Latest Odisha News

BREAKING NEWS

Browsing Category

ଖେଳ

ୱେଲେଲାଗେଙ୍କ ବୋଲିଂରେ ଟିମ ଇଣ୍ଡିଆ ଧରାଶାୟୀ

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟ ସୁପର ୪ର ଏକ ମୁକାବିଲାରେ ଭାରତ ୨୧୪ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ୨୦ ବର୍ଷୀୟ ଯୁବ ସ୍ପିନର ଦୁନିଥ ୱେଲେଲାଗେଙ୍କ ସ୍ପିନର ଉଚିତ ମୁକାବିଲା ଭାରତୀୟ ବ୍ୟାଟ୍ସମ୍ୟାନମାନେ କରିପାରି ନ ଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ସତର୍କତା…

ଦି ଗ୍ରେଟ ଖଲୀ ଚଳାଇଲେ ହାର୍ଲି ଡେଭିଡସନ ବାଇକ, ତାଙ୍କ ପାଇଁ ଏହା ଥିଲା ଖେଳଣା ସଦୃଶ

ନୂଆଦିଲ୍ଲୀ: ପହିଲିୱାନ ତଥା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଦି ଗ୍ରେଟ ଖଲୀଙ୍କୁ କିଏ ବା ନ ଜାଣେ । ନିକଟରେ ସେ ହାର୍ଲେ ଡେଭିଡସନ ହ୍ୟାରିଟେଜ ସଫ୍ଟଟେଲ କ୍ଲାସିକ ମୋଟର ସାଇକେଲ ଚଳାଇବା ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ଖଲୀ ପ୍ରଶଂସକଙ୍କ ପାଇଁ ଏହି ଭିଡିଓ ଶେୟାର କରିଥିଲେ । ଏହା ଏକ ଦାମୀ,…

ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂର୍ଣ୍ଣ କଲେ ରୋହିତ

କଲମ୍ବୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ଦିନିକିଆରେ ୧୦ ହଜାର ରନ ପୂର୍ଣ୍ଣ କରିଛନ୍ତି । ସେ ଷଷ୍ଠ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ…

କୁଲଦୀପ ଯାଦବଙ୍କ ୫ଟି ୱିକେଟ୍, ଭାରତ ପାକିସ୍ତାନକୁ ୨୨୮ ରନରେ କଲା ପରାସ୍ତ

କଲମ୍ବୋ: ଏସିଆ କପ୍ ୨୦୨୩ର ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦଳ ପକ୍ଷରୁ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ପରେ କୁଲଦୀପ ଯାଦବ ପାଞ୍ଚ ୱିକେଟ୍ ନେଇ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ କୁଲଦୀପ ଯାଦବ ପ୍ରଥମେ ଶାଦବ…

କଲମ୍ବୋ: କୋହଲି, କେ.ଏଲଙ୍କ ଭାଗିଦାରୀ କଲା ବଡ଼ ରେକର୍ଡ

କଲମ୍ବୋ: ସୋମବାର ଏସିଆ କପ୍ ସୁପର-୪ ମୁକାବିଲାରେ ବିରାଟ କୋହଲି (ଅପରାଜିତ ୧୨୨) ଓ ଲୋକେଶ ରାହୁଲ (ଅପରାଜିତ ୧୧୧)ଙ୍କ ଧୂଆଁଧାର ଶତକ ବଳରେ ପାକିସ୍ତାନ ବୋଲରକୁ ବଡ ଝଟକା ସାବ୍ୟସ୍ତ ହୋଇଛି। କୋହଲି ଓ ରାହୁଲଙ୍କ ଅପରାଜିତ ୨୩୩ ରନ୍ ବଳରେ ଭାରତ ବାକି ଦିନରେ ୨୫.୫ ଓଭରରେ କୌଣସି ଓ୍ୱିକେଟ ନ…

ଭାରତ-ପାକିସ୍ତାନ ମ୍ୟାଚରେ ‘ବର୍ଷା’ ପରେ ବିରାଟ-ରାହୁଲଙ୍କ ରନ୍ ‘ବର୍ଷା’

ଭୁବନେଶ୍ୱର: ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୩ର ସୁପର-୪ରେ ଗତକାଲି ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ତେବେ ଆଜି ପୁଣି କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ମ୍ୟାଚ୍ ଆରମ୍ଭ କରାଯାଇଥିଲା । ଗତକାଲି ବର୍ଷା ଯୋଗୁଁ ମ୍ୟାଚ ରିଜର୍ଭ ଡେ ପାଇଁ ରହିଥିଲା ।…

ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ହାମିଲଟନ: ଭାରତରେ ଅକ୍ଟୋବରୁ ୫ରୁ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଗତ ସଂସ୍କରଣର ରନର୍ସଅପ ନ୍ୟୁଜିଲାଣ୍ଡ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ସିନିୟର ବୋଲର ଟ୍ରେଂଟ ବୋଲ୍ଟଙ୍କୁ ସୁଯୋଗ…

ଜୋକୋଭିଚ ଜିତିଲେ ରେକର୍ଡ ୨୪ ଗ୍ରାଣ୍ଡ ସ୍ଲାମ ଟାଇଟଲ

ନ୍ୟୁୟର୍କ: ସର୍ବିୟାର ନୋଭାକ ଜୋକୋଭିଚ ୟୁଏସ ଓପନ ଟେନିସ ଟାଇଟଲ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ରୁଷର ଡାନିୟଲ ମେଦବେଦେଭଙ୍କୁ ୬-୩, ୭-୬, ୬-୩ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସେ ସହଜରେ ବିଜୟ ହାସଲ କରିଥିଲେ । ତେବେ ଦ୍ୱିତୀୟ ସେଟରେ ଡାନିୟଲ କଡା ସଂଘର୍ଷ…

ଦେବାଶିଷ ହେବେ ଝାଡଖଣ୍ଡ କୋଚ, ରଶ୍ମିଙ୍କୁ ତ୍ରିପୁରା ୨୩ ବର୍ଷରୁ କମ ଟିମର ଦାୟିତ୍ୱ

ଭୁବନେଶ୍ୱର: ଓଡିଶାର ପ୍ରଥମ ରଣଜୀ ଖେଳାଳି ଦେବାଶିଷ ମହାନ୍ତି ତଥା ସିନିୟର ଖେଳାଳି ରଶ୍ମିରଂଜନ ପରିଡା ଏବେ ଅନ୍ୟ ରାଜ୍ୟର କୋଚ ଦାୟିତ୍ୱ ତୁଲାଇବେ । ଆଗକୁ ବ୍ୟସ୍ତବହୂଳ ଘରୋଇ କ୍ରିକେଟ ପ୍ରତିଯୋଗିତା ରହିଛି । ଦେବାଶିଷ ଝାଡଖଣ୍ଡର କୋଚ ହେବା ବେଳେ ରଶ୍ମିଙ୍କୁ ତ୍ରିପୁରାର ୨୩ ବର୍ଷରୁ କମ ଦଳର…

ବର୍ଷା ଯୋଗୁ ମ୍ୟାଚ ଅଧାରୁ ବନ୍ଦ, ରିଜର୍ଭ ଡେରେ ଖେଳାଯିବ ଭାରତ-ପାକ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଏବେ ବର୍ଷା ଯୋଗୁ ରିଜର୍ଭ ଡେରେ ଖେଳାଯିବ । ରବିବାର ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା । ଏହା ପରେ ବର୍ଷା ହେବାକୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ…