Latest Odisha News

BREAKING NEWS

Browsing Category

ଖେଳ

ଅଜିତ ଅଗରକର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ:  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଟିମ୍ ଇଣ୍ଡିଆର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ପୁରୁଷ ଜାତୀୟ ଦଳର ଚୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଏହା ପୂର୍ବରୁ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ଥିଲେ। ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା…

ଏମର୍ଜିଂ ଏସିଆ କପ କ୍ରିକେଟରେ ଭାରତ ଏ ଟିମର ନେତୃତ୍ୱ ନେବେ ୟଶ

ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ କ୍ରିକେଟ ପାଇଁ ଘୋଷିତ ଭାରତୀୟ ଦଳର ନେତୃତ୍ୱ ନେବେ ୟଶ ଢ଼ୁଲ । ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି । ଭାରତ ଏ ଗ୍ରୁପ ବି’ରେ ନେପାଳ, ୟୁଏଇ ଓ ପାକିସ୍ତାନ ଟିମ ସହ ସ୍ଥାନ ପାଇଛି । ୧୩, ୧୫…

ଆଶେସ ସିରିଜ: ଗୁରୁତ୍ୱପୂର୍ଣ୍ଣ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଧକ୍କା, ଓହରିଲେ ଓଲୀ ପୋପ

ଲଣ୍ଡନ: ଚଳିତ ଆଶେସ ସିରିଜରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ୪ ଜୁଲାଇରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇଂଲଣ୍ଡ ପାଇଁ କର ବା ମର ମୁକାବିଲା ପୂର୍ବରୁ ଦଳକୁ ଶକ୍ତ ଧକ୍କା ଲାଗିଛି । ଉପ ଅଧିନାୟକ ଓଲୀ ପୋପ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି…

ଏସିଆନ ଗେମ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ଜୁଡୋର ୫ ଖେଳାଳି ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ହୋଙ୍ଗଝାଉ ଏସିଆନ ଗେମ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଭାରତୀୟ ଜୁଡୋ ଟିମର ୫ ଖେଳାଳି ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏପ୍ରିଲ ୪ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଟ୍ରାଏଲ୍ସରେ ଜୁଡାକୋମାନଙ୍କ ଡୋପ…

ଭାରତୀୟ ମହିଳା ଟିମର ମୂଖ୍ୟ କୋଚ ହେବେ ମଜମୁଦାର

ମୁମ୍ବାଇ: ପୂର୍ବତନ କ୍ରିକେଟର ଅମୋଲ ମଜମୁଦାର ଭାରତୀୟ ମହିଳା ଟିମର କୋଚ ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କ୍ରିକେଟ ଆଡଭାଇଜରୀ କମିଟି ମୁମ୍ବାଇରେ କୋଚଙ୍କ ଶର୍ଟଲିଷ୍ଟ କରିଥିଲେ । ସାକ୍ଷାତକାର ବେଳେ ମଜମୁଦାରଙ୍କ ଉପସ୍ଥାପନା କମିଟି ସଦସ୍ୟ ଅଶୋକ ମାଲହୋତ୍ରା, ଜତିନ…

ଚୟନ କମିଟି ମୂଖ୍ୟ ଦୌଡରେ ସବୁଠାରେ ଆଗରେ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ମୂଖ୍ୟ ଦୌଡରେ ଅଜିତ ଅଗରକର ସବୁଠାରୁ ଆଗରେ ରହିଛନ୍ତି । ଏହି ପୂର୍ବତନ ଆନ୍ତର୍ଜାତୀୟ ପେସ ବୋଲର ଶେଷ ଦିନ ଏହି ପଦ ପାଇଁ ଆବେଦନ କରିଥିଲେ । ପୂର୍ବତନ ଚେୟାରମ୍ୟାନ ଚେତନ ଶର୍ମା ଷ୍ଟିଙ୍ଗ ଅପରେସନରେ ଫସିବା ପରଠାରୁ ଏହି ପଦ ଖାଲି…

ୱେଷ୍ଟଇଣ୍ଡିଜରେ ଟିମ ଇଣ୍ଡିଆର ଜୋରଦାର ଅଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ସୋମବାର ବାର୍ବାଡୋସରେ ଭାରତୀୟ ଦଳର ସଦସ୍ୟମାନେ ଜୋରଦାର ଅଭ୍ୟାସ କରିଥିଲେ । ଜୁଲାଇ ୧୨ରୁ ଏହି ସିରିଜ ଆରମ୍ଭ ହେବ । ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଯଶସ୍ୱୀ…

ଷ୍ଟୋକ୍ସଙ୍କ ଲଢୁଆ ଶତକ ସତ୍ୱେ ପରାସ୍ତ ହେଲା ଇଂଲଣ୍ଡ, ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ

ଲର୍ଡସ: ଆଶେସ କ୍ରିକେଟ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୩ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ସତ୍ୱେ ଇଂଲଣ୍ଡ ୩୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୭ ରନ କରିବାକୁ…

ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ଶ୍ରୀଲଙ୍କା

କଲମ୍ବୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୧୯୯୬ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି । କ୍ୱାଲିଫାୟର୍ସରେ ଶ୍ରୀଲଙ୍କା ୯ ୱିକେଟରେ ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ଟିକେଟ କାଟିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୬୫ ରନ କରି ଅଲଆଉଟ ହୋଇ…

ଅଣ ଖେଳୁଆଡ ମନୋଭାବ ନେଇ ପୁଣି ବଦନାମ ହେଲା ଅଷ୍ଟ୍ରେଲିଆ

ଲଣ୍ଡନ:ଅଣ ଖେଳୁଆଡ ମନୋଭାବ ନେଇ ପୁନର୍ବାର ବଦନାମ ହୋଇଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଚଳିତ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ଅବସରରେ ଏହି ଘଟଣା ସମ୍ମୁଖକୁ ଆସିଛି । ଇଂଲଣ୍ଡର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ଜନୀ ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ଖେଳାଳିମାନେ ଯେଉଁ ଭଳି ଢ଼ଙ୍ଗରେ ଆଉଟ କଲେ ସେ…