Latest Odisha News

BREAKING NEWS

Browsing Category

ଖେଳ

ଯୁବ ଖେଳାଳି ଆୟୂଷ, ସର୍ଫରାଜଙ୍କ ସହ ଅଭ୍ୟାସ କଲେ ରୋହିତ

ମୁମ୍ବାଇ: ଭାରତୀୟ ଦିିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମୁକାବିଲା ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇଥିବା ରୋହିତ ଏବେ କେବେଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ…

ପ୍ରେମରେ ହାର୍ଦ୍ଦିକଙ୍କ ନୂଆ ଟୁଇଷ୍ଟ..ଜସ୍ମିନୀଙ୍କ ପରେ ଏବେ ମାହିକା

ମୁମ୍ବାଇ: ପ୍ରେମର ଗଣିତରେ ଭାରତୀୟ କ୍ରିକେଟରେ ହାର୍ଦ୍ଦିକ ପାଣ୍ଡ୍ୟା ଅଙ୍କ କଷିବାରେ ଧୂରନ୍ଧର । ଦୀର୍ଘ ଦିନ ପରେ ପୂନର୍ବାର ଏହି ଅଲରାଉଣ୍ଡର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ପ୍ରଥମେ ଦୀର୍ଘ ଦିନର ପ୍ରେମ ପରେ ନାତାଶା ଷ୍ଟାନକୋଭିଚଙ୍କୁ ସେ ବିବାହ…

ଓଡିଶା ପ୍ରୋ ଟି୨୦ ଲିଗ: ଦେବାଶୀଷ, ଇରଫାନ ବ୍ରାଣ୍ଡ ଆମ୍ବାସଡର

କଟକ: ଓଡିଶା କ୍ରିକେଟ ଆସୋସିଏଶନ ଓ ଆରିଭା ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡିଶା ପ୍ରୋ ଟି୨୦ ଲିଗ ଆୟୋଜିତ ହେଉଛି । ଏହା ୧୭ ସେପ୍ଟମ୍ବରରୁ ୨୬ ପର୍ଯ୍ୟନ୍ତ ଖେଳାଯାଇଛି । ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ଦେବାଶୀଷ ମହାନ୍ତି ଓ ଇରଫାନ ପଠାନଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ଏହି…

ଭାରତୀୟ କ୍ରିକେଟ ଟିମର ନୂଆ ଜର୍ସି ସ୍ପନସର ବନିଲା ଆପୋଲୋ ଟାୟାର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଶେଷ ହୋଇଛି। ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ସ୍ପନସର ହୋଇଛି। ନିକଟରେ ଭାରତ ସରକାରଙ୍କ ସମସ୍ତ ବେଟିଂ ଆପ ଉପରେ କଟକଣା ଲଗାଯାଇଥିଲା। ଯାହାପରେ ବିସିସିଆଇ ସହ  …

IND vs PAK-‘No Handshake’: ‘ପାକିସ୍ତାନ ଖେଳାଳୀଙ୍କ ସହ ହ୍ୟାଣ୍ଡସେକ୍ ନାହିଁ’, ବିବାଦ ଉପରେ ମୁହଁ ଖୋଲିଲା…

ନୂଆଦିଲ୍ଲୀ: ଭାରତ ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ପରାସ୍ତ କରି ମ୍ୟାଚ୍ ଶେଷରେ ପାକିସ୍ତାନୀ ଖେଳାଳୀଙ୍କ ସହ ହାତ ନ ମିଳାଇ ଚାଲିଯାଇଥିଲେ । ଏବେ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମ୍ୟାଚ୍ ରେଫରିଙ୍କ…

ପରାଜୟ ପରେ ଆଇସିସିରେ ଏହି ଅଭିଯୋଗ କଲା ପାକ୍…

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ସମୟରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଦିନ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାଙ୍କୁ ଏସିଆ କପରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି। ସୂଚନା ଅନୁଯାୟୀ, ଭାରତୀୟ ଖେଳାଳିମାନେ…

ନୋ ହ୍ୟାଣ୍ଡସେକ ବିବାଦ: କଣ ରହିଛି ଆଇସିସି ନିୟମ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଭାରତ ରବିବାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଟସ ଏବଂ ମ୍ୟାଚ ଶେଷ ହେବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ପ୍ଲେୟର୍ସଙ୍କ ସହ ହାତ ମିଳାଇ ନ ଥିଲେ…

ଓଡିଶା ପ୍ରୋ ଟି୨୦ ଲିଗ: ଭୁବନେଶ୍ୱର ଟାଇଗର୍ସ-କଟକ ପାନ୍ଥର୍ସ ମଧ୍ୟରେ ଉଦଘାଟନୀ ମୁକାବିଲା

କଟକ: ଆଉ ହାତ ଗଣତି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଓଡିଶା ପ୍ରୋ ଟି୨୦ ଲିଗର ଉଦଘାଟନୀ ସଂସ୍କରଣ । ରୋମାଂଚକ କ୍ରିକେଟର ଓଭରଡୋଜକୁ ମନଭରି ଉପଭୋଗ କରିବେ ପ୍ରଶଂସକ । ସେପ୍ଟମ୍ବର ୧୭ରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ସୂର୍ଯ୍ୟକାନ୍ତ ପ୍ରଧାନ ନେତୃତ୍ୱରେ ଭୁବନେଶ୍ୱର ଟାଇଗର୍ସ ସ୍ୱସ୍ତିକ…

IND vs PAK: ପାକିସ୍ତାନ ବିପକ୍ଷରେ ବିଜୟକୁ ପହଲଗାମ ପୀଡିତ ଏବଂ ଭାରତୀୟ ସେନାଙ୍କୁ ଉତ୍ସର୍ଗ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚରେ  ରବିବାର ଦିନ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ଅତି ସହଜରେ ଭାରତ ୧୫.୫…

ସ୍ପିନ ମାୟାଜାଲରେ ଫସିଗଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ହାଇ ପ୍ରୋଫାଇଲ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ ରଖିଛି । ଭାରତୀୟ ସ୍ପିନରଙ୍କ ମାୟାଜାଲରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ…