Latest Odisha News

BREAKING NEWS

Browsing Category

ଖେଳ

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ଖେଳିବେନି କୋହଲି

ମୋହାଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ କୋହଲି ଓହରି ଯାଇଥିବା କୋଚ ରାହୁଲ ଡ୍ରାଭିଡ ସୂଚନା ଦେଇଛନ୍ତି । ତେବେ ସେ ଦ୍ୱିତୀୟ ଏବଂ ତୃତୀୟ ଟି୨୦ରେ ଉପଲବ୍ଧ ରହିବେ ବୋଲି କୋଚ ସ୍ପଷ୍ଟ କରିଛନ୍ତି । କୋହଲିଙ୍କ…

ଟି-୨୦ ଟୁର୍ଣ୍ଣାମେଣ୍ଟ: କାନ ପଛପଟେ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ ଅଘଟଣ । କାନ ପଛପଟେ ବଲ ମାଡ ହେବା କାରଣରୁ ଜଣେ କ୍ରିଟେରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାଭଲା । ଏହି ମ୍ୟାଚ୍ ରେ ଜୟେଶ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ କାନ ପଛପଟରେ ବଲ୍ ଟି ଜୋରେ ମାଡହୋଇଥିଲା । ପରେ…

ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଲିଗ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିଲେ ମଧ୍ୟ କାର୍ଯ୍ୟସୁଚୀର ଘୋଷଣା କରାଯାଇ ନାହିଁ । ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି । ଆଇପିଏଲ ଓ…

କେପଟାଉନ ପିଚକୁ ମିଳିଲା ଅସନ୍ତୋଷଜନକ ରିପୋର୍ଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ଟେଷ୍ଟ ମ୍ୟାଚ ୨ ଦିନରେ ଶେଷ ହୋଇ ଯାଇଥିଲା । ୧୦୭ ଓଭରରେ ୩୩ ୱିକେଟର ପତନ ଘଟିଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଏବେ ଏହି ପିଚକୁ ଅସନ୍ତୋଷଜନକ ବୋଲି ରେଟିଂ ଦେଇଛି । ମ୍ୟାଚ…

ପ୍ରବୀଣଙ୍କ ଚାଂଚଲ୍ୟକର ଖୁଲାସା, ଜଣେ ବ୍ୟକ୍ତି ମୋ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ମଙ୍ଗଳବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲି । ଆରସିବିର ଜନୈକ…

ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଭାରତୀୟ ଦଳର ପେସ ବୋଲର ମହମ୍ମଦ ଶାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ୫୮ତମ କ୍ରିକେଟର ହୋଇଛନ୍ତି। ଆଜି ମଙ୍ଗଳବାର ୯ ଜାନୁଆରୀ, ୨୦୨୪ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହରେ ରାଷ୍ଟ୍ରପତି…

କୋହଲି, ରୋହିତ ଟି୨୦ ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ

ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଚୟନ କରିଛି । ଏହି ସିରିଜ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି । ୧୪ ମାସ ପରେ ଦୁଇ ଧୂରନ୍ଧର ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଏଥିସହ ଏହି ଦୁଇ ମହାନ ଖେଳାଳିଙ୍କ ଆଗାମୀ ଟି୨୦…

ଅଲିମ୍ପିକ କୋଟା ହାସଲ କଲେ ଭାରତୀୟ ଶୁଟର ବରୁଣ, ଈଶା

ଜାକର୍ତା: ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ପୁରୁଷ ଏବଂ ମହିଳା ବିଭାଗରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଈଶା ସିଂ ଅଲିମ୍ପିକ କୋଟା ହାସଲ କରିଛନ୍ତି । ଏଥିସହ ଭାରତର ୧୫ଜଣ ଶୁଟର ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ ଇଭେଂଟରେ ଭାରତ ୨ ସ୍ୱର୍ଣ୍ଣ ସହ ୬ ପଦକ ହାସଲ…

ବରୋଦାଠାରୁ ୧୪୭ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଓଡିଶା ୧୪୭ ରନରେ ବରୋଦା ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି । ମହେଶ ପିଥିୟାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନର ଜବାବ ଓଡିଶା…

ରଣଜୀ ଟ୍ରଫି: ପରାଗଙ୍କ ବିସ୍ଫୋରକ ଶତକ, ପନ୍ତଙ୍କ ରେକର୍ଡ ଭାଙ୍ଗି ପାରିଲେନି

ନୂଆଦିଲ୍ଲୀ : ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଆସାମ ବ୍ୟାଟ୍ସମ୍ୟାନ ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରିଛନ୍ତି । ସେ ଅଳ୍ପକେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଛତିଶଗଡ ବିପକ୍ଷ ମ୍ୟାଚରେ ପରାଗ ସେ ୫୬ ବଲରେ ଶତକ ହାସଲ କରିଛନ୍ତି । ପରାଗ ୮୭ ବଲରେ ୧୫୫ ରନ ସଂଗ୍ରହ…