Latest Odisha News

BREAKING NEWS

Browsing Category

ଖେଳ

କିଏ ସେ ଏହି ଦିବ୍ୟା ଦେଶମୁଖ, ହମ୍ପିଙ୍କୁ ହରାଇ ହୋଇଛନ୍ତି ବିଶ୍ୱଚାମ୍ପିୟନ

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଦିବ୍ୟା ଦେଶମୁଖ । ତେବେ କିଏ ସେ ଏହି ଦିବ୍ୟା ? ଭାରତର ଷ୍ଟାର ମହିଳା ଚେସ ଖେଳାଳି କୋନେରୁ ହମ୍ପିଙ୍କୁ ହରାଇ ଦିବ୍ୟା ମହିଳା ବିଶ୍ୱକପର ଟାଇଟଲ ହାସଲ କରିଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅବଶ୍ୟ ହମ୍ପି ସାମାନ୍ୟ ଭୁଲ କରିଥିଲେ, ଯାହାର ଫାଇଦା…

ଗିଲଙ୍କ ପରେ ଜାଡେଜା, ସୁନ୍ଦରଙ୍କ ଶତକ: ମ୍ୟାଚ ଡ୍ର, ଇଂଲଣ୍ଡ ନିରାଶ

ମାଂଚେଷ୍ଟର: ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ରରେ ଶେଷ ହୋଇଛି । ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ଅଧିନାୟକ ଶୁଭମନ…

ୱାର୍ଲ୍ଡ ୟୁନିଭରସିଟି ଗେମ୍ସ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଜିତିଲା ବ୍ରୋଞ୍ଜ

ଭୁବନେଶ୍ୱର: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ୪ ଗୁଣନ ୧୦୦ ମିଟର ପୁରୁଷ ରିଲେରେ ଓଡିଶାର ଅନୀମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଦଣ୍ଡପାଣି ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବ୍ରୋଞ୍ଜ ପଦକ ହାସଲ…

ଇଂଲଣ୍ଡରେ ଜାଡେଜାଙ୍କ ଆଉ ଏକ କୀର୍ତିମାନ

ମାଂଚେଷ୍ଟର: ଭାରତର ଷ୍ଟାର ଅଲରାଉଣ୍ଡର ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ଲାଗିଛନ୍ତି । ଚତୁର୍ଥ ଟେଷ୍ଟରେ ଜାଡେଜା ଇଂଲଣ୍ଡରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ…

ଟି୨୦ରେ ମ୍ୟାକ୍ସୱେଲଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଟି୨୦ରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଟି୨୦ରେ ସେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୮ ବଲରେ ୪୭ ରନ କରିଥିଲେ । ଏଥିରେ ୬ଟି ଛକା…

୯୩ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଏସୀୟ ଖେଳାଳି ହେଲେ ଗିଲ

ମାଂଚେଷ୍ଟର: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡ ଗସ୍ତରେ ସେ ଅନେକଗୁଡିଏ ରେକର୍ଡ ସ୍ଥାପନ କରିଛନ୍ତି । ବିଦେଶ ମାଟିରେ ଗୋଟିଏ ସିରିଜରେ ସେ ୭୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସୁନୀଲ ଗାଭାସ୍କରଙ୍କ ପରେ ସେ ଦ୍ୱିତୀୟ…

କୂଲଦୀପଙ୍କୁ ଖେଳାଇବାକୁ ଚାହୁଁଥିଲେ ଗିଲ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ଚତୁର୍ଥ କ୍ରିକେଟ ଟେଷ୍ଟ ଏବେ ରୋମାଂଚକ ମୋଡରେ ପଂହଚିଛି । ଭାରତ ମ୍ୟାଚ ଡ୍ର ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ଇଂଲଣ୍ଡ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଏହି ଅବସରରେ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କରଙ୍କ ଏକ ବୟାନ ଚର୍ଚ୍ଚାରେ ବିଷୟ ସାଜିଛି । ସେ…

ସୋବର୍ସ, କାଲିସଙ୍କ ପରେ ତୃତୀୟ ଅଲରାଉଣ୍ଡର ଭାବେ ଏହି କ୍ଲବରେ ସାମିଲ ହେଲେ ଷ୍ଟୋକ୍ସ

ମାଂଚେଷ୍ଟର: ଭାରତ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କ ଆକର୍ଷଣୀୟ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ଷ୍ଟୋକ୍ସ ଏହି ମ୍ୟାଚ ଅବସରରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟର ତୃତୀୟ ଅଲରାଉଣ୍ଡର ଭାବେ ୭୦୦୦ ଓ ୨୦୦ ୱିକେଟ ହାସଲ…

ଏସିଆ କପ କ୍ରିକେଟ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଆୟୋଜନ ସଙ୍କଟରୁ ବାଦଲ ହଟିଛି । ବିବାଦୀୟ ପରିସ୍ଥିତି ପରେ ଏବେ ଏହା ୟୁଏଇରେ ହେବ ବୋଲି ସ୍ଥିର ହୋଇଛି । ସେପ୍ଟମ୍ବର ୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଏହା ୟୁଏଇରେ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ବିସିସିଆଇର ଏହାର ଆୟୋଜକ…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୧୧ ରନର ଅଗ୍ରଣୀ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଚତୁର୍ଥ ମୁକାବିଲାରେ ଭାରତର ସ୍ଥିତି ଖରାପ ହୋଇଛି । ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୩୧୧ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ଶୂନରେ ହରାଇ ବିପଦରେ ପଡିଛି । ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ଖାତା ଖୋଲିପାରି ନ…