Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ ଫାଇନାଲ: ସୁରକ୍ଷା ବଳୟ ଭାଙ୍ଗି ମୈଦାନରେ ବିରାଟଙ୍କୁ କୁଣ୍ଢାଇଲେ ଯୁବକ, ଦେଖନ୍ତୁ ଭିଡିଓ

ଗାନ୍ଧୀନଗର: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଭାରତୀୟ ଏବଂ ଅଷ୍ଟ୍ରେଲୀଅ ସମର୍ଥକମାନେ ଉପସ୍ଥିତ ଅଛନ୍ତି । ମୈଦାନର ମାହୋଲ ପୁରା ଜବରଦସ୍ତ ରହିଛି । ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ…

ବିଶ୍ୱକପ ଫାଇନାଲ ଫାଇଟ୍: ଭାରତକୁ ୪ର୍ଥ ଝଟକା, ବିରାଟ ଆଉଟ ପରେ ଷ୍ଟାଡିୟମରେ ନୀରବତା

ଅହମଦାବାଦ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍। ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ରୋହିତ ଶର୍ମା ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ଗିଲ୍‌ ଓ ଆୟର ଦଳକୁ ନିରାଶ କରି ପାଭିଲିୟନ ଫେରିଛନ୍ତି। ସେପଟେ ରୋହିତ ମଧ୍ୟ ଅର୍ଦ୍ଧଶତକ କରିବା ପୂର୍ବରୁ…

ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବେ କି ଆର. ଅଶ୍ବିନ୍?

ଅହମଦାବାଦ: ରବିବାର ହେବାକୁ ଥିବା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଏହି ଟାଇଟଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ…

ପାକିସ୍ତାନକୁ ଯେମିତି ହରାଇଥିଲା, ସେହିଭଳି ଅଷ୍ଟ୍ରେଲିଆକୁ ହରାଇବ ଭାରତ?

ଅହମଦାବାଦ: ହାତରେ ଆଉ କେଇ ଘଣ୍ଟା ବିଶ୍ବକପ ଫାଇନାଲର ଟସ ପଡିବାକୁ। ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ପରସ୍ପର ବିରୋଧରେ ଲଢେଇ କରିବେ। ଭଲ ପ୍ରଦର୍ଶନ ପରେ ଉଭୟ ଦଳ ଏଠାରେ ପହଞ୍ଚିଛନ୍ତି ଏବଂ ଶେଷ ମ୍ୟାଚରେ ମଧ୍ୟ ଯିଏ…

ରାହୁଲ ଭାଇଙ୍କ ଯୋଗଦାନ ଭୁଲି ହେବନି, ତାଙ୍କ ପାଇଁ କିଛି କରିବାକୁ ଚାହୁଁଛୁ:ରୋହିତ

ଅହମ୍ମଦାବାଦ: ଭାରତୀୟ ପ୍ରଶଂସକଙ୍କ ଆଖିକୁ ନିଦ ନାହିଁ । ତାଙ୍କ ପ୍ରିୟ ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆକୁ ହରାଇ ଟିମଇଣ୍ଡିଆ କିପରି ଟାଇଟଲ ଜିତିବ ସେହି ଗୋଟିଏ ଚିନ୍ତା ସମସ୍ତଙ୍କୁ ଘାରିଛି । ଭାରତୀୟ ଦଳର ପ୍ରଦର୍ଶନ ସେମାନଙ୍କ ମନୋବଳ ବଢ଼ାଇଛି । ଏହି…

ବିଶ୍ୱକପ ଫାଇନାଲ: ଟସ ହାରିବା ଟିମ ରହିଛି ଫାଇଦାରେ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଟିମଙ୍କ ପ୍ରଦର୍ଶନ ବିଚାରକୁ ନେଲେ କିଏ ଜିତିବ ତାର ଭବିଷ୍ୟବାଣୀ କରିବା କଷ୍ଟକର ବ୍ୟାପାର । ତେବେ ଫାଇନାଲ ମ୍ୟାଚରେ ଟସ ହାରିବା ଟିମ ଫାଇଦାରେ ରହିଛି । ଏ ପର୍ଯ୍ୟନ୍ତ…

କ୍ରମାଗତ ୩ଟି ବିଶ୍ୱକପରେ ଆୟୋଜକ ଦେଶ ହୋଇଛି ଚାମ୍ପିୟନ

ଅହମ୍ମଦାବାଦ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଆୟୋଜିତ ହେଉଥିବା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ହେବ । ୨୦୧୧, ୨୦୧୫ ଓ ୨୦୧୯ରେ ଆୟୋଜକ ଦେଶ ଚାମ୍ପିୟନ ହୋଇଥିବାରୁ ଭାରତ ଆଶା ମଜଭୁତ ହୋଇଛି । ୨୦୧୧ରେ ଭାରତ, ୧୫ରେ…

ବିଶ୍ୱକପ କ୍ରିକେଟ: ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୌଡରେ ୪ ଭାରତୀୟ

ଅହମ୍ମଦାବାଦ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୯ଜଣ ଖେଳାଳିଙ୍କୁ ଆଇସିସି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ପାଇଁ ଚୟନ କରିଛି । ଏହା ମଧ୍ୟରେ ଭାରତର ୪ଜଣ ଖେଳାଳି ରହିଛନ୍ତି । ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ସର୍ବାଧିକ ରନ ସଂଗ୍ରହ କରିଥିବା ବିରାଟ କୋହଲି…

ବିଶ୍ୱକପ ଫାଇନାଲରେ ଗ୍ଲାମରର ତଡକା ଲଗାଇବେ ପତ୍ନୀ ଗ୍ୟାଙ୍ଗ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ । ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ପତ୍ନୀ ଗ୍ୟାଙ୍ଗ । ସେମାନେ…

ଭାରତକୁ ଫାଇନାଲରେ ପଂହଚାଇଛି କୋହଲି-ରୋହିତଙ୍କ ବନ୍ଧୁତା

ଅହମ୍ମଦାବାଦ: ଦୀର୍ଘ ଦିନ ପରେ ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ପଂହଚିଛି । ରବିବାର ଟିମଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ନେଇ ଅନେକ ଥିଓରୀ ପ୍ରକାଶ ପାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅଧିନାୟକ ରୋହିତ…