Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାପା ହେବେ କେଏଲ ରାହୁଲ, ଗୁଡ ନ୍ୟୁଜ ଦେଲେ ଆଥିୟା

ମୁମ୍ବାଇ: ଭାରତର କ୍ରିକେଟ ଷ୍ଟାର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଆଥିୟା ଇନଷ୍ଟାଗ୍ରାମରେ ସେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି । ଛୋଟ ପିଲାର ପାଦ ଶେୟାର କରି ସେ ଏହି ପୋଷ୍ଟ କରିଛନ୍ତି । ୨୦୨୫ରେ ରାହୁଲ…

ଖୁବ ଶୀଘ୍ର ଭୂତନାଥ ୩

ମୁମ୍ବାଇ: ୨୦୦୮ରେ ଅମିତାଭ ବଚ୍ଚନ ଅଭିନୀତ ଓ ବିବେକ ଶର୍ମା ନିର୍ଦ୍ଦେଶିତ ଭୂତନାଥ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏଥିରେ ଶାହାରୁଖ ଖାଁ ମଧ୍ୟ ଅଭିନୟ କରିଥିଲେ । ଏହାର ୬ ବର୍ଷ ପରେ ନୀତେଶ ତିୱାରୀ ଏହାର ଦ୍ୱିତୀୟ ସଂସ୍କରଣ ଆଣିଥିଲେ । ଏଥିରେ ମଧ୍ୟ ଅମିତାଭଙ୍କୁ ଭୂତ ରୂପେ ଦର୍ଶକ…

୨୦ ବର୍ଷ ପରେ ପୁଣି ଧମାଲ କରିବେ ଅକ୍ଷୟ, ଗୋବିନ୍ଦା ଓ ପରେଶ, ଆସିବ ‘ଭାଗମ୍ ଭାଗ ୨’

ମୁମ୍ବାଇ; ଅକ୍ଷୟ କୁମାର, ଗୋବିନ୍ଦା ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଚଳଚ୍ଚିତ୍ର 'ଭାଗମ୍ ଭାଗ' ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା l ଏପରି ପ୍ରଶଂସକମାନେ ଏହି ତିନିଜଣଙ୍କୁ ପୁଣିଥରେ ଏକାଠି ପରଦାରେ ଦେଖିବା ପାଇଁ…

ସଲମାନଙ୍କ ପରେ ନିଶାନାରେ ଶାହରୁଖ, ଫୋନରେ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଏବେ ଯେମିତି ଦେଶରେ ହତ୍ୟା ଧମକ ଟ୍ରେଣ୍ଡ କରୁଛି । ଜୀବନ ନେଇଯିବା ଏବେ ଯେମିତି ପିଲାଙ୍କ ଖେଳ ପାଲଟିଛି । ସେ ବଲିଉଡ ସୁପରଷ୍ଟାର ହୁଅନ୍ତୁ କି ରାଜନେତା କିମ୍ବା କୌଣସି ଚର୍ଚ୍ଚିତ ଚେହେରା, ପ୍ରତିଦିନ କାହାକୁ ନା କାହାକୁ ହତ୍ୟା ଧମକ ମିଳୁଛି । ଏଇ କିଛି ଦିନ ଏବେ ବିଷ୍ଣୋଇ…

ଚର୍ଚ୍ଚାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’: ବିକ୍ରାନ୍ତ ମେସିଙ୍କୁ ମିଳୁଛି ହତ୍ୟା ଧମକ

ମୁମ୍ବାଇ: 12th ଫେଲ୍‌ ଫିଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିଥିବା ବିକ୍ରାନ୍ତ ମେସି ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ରିଲିଜ ପୂର୍ବରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି। ସୂଚନା ଅନୁସାରେ ଏହି ଫିଲ୍ମରେ ସେ…

ପ୍ରଥମଥର ପାଇଁ ସାଉଦି ଆରବରେ ରିଲିଜ ହେଲା ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ଅଭିନୀତ ବ୍ଳକବଷ୍ଟର ଫିଲ୍ମ 'ଭୀର ଜାରା'କୁ ଇତି ମଧ୍ୟରେ 20 ବର୍ଷ ପୁରିଛି l ତଥାପି ଏବେବି ଲୋକଙ୍କ ମଧ୍ୟରେ ଜୀବିତ ହୋଇ ରହିଛି ଭୀର ଜାରାଙ୍କ କାହାଣୀ l ଏବେବି ଏହି ସୁପରହିତ ଫିଲ୍ମର ଗୀତ କେଉଁଠି ବାଜି ଉଠିଲେ ମନ ସେହି ଗୀତକୁ…

୪୮ ବର୍ଷ ବୟସରେ ମଧ୍ୟ ଫିଟ୍ ଅଛନ୍ତି ସୁସ୍ମିତା ସେନ୍, ଜାଣନ୍ତୁ ଫିଟନେସ ପଛର ରାଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ପାଇଁ ସମସ୍ତେ ପାଗଳ । ୪୮ ବର୍ଷ ବୟସରେ ମଧ୍ୟ ତାଙ୍କ ଚେହେରାର ଚମକ ଏବଂ ଫିଟନେସ୍ ଆଶ୍ଚର୍ଯ୍ୟଜନକ ଅଟେ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବ୍ୟାୟାମ କରିବା ସମୟରେ…

୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ‘ରାମାୟଣ’, ସାମ୍ନାକୁ ଆସିଲା ରିଲିଜ ତାରିଖ

ମୁମ୍ବାଇ: ୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' l ଚଳଚ୍ଚିତ୍ରର ଘୋଷଣା ପରଠାରୁ ପ୍ରଶଂସକମାନେ ଏହାର ରିଲିଜ୍ ତାରିଖକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶେଷରେ, ରଣବୀର କପୁର-ୟଶ-ସାଇ ପଲ୍ଲବିଙ୍କ ଅଭିନୀତ 'ରାମାୟଣ'ର ରିଲିଜ୍ ତାରିଖ ଘୋଷଣା…

ଲେଖକ ଏବଂ କାହାଣୀକୁ ମିଳିବ ନୂତନ ମଞ୍ଚ, ‘ଦ ସ୍କ୍ରିପ୍ଟ କ୍ରାଫ୍ଟ’ ୱେବସାଇଟ୍ ଲଞ୍ଚ କଲେ ବାହୁବଳୀ ଷ୍ଟାର

ନୂଆଦିଲ୍ଲୀ: ଏବେ ଲେଖକ ଏବଂ କାହାଣୀକୁ ମିଳିବ ନୂତନ ମଞ୍ଚ l ସାଉଥ ସୁପରଷ୍ଟାର ତଥା ବାହୁବଳୀ ଷ୍ଟାର ଲେଖକ ମାନଙ୍କୁ ଉତ୍ସାହିତ କରିବା ପାଇଁ 'ଦ ସ୍କ୍ରିପ୍ଟ କ୍ରାଫ୍ଟ' ନାମକ ଏକ ୱେବସାଇଟ୍ ଲଞ୍ଚ କରିଛନ୍ତି। କାହାଣୀ କହିବାକୁ ଆଗ୍ରହୀ ପ୍ରଭାସଙ୍କ ଏହି ପଦକ୍ଷେପକୁ ଅନେକ ସମର୍ଥନ ମିଳୁଛି l…

ପରଲୋକରେ ଲୋକ ଗାୟିକା ଶାରଦା ସିହ୍ନା, ଛଟ୍ ପୂଜା ଗୀତ ଗାଇ ହୋଇଥିଲେ ପ୍ରସିଦ୍ଧ

ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଭେଟରରେ ରଖାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨…