାହୁଁଛନ୍ତି । ଆଇପିଏଲର ଗତ ମେଗା ଅକ୍ସନ ୨୦୨୨ରେ ହୋଇଥିଲା । ସେ ସମୟରେ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ…

ଚଳିତ ଆଇପିଏଲରେ ନିରାଶ କରୁଛନ୍ତି ଭାରତର ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଭାରତର କେତେକ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକ ଓ ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ଟି୨୦ ବିଶ୍ୱକପ ଦଳରେ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଆଶା କ୍ଷୀଣ ହୋଇଛି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏଥର ବିଶ୍ୱକପ ଆୟୋଜିତ ହେବ । ଚୟନ କମିଟି ଚୂଡାନ୍ତ ଦଳ ଚୟନ…

ଟି୨୦ ବିଶ୍ୱକପ ଚୂଡାନ୍ତ ଦଳରେ ପ୍ରାୟତଃ ସ୍ଥାନ ନିଶ୍ଚିତ କଲେଣି କୋହଲି, ପନ୍ତ : ରିପୋର୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ସମସ୍ତ ଦେଶର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଟିମ ଇଣ୍ଡିଆ ତାର ଦଳ ଚୟନ ପାଇଁ ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ତୀକ୍ଷଣ ନଜର ରଖିଛି । କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ଚୟନ କମିଟି ବିରାଟ କୋହଲି ଓ ରିଷଭ ପନ୍ତଙ୍କୂ…

କ୍ୟାପଟେନ କୁଲ ଧୋନି ଫୁଣି ଫେରିଲେ ପୂରୁଣା ଅନନ୍ଦାଜରେ

ନୂଆଦିଲ୍ଲୀ: ଗତ ସୋମବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍-କୋଲକାତା ନାଇଟ୍ ରାଇଡର୍ସ । ଚେନ୍ନାଇ  କେକେଆରକୁ ୭ ୱିକେଟ୍ ରେ ପରାସ୍ତ କରିଥିଲା । ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଗତ କାଲି ଟୁର୍ନାମେଣ୍ଟରେ ଜିତିଛି । କୋଲକାତା ନାଇଟ ରାଇଡର୍ସ…

ରବୀନ୍ଦ୍ର ଜାଡେଜାଙ୍କୁ ମିଳିଲା ନୂଆ ନାମ

ଚେନ୍ନାଇ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଯେତେବେଳେ ବି ଅସୁବିଧାରେ ପଡିଛି ରବୀନ୍ଦ୍ର ଜାଡେଜା ସଙ୍କୋଟମୋଚକ ସାଜିଛନ୍ତି । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ସେ ଦଳକୁ ବିଜୟୀ କରାଇଛନ୍ତି । ସୋମବାର କେକେଆର ବିପକ୍ଷ ମୁକାବିଲାରେ ସେ ୩ଟି ୱିକେଟ ନେଇ ଦଳକୁ ସୁବିଧାଜନକ ସ୍ଥିତିରେ…

ମୋଂଟେ କାର୍ଲୋ ଟେନିସ: ୪୨ ବର୍ଷ ପରେ ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କଲେ ସୁମିତ

ନୂଆଦିଲ୍ଲୀ: ସୁମିତ ନାଗଲ ୪୨ ବର୍ଷ ପରେ ମୋଂଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଂଟର ମୂଖ୍ୟ ଡ୍ରରେ ପ୍ରଥମ ଭାରତୀୟ ଭାବେ ପ୍ରବେଶ କରିଛନ୍ତି । ୧୯୮୨ରେ ରମେଶ କ୍ରିଷ୍ଣନ ଶେଷ ଥର ପାଇଁ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଥିଲେ । କ୍ୱାଲିଫାଇଙ୍ଗରେ ସୁମିତ ଆର୍ଜେଂଟିନାର ଫେସୁଂଡୋ ଅକୋଷ୍ଟାକୁ…