Latest Odisha News

BREAKING NEWS

Browsing Category

ଖେଳ

ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ: ଓଡିଶା ଚାମ୍ପିୟନ, ମୀନା ଶ୍ରେଷ୍ଠ ଲିଫ୍ଟର

ଭୁବନେଶ୍ୱର: ଅସ୍ମିତ ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ ଚାମ୍ପିୟନଶିପ ହିମାଚଳ ପ୍ରଦେଶରେ ଆୟୋଜିତ ହୋଇଯାଇଛି । ଏହି ଆନ୍ତଃ ଜୋନ ଜାତୀୟ ର‌୍ୟାଙ୍କିଙ୍ଗ ଟୁର୍ଣ୍ଣାମେଂଟରେ ଓଡିଶା ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ୯ ପଦକ ହାସଲ କରି ଚାମ୍ପିୟନ ହୋଇଛି । ଓଡିଶାର ଉଦରୟମାନ…

ଓସ୍‌ଜାର ନୂଆ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ

ଭୁବନେଶ୍ବର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ୨ ନିୟମିତ…

ଆଇପିଏଲ: ଚୂଡାନ୍ତ ହେଲା ଟିମ କ୍ୟାପଟେନ, ଏଥର ମୁକାବିଲା ପାଇଁ ପ୍ରସ୍ତୁତ

ମାଡ୍ରାସ: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମ ଅଧିନାୟକ ନାମ ଘୋଷଣା କରାଯାଇଛି । ଗୁରୁବାର ଟିମ କ୍ୟାପଟେନଙ୍କୁ ନେଇ ଏକ ଫଟୋ ସେଶନ କରାଯାଇଥିଲା । ୫ ଥର ଚେନ୍ନାଇ ସୁପର କିଙ୍ଗସଙ୍କୁ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଏଥର ଅଧିନାୟକ ହେବା ମନା କରିବାରୁ ରିତୁରାଜ ଗାଏକ୍ୱାଡଙ୍କୁ…

ରିତୁରାଜ ଗାଏକ୍ୱାଡ ହେଲେ ଚେନ୍ନାଇ ଅଧିନାୟକ

ମାଡ୍ରାସ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଧୋନୀ ଅଧିନାୟକ ହେବେ ନାହିଁ ବୋଲି କହିବା ପରେ ରିତୁରାଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଗାଏକ୍ୱାଡ ୨୦୧୯ରୁ ଚେନ୍ନାଇ ଟିମ ସହିତ ଜଡିତ ଅଛନ୍ତି । ସେ…

ଜାତୀୟ ସିନିୟର ମହିଳା ହକି: କ୍ୱାର୍ଟର ଫାଇନାଲରେ ହାରିଲା ଓଡିଶା

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ହକିର କ୍ୱାର୍ଟର ଫାଇନାଲରେ ଓଡିଶାର ଅଭିଯାନ ଶେଷ ହୋଇଛି । ଓଡିଶାର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି । ପୁଣେର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡିଶା ୧-୪ ଗୋଲରେ ହରିୟାଣା ନିକଟରୁ ପରାଜିତ…

ଆଇପିଏଲ ଉଦଘାଟନୀ ଉତ୍ସବରେ ପ୍ରଦର୍ଶନ କରିବେ ଅକ୍ଷୟ, ଟାଇଗର

ମୁମ୍ବାଇ: ଭାରତରେ ଏବେ ଆଇପିଏଲ ଫିଭର ଧରିବାକୁ ଯାଉଛି । ମାର୍ଚ୍ଚ ୨୨ରୁ ଏହି େ ଲାକପ୍ରିୟ ଲିଗର ୨୦୨୪ ସଂସ୍କରଣ ଆରମ୍ଭ ହୋଇଯିବ । ଏହାର ଉଦଘାଟନୀ ଉତ୍ସବରେ ବଲିଉଡର ତଡକା ଦେଖିବାକୁ ମିଳିବ । ବଲିଉଡର ନାମୀ ଦାମୀ କଳାକାର ଏଥିରେ ପ୍ରଦର୍ଶନ କରିବେ । ଏଆର ରହେମାନଙ୍କ ସଙ୍ଗୀତରେ ଦର୍ଶକ…

ନ ଖେଳି ବି ଟି୨୦ ର‌୍ୟାଙ୍କିଙ୍ଗର ଶୀର୍ଷରେ ସୂର୍ଯ୍ୟକୁମାର

ମୁମ୍ବାଇ: ଆଇସିସି ପକ୍ଷରୁ ବୁଧବାର ଟି୨୦ ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ପାଖାପାଖି ୩ ମାସ ହେବ ମ୍ୟାଚ ନ ଖେଳି ବି ଭାରତର ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛି । ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଅବସରରେ ସୂର୍ଯ୍ୟକୁମାର ଆଘାତପ୍ରାପ୍ତ ହୋଇଥିଲେ…

ଆଇପିଏଲ: ରନରେ କୋହଲି, ବିଜୟରେ ଧୋନୀ ଶୀର୍ଷରେ

ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୪ ସଂସ୍କରଣ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ଭାବେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଆରସିବିର ଅଧିନାୟକ ଭାବେ କୋହଲି ସର୍ବାଧିକ ରନ ସଂଗ୍ରହ କରିଥିବା ବେଳେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର…

ଓଡ଼ିଶାକୁ ବିଶ୍ୱସ୍ତରୀୟ କ୍ରିକେଟ୍ କୋଚିଂରେ ପରିଣତ ହେବ: ରବି ଶାସ୍ତ୍ରୀ

ଭୁବନେଶ୍ୱର: କଟକରେ ଥିବା ଏମଜିଏମ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ଭାରତର ଅଗ୍ରଣୀ କ୍ରିକେଟ୍ କୋଚିଂ ଅନୁଷ୍ଠାନ 'କୋଚିଂ ବିୟଣ୍ଡ୍' ସହ ଚୁକ୍ତି କରିଛି। ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବି ଅରୁଣ ଏବଂ ଆର ଶ୍ରୀଧରଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚିଂ ବିୟଣ୍ଡ ଏହି ଅଭିଯାନ ପାଇଁ…

ପନ୍ତ ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ଫ୍ରାଂଚାଇଜ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇଛି । ୧୪ ମାସ କ୍ରିକେଟଠାରୁ ଦୂରେଇ ରହିବା ପରେ ପନ୍ତ ଫିଟ ହୋଇ ପଡିଆକୁ ଫେରିଛନ୍ତି । ସେ ଏବେ ଭାଇଜାଗରେ ଟିମ…