Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ କ୍ରିକେଟ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଆୟୋଜନ ସଙ୍କଟରୁ ବାଦଲ ହଟିଛି । ବିବାଦୀୟ ପରିସ୍ଥିତି ପରେ ଏବେ ଏହା ୟୁଏଇରେ ହେବ ବୋଲି ସ୍ଥିର ହୋଇଛି । ସେପ୍ଟମ୍ବର ୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଏହା ୟୁଏଇରେ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ବିସିସିଆଇର ଏହାର ଆୟୋଜକ…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୧୧ ରନର ଅଗ୍ରଣୀ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଚତୁର୍ଥ ମୁକାବିଲାରେ ଭାରତର ସ୍ଥିତି ଖରାପ ହୋଇଛି । ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୩୧୧ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ଶୂନରେ ହରାଇ ବିପଦରେ ପଡିଛି । ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ଖାତା ଖୋଲିପାରି ନ…

ଆର ପାରିରେ ଲୋକପ୍ରିୟ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ହଲ୍କ ହୋଗାନ

ନୂଆଦିଲ୍ଲୀ: ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁଇର ମହାନ ରେସଲର ହଲ୍କ ହୋଗାନଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପ୍ରକୃତ ନାମ ଟେରୀ ଜିନ ବୋଲିୟା । ଫ୍ଲୋରିଡା ସ୍ଥିତ ବାସଭବନରେ ହୃଦଘାତ ଯୋଗୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ୧୯୮୦ ଦଶକରେ ସେ ଯୁବ ପିଢ଼ୀଙ୍କ ନିକଟରେ ବେଶ ପରିଚିତ ଥିଲେ…

୧୯ ବର୍ଷରୁ କମ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରିଲେ ପ୍ରଥମ ଦ୍ୱିଶତକ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଜେରିକ ଭାନ ସାଲଭିକ ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶୁକ୍ରବାର ଜିମ୍ବାୱେ ବିପକ୍ଷରେ ସେ ଏହି କୀର୍ତିମାନ ସ୍ଥାପନ…

ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସଚିନଙ୍କ ନିକଟତର ହେଉଛନ୍ତି ଜୋ ରୁଟ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ରୁଟ ଆକର୍ଷଣୀୟ ଶତକ ହାସଲ କରିବା ସହ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ଦେଇଛନ୍ତି । ସେମାନଙ୍କୁ ଅତିକ୍ରମ କରିବା…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ୩ ଥର ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଚଳିତ ବର୍ଷ ସେପ୍ଟମ୍ବରରେ ଏହା ୟୁଏଇରେ ଆୟୋଜିତ ହୋଇପାରେ । ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ ଥର ମୁକାବିଲା ହେବାର ସମ୍ଭାବନା ରହିଛି ।…

ପନ୍ତଙ୍କ ପୂର୍ବରୁ ଆହତ ଥାଇ ମଧ୍ୟ ଏହି ସବୁ ଖେଳାଳି ଦେଖାଇଛନ୍ତି ତାଙ୍କର ଦମଦାର ପ୍ରଦର୍ଶନ

ଭୁବନେଶ୍ୱର: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟର ଋଷଭ ପନ୍ତ ପ୍ରଥମ ଦିନରେ ଆହତ ହୋଇଥିଲେ। ଇଂଲିଶ ବୋଲର କ୍ରିସ ୱୋକ୍ସଙ୍କ ଏକ ବଲ୍ ତାଙ୍କ ଗୋଡ଼ରେ ବାଜିଥିଲା, ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ପନ୍ତ ଏହି ମ୍ୟାଚରୁ ବାଦ ପଡ଼ିବେ…

ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍; ଆହତ ସତ୍ବେ ଖେଳିଲେ ରିଷଭ ପନ୍ତ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍ ପତନ ଘଟିଥିଲା। ଜାଡେଜା ୪୦ ବଲ୍‌ରେ ୨୦ ରନ୍ କରିବା ପରେଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତକୁ ବଡ…

ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଏହା ଦେଖିବାକୁ ମିଳିଛି

ମାଂଚେଷ୍ଟର: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି । ସିରିଜରେ ପୂନର୍ବାର ଶୁଭମନ ଗିଲ ଟସ ଜିତିପାରି ନାହାନ୍ତି । ଟିମ ଇଣ୍ଡିଆରେ ୩ଟି ପରିବର୍ତନ କରାଯାଇଥିଲା । ଆକାଶଦୀପ, ନୀତିଶ କୁମାର ରେଡ୍ଡୀ ଓ କରୁଣ ନାୟାରଙ୍କ ସ୍ଥାନରେ ଅଂଶୁଲ କମ୍ବୋଜ, ସାଈ…

କ୍ରମାଗତ ଟସ ହାରିବାରେ ଭାରତର ରେକର୍ଡ

ମାଂଚେଷ୍ଟର: ଭାରତୀୟ କ୍ରିକେଟ ଟିମ କ୍ରମାଗତ ଟସ ହାରିବାରେ ନୂଆ ରେକର୍ଡ ସ୍ଥାପନ କରିଛି । ଚଳିତ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ଏ ପର୍ଯ୍ୟନ୍ତ ସମସ୍ତ ଟସ ହାରିଛି । ଶୁଭମନ ଗିଲ ଏହି ଧାରାରେ ଏ ପର୍ଯ୍ୟନ୍ତ ବ୍ରେକ ଲଗାଇ ପାରି ନାହାନ୍ତି । ଭାରତ ଶେଷଥର ଜାନୁୟାରୀରେ ରାଜକୋଟ ଟି୨୦ରେ…