Latest Odisha News

BREAKING NEWS

Browsing Category

ଖେଳ

Artistic Gymnastics: କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୫ରୁ ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଆସନ୍ତା ଏପ୍ରିଲ ୨୫ରୁ ମେ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ । ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ (OGA) ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି…

କ୍ରିକେଟ ଅଷ୍ଟ୍ରେଲିଆରୁ ମିଳିଲା ଅନୁମିତି, ଏଥର ଆଇପିଏଲରେ ଖେଳିବେ ଷ୍ଟାର୍କ

ସିଡନୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଏଥର ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଆଶ୍ୱସ୍ତି ମିଳିଛି । ଦଳର ଷ୍ଟାର ଖେଳାଳି ମିଚେଲ ଷ୍ଟାର୍କଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ଆଇପିଏଲରେ ଖେଳିବା ପାଇଁ ଅନୁମତି ପ୍ରଦାନ କରିଛି । ଯେତେଦୂର ସମ୍ଭବ ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି ।…

ଆଇପିଏଲ: ମୁମ୍ବାଇ ଟିମରେ ପରିଲକ୍ଷିତ ହେଉଛି ରୋହିତଙ୍କ ଅଭାବ

ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ୭ଟି ମ୍ୟାଚରୁ ଦଳ କେବଳ ୨ଟି ମୁକାବିଲାରେ ବିଜୟ ହାସଲ କରିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଦଳର ପ୍ଲେ ଅଫ ପ୍ରବେଶ ଆଶା ଧୀରେ ଧୀରେ କ୍ଷୀଣ ହେଉଛି । ଏଥିପାଇଁ ବାକି ୭ଟି ମ୍ୟାଚରୁ ମୁମ୍ବାଇକୁ ୫…

୨୦୩୮ ଏସିଆନ ଗେମ୍ସ ଆୟୋଜନ ନେଇ ଆଗ୍ରହ ପ୍ରକାଶ କଲା ଭାରତ

ନୂଆଦିଲ୍ଲୀ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୩୬ ଅଲିମ୍ପିକ୍ସ ପରେ ଏବେ ଭାରତ ୨୦୩୮ ଏସିଆନ ଗେମ୍ସ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଚୀନରେ ଆୟୋଜିତ ଅଲିମ୍ପିକ୍ସ କାଉନ୍ସିଲ ଅଫ ଏସିଆର ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଭାରତକୁ ଆୟୋଜନ ଅଧିକାର ପ୍ରଦାନ କରିବା ନେଇ ମଧ୍ୟ ଆଲୋଚନା…

୨୦୨୭ ଦିନିକିଆ ବିଶ୍ୱକପ: ଖେଳି ନ ପାରେ ୨ ଥର ଚାମ୍ପିୟନ ଟିମ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ଆସନ୍ତା ବର୍ଷ ଖେଳାଯିବ । ଏ ପର୍ଯ୍ୟନ୍ତ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଟିମ ଚୂଡାନ୍ତ ହୋଇ ନାହିଁ । ବାଂଲାଦେଶର ଭଲ ପ୍ରଦର୍ଶନ ଧୀରେ ଧୀରେ ୨ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ହରଡଘଣାରେ ପକାଇଛି । ଦକ୍ଷିଣ…

ଧୋନୀଙ୍କ କଡା ଅଭ୍ୟାସ, ମୁମ୍ବାଇ ବିପକ୍ଷରେ ଖେଳି ପାରନ୍ତି

ଚେନ୍ନାଇ: ଆଇପିଏଲ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ୬ଟି ମ୍ୟାଚ ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଖେଳିଛି । ଆଘାତ ସମସ୍ୟା ଯୋଗୁ ଧୋନୀ ଏହି ସବୁ ମ୍ୟାଚ ଖେଳି ପାରି ନାହାନ୍ତି । ଚେନ୍ନାଇ ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ବୁଧବାର ଧୋନୀ ଦୀର୍ଘ ସମୟ କଠିନ ଅଭ୍ୟାସ କରିଥିଲେ । ସେ ଲୟରେ ଥିଲେ…

ଆଇପିଏଲ ୨୦୨୬: ପାଣିରେ ପଡିଲା କି ଲକ୍ଷ୍ନୌ ଟିମର ୫୦ କୋଟି

ଲକ୍ଷ୍ନୌ: ଆଇପିଏଲ ୨୦୨୬ରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳର ସବୁଠାରୁ ଦାମୀ ଖେଳାଳି ରିଷଭ ପନ୍ତ ଓ ନିକୋଲସ ପୂରନ ଏଥିପାଇଁ ମୂଖ୍ୟତଃ ଦାୟୀ । ଏହି ଦୁଇ ଖେଳାଳିଙ୍କୁ ନେବା ପାଇଁ ଲକ୍ଷ୍ନୌ ୫୦ କୋଟି ଖର୍ଚ୍ଚ କରିଥିଲା । ରିଭଷ ପନ୍ତ ୬ ମ୍ୟାଚରେ ୧୪୭ ରନ…

୧୫ ବର୍ଷ ପରେ ରୋହିତଙ୍କୁ ପରୋକ୍ଷରେ କ୍ଷମା ମାଗିଲେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ୧୯୮୩ ପରେ ୨୦୧୧ରେ ଭାରତ ଦ୍ୱିତୀୟ ଥର ପାଇଁ ଦିନିକିଆ କ୍ରିକେଟ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ରୋହିତ ଶର୍ମା ୨୦୧୧ ବିଶ୍ୱକପ ଦଳରେ ସ୍ଥାନ ପାଇ ନ ଥିଲେ । ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ମୁଁ ୨୦୦୭, ୨୦୨୪ ଟି୨୦ ବିଶ୍ୱକପ ବିଜେତା ଟିମ ଏବଂ ୨୦୧୩ ଓ ୨୦୨୫…

Virat Kohli EX-Girlfriend: କାହିଁକି ପୁଣି ଚର୍ଚ୍ଚାରେ ବିରାଟଙ୍କ ପୂର୍ବତନ ପ୍ରେମିକା?

ନୂଆଦିଲ୍ଲୀ: ଖୁସିରେ ଜୀବନ ବିତାଉଛନ୍ତି ବିରାଟ-ଅନୁଷ୍କା ଇଣ୍ଟରନେଟରେ ପୂର୍ବତନ ପ୍ରେମିକାଙ୍କ ଚର୍ଚ୍ଚା ବଲିଉଡ ଏବଂ କ୍ରିକେଟର ଏକ ଅନନ୍ୟ ସଙ୍ଗମ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ପୁରା ବିଶ୍ଵର ଏବେ ସେମାନେ ପାୱାର କପଲ୍। ତାଙ୍କର ଗୋଟିଏ ଝଲକ ପୁରା ଇଣ୍ଟରନେଟରେ ହଇଚଇ ସୃଷ୍ଟି…

ଅଭିଷେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ

ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ହାଇଦ୍ରାବାଦ ଏଥିସହ ହ୍ୟାଟ୍ରିକ ବିଜୟ ହାସଲ କରିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୪୩ ରନର ଲକ୍ଷ୍ୟ ଦିଲ୍ଲୀ ସମ୍ମୁଖରେ ରଖିଥିଲା । ଅଭିଷେକ ୬୮…