Latest Odisha News

BREAKING NEWS

Browsing Category

ଖେଳ

ପ୍ରଶଂସକଙ୍କୁ କ୍ଷମା ମାଗିଲେ ରିଷଭ ପନ୍ତ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଖରାପ ପ୍ରଦର୍ଶନ ନେଇ ଅଧିନାୟକ ରିଷଭ ପନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଆମେ ଦୁଇ ସପ୍ତାହ ହେବ ଭଲ କ୍ରିକେଟ ଖେଳି ନାହିୁଁ । ଏହା ନିଶ୍ଚିତ ଭାବେ ପ୍ରଶଂସକଙ୍କୁ କଷ୍ଟ ଦେଇଛୁ । ଖୁବ ଶୀଘ୍ର ଆମେ ସଫଳତାର ସହ ପ୍ରତ୍ୟାବର୍ତନ…

ସୁରକ୍ଷିତ ଅଛି କି ଗମ୍ଭୀର,ଅଗରକରଙ୍କ ପଦ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କ୍ଲିନ ସୁଇପ ହେବା ପରେ ଏବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ବିଶେଷ ଭାବେ ସମାଲୋଚିତ ହୋଇଛନ୍ତି । ସେମାନଙ୍କ କେତେକ ନିଷ୍ପତିକୁ ପୂରୁଣା ଖେଳାଳି ଏବଂ ସମୀକ୍ଷକ ପସନ୍ଦ କରି ନାହାନ୍ତି । ଏପରିକି ଉଭୟ ସେମାନଙ୍କ ପଦ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ପ୍ରବେଶରୁ ଧୀରେ ଧୀରେ ଦୂରେଇ ଯାଉଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପାଇଁ ଭାରତ କ୍ରମାଗତ ଉଦ୍ୟମ କରୁଥିଲେ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ଲିନ ସୁଇପ ହେବାପରେ ଟିମ ଇଣ୍ଡିଆର ଫାଇନାଲ ପ୍ରବେଶ ଆଶା କଠିନ ହୋଇ ପଡିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ…

ଭାରତରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତରେ ଆୟୋଜିତ ହେବ । ବୁଧବାର କମନୱେଲଥ ସ୍ପୋର୍ଟ ଅହମ୍ମଦାବାଦକୁ ଆୟୋଜକ ଭାବେ ବିଧିବଦ୍ଧ ଘୋଷଣା କରିଛି । ଗ୍ଲାସଗୋରେ ଆୟୋଜିତ ହୋଇଥିବା କମନୱେଲଥ ସ୍ପୋର୍ଟ ଜେନେରାଲ ଆସେମ୍ବଲୀ ବୈଠକରେ ଭାରତର ବିଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହାର ଘୋଷଣା…

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନକୁ ଫେରିଲେ ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ପୂନର୍ବାର ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ଅକ୍ଟୋବର ୨୫ ପରଠାରୁ ରୋହିତ ଆଉ କୌଣସି ମ୍ୟାଚ ଖେଳି ନାହାନ୍ତି । ଅପରପକ୍ଷରେ ଶୀର୍ଷ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଆଘାତ ସମସ୍ୟା ଯୋଗୁ ୨ଟି ଦିନିକିଆ…

ଏହି ୫ ପରାଜୟକୁ ସହଜରେ ଭୁଲି ପାରିବେନି ଟିମ ଇଣ୍ଡିଆର ପ୍ରଶଂସକ

ଗୌହାଟୀ: ଘରୋଇ ପରିବେଶରେ ଭାରତ ଦୁଇ ଥର କ୍ଲିନ ସୁଇପ ହେବାକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗୌହାଟୀ ଟେଷ୍ଟକୁ ୪୦୮ ରନରେ ହାରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସନ୍ତୁ ନଜର ପକାଇବା ଭାରତର ଆଉ ୪ ବଡ ପରାଜୟ ଉପରେ.. । ୨୦୦୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ…

ମୋ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନେବ ନିଷ୍ପତି

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୌହାଟୀ ଟେଷ୍ଟର ପରାଜୟ ପରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ସମାଲୋଚନା କରାଯାଉଛି । ସିରିଜରେ କ୍ଲିନ ସୁଇପ ହେବା ପରେ କୋଚ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ଟିମ ପରାଜୟ ପାଇଁ ସେ କାହାକୁ ଦୋଷ ଦେଇ ନାହାନ୍ତି । କୋଚ ଭାବେ ମୁଁ ଦାୟୀ ବୋଲି ସେ କହିଛନ୍ତି ।…

ୱାଲ୍ଡ ଟେଷ୍ଟ ଚାମ୍ପିୟନଶିପ: ୫ମ ସ୍ଥାନକୁ ଖସିଲା ଟିମ ଇଣ୍ଡିଆ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଗୌହାଟୀ ଟେଷ୍ଟ ହାରିବା ସହ ସିରିଜରେ କ୍ଲିନ ସୁଇପ ହୋଇଛି । ଏହାର ପ୍ରଭାବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପଡିଛି । ଟିମ ଇଣ୍ଡିଆ ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି । ଏହି ସିରିଜ ପୂର୍ବରୁ ଭାରତ ୪ର୍ଥ ସ୍ଥାନରେ…

ଗମ୍ଭୀର ଆଉ ଖେଳାଳିଙ୍କ ଖରାପ ଚୟନ ନେଇ ରାଗିଗଲେ କୋହଲିଙ୍କ ଭାଇ

ଗୌହାଟୀ: ଟେଷ୍ଟ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଘରୋଇ ପରିବେଶରେ ଭାରତ ୦-୨ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ମଧ୍ୟ ୩-୦ରେ ସିରିଜ ଜିତିଥିଲା । ପରାଜୟର ଦୋଷ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ଲଦି ଦିଆଯାଇଥିଲା । ପରେ…

୨୫ ବର୍ଷ ପରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର କ୍ଲିନ ସୁଇପ

ଗୌହାଟୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୪୦୮ ରନରେ ଶୋଚନୀୟ ଭାବେ ଭାରତକୁ ଘରୋଇ ପରିବେଶରେ ପରାସ୍ତ କରିଛି । ୨୫ ବର୍ଷ ପରେ ଭାରତକୁ ତାର ମାଟିରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ କରିଛି । ଏହା ପୂର୍ବରୁ ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା…