Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଉ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଗକୁ ଆଉ ନ ଖେଳିବା ପାଇଁ ନିଷ୍ପତି ନେଇଛି । ଡବ୍ଲ୍ୟୁସିଏଲରେ ପାକିସ୍ତାନ ସହ ସେମିଫାଇନାଲ ଖେଳିବା ପାଇଁ ଭାରତ ମନା କରି ଦେଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ…

ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଟାର୍ଗେଟ

ଦି ଓଭାଲ: ଏଠାରେ ଚାଲିଥିବା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଲକ୍ଷ୍ୟ ରଖିଛନ୍ତି । ସିରିଜ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ । ଭାରତର ପ୍ରଥମ ଇନିଂସ ସ୍କୋର ୨୨୪ ରନ…

ମାସକ ମଧ୍ୟରେ ପୂନର୍ବାର ଏକତ୍ର ହେଲେ ସାଇନା-କାଶ୍ୟପ

ହାଇଦ୍ରାବାଦ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ମାସକ ମଧ୍ୟରେ ଉଭୟ ପୂନର୍ବାର ଏକତ୍ର ରହିବେ ବୋଲି ନିଷ୍ପତି ନେଇଛନ୍ତି । ଭଲ ପାଇବା ପରେ ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି…

ଅଳ୍ପକେ ଏହି ମହା ରେକର୍ଡ ଭାଙ୍ଗିବାରୁ ରହିଗଲେ ଗିଲ

ଦି ଓଭାଲ: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଶେଷ ଭାଗରେ ତାଙ୍କ ନିକଟରେ ଆଉ ଏକ ବଡ ରେକର୍ଡ ଭାଙ୍ଗିବା ସୁଯୋଗ ରହିଥିଲେ ମଧ୍ୟ ଗିଲ ଏହାକୁ ହାତଛଡା କରିଛନ୍ତି । ସୁନୀଲ ଗାଭସ୍କରଙ୍କ ୫୪ ବର୍ଷ ତଳର…

ଭାରତ ଆସିବେ ଫୁଟବଲର ମହାନ ଖେଳାଳି, ଭେଟିବେ ଏହି କ୍ରିକେଟରଙ୍କୁ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଖୁସୀ ଖବର । ବିଶ୍ୱର ମହାନ ଫୁଟବଲର ଲିଓନେଲ ମେସୀ ଭାରତ ଗସ୍ତରେ ଆସିବେ । ଚଳିତ ବର୍ଷ ଶେଷ ଭାଗରେ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି ଡିସେମ୍ବର ୧୩ରୁ ୧୫ ମଧ୍ୟରେ କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ଯିବେ । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର…

କିଏ ସେ ଖାଲିଦ ଜମିଲ..୧୩ ବର୍ଷ ପରେ ଭାରତୀୟ ଫୁଟବଲ୍ ଦଳର ଦେଶୀ ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ନୂତନ ମୁଖ୍ୟ କୋଚଙ୍କ ନାମ ଘୋଷଣା କରାଯାଇଛି। ଖାଲିଦ ଜମିଲ ବରିଷ୍ଠ ଭାରତୀୟ ପୁରୁଷ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ୨୦୧୭ରେ ଆଇଜଲ ଫୁଟବଲ୍ କ୍ଲବକୁ ଆଇ-ଲିଗ୍ ଟାଇଟଲ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖାଲିଦ ଜମିଲଙ୍କୁ…

ବୁମରାହଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ: କଠୋର ହେଲା ବିସିସିଆଇ

ନୂଆଦିଲ୍ଲୀ:ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ଏବେ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ବିସିସିଆଇ ଶୁକ୍ରବାର ଏହା ଘୋଷଣା କରିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି…

ଭାରତ ୨୨୪ ଅଲଆଉଟ, ଆଟିକସନଙ୍କୁ ୫ ୱିକେଟ

ଦି ଓଭାଲ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୫ମ ତଥା ଅନ୍ତିମ ମୁକାବିଲାରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୨୨୪ ରନ କରି ଅଲଆଉଟ ହୋଇଯାଇଛି । କରୁଣ ନାୟାର ଦଳ ପକ୍ଷରୁ ସର୍ବାଧିକ ୫୭ ରନ ସଂଗ୍ରହ କରିଛନ୍ତିି । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ…

ଜୀବନ ହାରିବେ ବୋଲି ଚିନ୍ତା କରୁଥିଲେ ଚହଲ

ନିକଟରେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏକ ବୟାନ ଦେଇଛନ୍ତି । ଯାହାକି ତାଙ୍କ ପ୍ରଶଂସକମାନଙ୍କୁ ବ୍ୟସ୍ତ କରାଇ ପକାଇଥିଲା । ପୂର୍ବତନ ପତ୍ନୀ ତଥା କୋରିଓଗ୍ରାଫର ଓ ଇନଫ୍ଲୁଏନ୍ସର ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ପ୍ରକ୍ରିୟା ବେଳେ ଚହଲ ଭାଙ୍ଗି ପଡିଥିଲେ । ଏପରିକି ସେ…

ଆଇସିସି ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରିବ ଟିମ ଇଣ୍ଡିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ୩୧ ଜୁଲାଇରୁ ଦି ଓଭାଲରେ ଖେଳାଯାଉଛି । ଇତି ମଧ୍ୟରେ ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତକୁ ଦିଆ ଯାଇଥିବା ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦ୍ୱିତୀୟ ନୂଆ ବଲ…