Latest Odisha News

BREAKING NEWS

Browsing Category

ଖେଳ

କେତେ ସମ୍ପତ୍ତିର ମାଲିକ ଧୋନି, ଆସନ୍ତୁ ଜାଣିବା କେଉଁଠୁ ଆସୁଛି କେତେ ଟଙ୍କା..

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଆଜି ତାଙ୍କର ୪୨ତମ ଜନ୍ମଦିନ । ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ…

ହାପି ବାର୍ଥ ଡ଼େ MS ଧୋନି: ଜାଣନ୍ତୁ ମାହିଙ୍କ ବିଷୟରେ କିଛି ଅଜଣା କଥା …

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ମାହିଙ୍କ…

ମାର୍ଶଙ୍କ ଶତକ ସତ୍ୱେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଉଡଙ୍କୁ ୫ ୱିକେଟ ସଫଳତା

ଲିଡ୍ସ: ଚଳିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟ ଜୁଲାଇ ୬ରୁ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୬୩ ରନରେ ଅଲଆଉଟ ହୋଇଯାଇଛି । ଦୀର୍ଘ ୪ ବର୍ଷ ପରେ ଦଳକୁ ଫେରିଥିବା ମିଚେଲ ମାର୍ଶଙ୍କ ଦ୍ରୁତ ତଥା…

ଦିନିକିଆ ବିଶ୍ୱକପ କ୍ରିକେଟ: ୧୦ମ ଟିମ ଭାବେ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ

ବୁଲାୱାୟୋ: ଏଠାରେ ଅନୁଷ୍ଠିତ ଆଇସିସି କ୍ରିକେଟ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ନେଦରଲାଣ୍ଡ ୪ ୱିକେଟରେ ସ୍କଟଲାଣ୍ଡକୁ ପରାସ୍ତ କରି ମୂଖ୍ୟ ଡ୍ରରେ ସାମିଲ ହୋଇଛି । ଭାରତରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପରେ ନେଦରଲାଣ୍ଡ ୧୦ମ ତଥା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ତାମିମ

ଢ଼ାକା: ବାଂଲାଦେଶର ଅଭିଜ୍ଞ ବ୍ୟାଟ୍ସମ୍ୟାନ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୩ ମାସ ପୂର୍ବରୁ ସେ ହଠାତ ଅବସର ନେବା ସମସ୍ତଙ୍କୁ ଚକିତ କରିଛି । ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ପରାଜିତ ହେବା ଯୋଗୁ ତାମିମ ଏହି…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଦଳରୁ ବିରାଟ, ରୋହିତ ବାଦ୍; ସଞ୍ଜୁଙ୍କୁ ସୁଯୋଗ

ମୁମ୍ବାଇ: ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟେଷ୍ଟ ଏବଂ ଦିନିକିଆ ପାଇଁ ଦଳ ଘୋଷଣା ହୋଇସାରିଛି। ବୁଧବାର ରାତିରେ ଟି -୨୦ ଦଳ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ଯୁବ ଦଳର ନେତୃତ୍ବ ଦିଆଯାଇଛି। ଏଥି ସହିତ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ-ଅଧିନାୟକ କରାଯାଇଛି।…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ତିଳକ, ଯଶସ୍ୱୀଙ୍କ ସୁଯୋଗ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ କ୍ରିକେଟ ପାଇଁ ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତିଳକ ବର୍ମା ଓ ଯଶସ୍ୱୀ…

ଅଗରକରଙ୍କ ପାଇଁ ବିସିସିଆଇ ଭାଙ୍ଗିନି କୌଣସି ନିୟମ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ଚୟନ କମିଟି ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି । ବୋର୍ଡର ଏହି ନିଷ୍ପତିକୁ ସମୀକକ୍ଷମାନେ ସକାରାତ୍ମକ ଢ଼ଙ୍ଗରେ ନେଇଛନ୍ତି । ତେବେ ପ୍ରଶ୍ନ ଉଠିଛି କି ଅଗରକରଙ୍କ ପାଇଁ ବୋର୍ଡ କଣ ତାର ନିୟମରେ ପରିବର୍ତନ କରିଥିଲା କି ? ପ୍ରକୃତରେ ଏହି…

କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ମୀରଟ: ଆନ୍ତର୍ଜାତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ବେଗରେ ଆସୁଥିବା ଏକ କ୍ୟାଂଟର ତାଙ୍କ ଗାଡି ଦେହରେ ମାଡ ହୋଇଥିଲା । ଭାଗ୍ୟବଶତଃ ପ୍ରବୀଣ ଏବଂ ତାଙ୍କ ପୁଅଙ୍କ କିଛି କ୍ଷତି ହୋଇ ନାହିଁ । କ୍ୟାଂଟର ଚାଳକଙ୍କୁ ଗିରଫ କରାଯାଇଛି । ପ୍ରବୀଣ ତାଙ୍କ…

ଭାରତ ସାଫ ଚାମ୍ପିୟନଶିପ ଜିତିବା ପରେ ଦର୍ଶକ ଗାଇଲେ ବନ୍ଦେ ମାତରଂ

ବାଙ୍ଗାଲୋର: ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ ଭାରତ ଏକ ରୋମାଂଚକର ମୁକାବିଲାରେ କୁଏଟକୁ ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାରତ ୯ମ ଥର ଏହି ଟାଇଟଲ ହାସଲ କରିଛି । ନିର୍ଦ୍ଧାରିତ ଓ ଅତିରିକ୍ତ ସମୟରେ ମ୍ୟାଚର ଫଳାଫଳ ୧-୧ରେ ରହିଥିଲା । ପେନାଲ୍ଟି…