Latest Odisha News

BREAKING NEWS

Browsing Category

ଖେଳ

ରାହାଣେ ହେବେ କି ଟିମ ଇଣ୍ଡିଆର ପରବର୍ତୀ ଟେଷ୍ଟ ଅଧିନାୟକ ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା କରାଯାଇଛି । ଟେଷ୍ଟ ଟିମରେ ଅଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ କରାଯିବା ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ୧୮ ମାସ ପରେ ଟିମ ଇଣ୍ଡିଆକୁ ଫେରିଥିବା ରାହାଣେ ନିଜ ସ୍ଥାନ ମଜଭୁତ କରିପାରିଛନ୍ତି । ବିଶ୍ୱ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ, ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ପୂଜାରା, ଉମେଶ ବିଦା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଚେତେଶ୍ୱର ପୂଜାରା ଓ ଉମେଶ ଯାଦବଙ୍କୁ ଟେଷ୍ଟ ଟିମରୁ ବାଦ ଦିଆଯାଇଛି । ସେହିପରି ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଓ ରିତୁରାଜ…

ଜିମ୍ବାୱେରେ କ୍ରିକେଟ ଟିମ କିଣିଲେ ବଲିଉଡ ଅଭିନେତା ସଞ୍ଜୟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ ଜିମ୍ବାୱେରେ କ୍ରିକେଟ ଟିମ କିଣିଛନ୍ତି । ଜିମ୍ବାୱେ ବୋର୍ଡ ଖୁବ ଶୀଘ୍ର ଜିମ ଆଫ୍ରୋ ଟି୧୦ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ସଞ୍ଜୟ ହରାରେ ହରିକେନ୍ସ ଦଳକୁ ଆରିସ ଗ୍ରୁପ ଅଫ କମ୍ପାନୀ ସହ ମିଶି କିଣିଛନ୍ତି । ଏହି ଲିଗରେ ୫ଟି ଦଳ…

ଟି୨୦ ଇତିହାସର ଦ୍ୱିତୀୟ ସର୍ବବୃହତ ରନ ଚେଜ କଲା ମିଡିଲସେକ୍ସ

ଲଣ୍ଡନ: ଇଂଲଣ୍ଡର ଏକ ଘରୋଇ ଟି୨୦ ଟୁର୍ଣ୍ଣାମେଂଟରେ ମିଡିଲସେକ୍ସ ଟିମ ୧୯.୨ ଓଭରରେ ୩ ୱିକେଟ ହରାଇ ୨୫୩ ରନର ଟାର୍ଗେଟ ଚେଜ କରିଛି । ଟି୨୦ ଇତିହାସର ଏହା ଦ୍ୱିତୀୟ ସର୍ବବୃହତ ରନଚେଜ । ଟି୨୦ ବ୍ଲାଷ୍ଟରେ ପ୍ରଥମେ ବ୍ୟାଟିଂ କରି ସରେ ୨୦ ଓଭରରେ ୭ ୱିକେଟ ହରାଇ ୨୫୨ ରନ କରିଥିଲା । ବିଲ ଜ୍ୟାକ୍ସ…

ସାଫ କପ :ଛେତ୍ରୀଙ୍କ ହ୍ୟାଟ୍ରିକ ଗୋଲ ବଳରେ ପାକିସ୍ତାନକୁ ହରାଇଲା ଭାରତ

ବାଙ୍ଗାଲୋର: ଚଳିତ ସାଫ କପ ଫୁଟବଲରେ ଭାରତ ତାର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ ଭାରତ ପାଇଁ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।…

ଏମର୍ଜିଂ ଏସିଆ କପ ହାତେଇଲେ ଭାରତୀୟ ମହିଳା କ୍ରିକେଟ ଟିମ

ହଂକଂ: ହଂକଂରେ ଅନୁଷ୍ଠିତ ଏମର୍ଜିଂ ଏସିଆ କପ କ୍ରିକେଟ (୨୩ ବର୍ଷରୁ କମ)ରେ ଭାରତ ଚାମ୍ପିୟନ ହୋଇଛି । ବୁଧବାର ଅନୁଷ୍ଠିତ ଫାଇନାଲରେ ଭାରତ ୩୧ ରନରେ ବାଂଲାଦେଶକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା । ବିନ୍ଦ୍ରା…

ପାକିସ୍ତାନର ଭେନ୍ୟୁ ପରିବର୍ତନ ଅନୁରୋଧକୁ ଖାରଜ କଲେ ଆଇସିସି, ବିସିସିଆଇ

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ପାକିସ୍ତାନ ୨ଟି ଲିଗ ମ୍ୟାଚର ଭେନ୍ୟୁ ବଦଳାଇବା ପାଇଁ ଅନୁରୋଧ କରିଥିଲା । ତେବେ ଆଇସିସି ଓ ବିସିସିଆଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଅକ୍ଟୋବର ୨୦ରେ ବାଙ୍ଗାଲୋରରେ ଭାରତ-ଅଷ୍ଟ୍ରେଲିଆ ଓ ୨୩ରେ…

ଆନ୍ତର୍ଜାତୀୟ ଫୁଟବଲରେ ଆଉ ଏକ କୀର୍ତିମାନ ସ୍ଥାପନ କଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଅଧିନାୟକ ତଥା ବିଶ୍ୱ ଫୁଟବଲର ମହାନ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଆନ୍ତର୍ଜାତୀୟ ଫୁଟବଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଫୁଟବଲ ଖେଳାଳି ଭାବେ ୨୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୟୁରୋ ୨୦୨୪ ଆଇସଲାଣ୍ଡ ବିପକ୍ଷ କ୍ୱାଲିଫାଇଂ ମ୍ୟାଚରେ ସେ…

ଆଶେସ ସିରିଜ: ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

ଏଜବାଷ୍ଟନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୨ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଭାଗରେ ପ୍ୟାଟ କମିନ୍ସ ଓ ନାଥାନ ଲାୟନ ନବମ ୱିକେଟରେ ୧୨ ଓଭରରେ ୫୫ ରନ…

ଜାତୀୟ କ୍ୟାଡେଟ୍‌ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର…