Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୬ରୁ କ୍ରିକେଟ୍ ଲିଗ୍; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବୋନି କପୁର ଏବଂ ଅର୍ଜୁନ କପୁର

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ କଟକ ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରେଟି କ୍ରିକେଟ ଲିଗ୍। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର। ସୂଚନା ଅନୁଯାୟୀ, ଏନେଇ ଦୁହେଁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।…

ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ଦୀପିକା, ବଢାଇଲେ ମନୋବଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା'ର ଅଷ୍ଟମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଯେଉଁଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ଶେୟାର କରିଛନ୍ତି। ଏଥିସହିତ ସେ ମାନସିକ…

ୟୁଟ୍ୟୁବର ରଣବୀର ଆହ୍ଲବାଦିଆଙ୍କ ପଡକାଷ୍ଟକୁ ଆସିବେନି ବି ପ୍ରାକ

ମୁମ୍ବାଇ: ଗାୟକ ବି ପ୍ରାକ୍ ୟୁଟ୍ୟୁବର ରଣବୀର ଆହ୍ଲବାଦିଆଙ୍କ ଉପରେ ବର୍ଷିବା ସହ ତାଙ୍କ ପଡକାଷ୍ଟରେ ସାମିଲ ହେବାକୁ ମନା କରିଛନ୍ତି। ବିୟର ବାଇସେପ୍ସ ନାମରେ ଜଣାଶୁଣା ରଣବୀର ଆହ୍ଲବାଦିଆ ଏକ ରିଆଲିଟି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା। ବି ପ୍ରାକ୍…

ସନମ୍ ତେରୀ କସମ୍; ବକ୍ସ ଅଫିସରେ ଫ୍ଲପ୍ ଫିଲ୍ମ ଏବେ କରୁଛି ଧମାଲ୍…

ନୂଆଦିଲ୍ଲୀ: ବଲିଉଡରେ ଫିଲ୍ମଗୁଡ଼ିକୁ ରି-ରିଲିଜ କରିବାର ଧାରା ଜାରି ରହିଛି। ଏହି ଧାରାରେ ଥିବା ଲାଟେଷ୍ଟ ଫିଲ୍ମ ହେଉଛି 'ସନମ୍ ତେରୀ କସମ୍'। ୨୦୧୬ରେ ମୁକ୍ତିଲାଭ ସମୟରେ ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମର କାହାଣୀ ଦର୍ଶକଙ୍କୁ ଛୁଇଁ ଥିଲେ ମଧ୍ଯ ଭଲ କଲେକ୍ସନ…

ଉତ୍ତମ ମହାନ୍ତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହରି ଭିତରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ…

ବିବାଦ ପରେ ଆକ୍ସନ ନେଲା ୟୁଟ୍ୟୁବ୍: ଡିଲିଟ୍ କଲା ରଣବୀରଙ୍କ ଭିଡିଓ

ମୁମ୍ବାଇ:  ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଶୋ’ରେ ବାପା ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀରଙ୍କ ବୟାନ ଏବେ ସୋସିଆଲ ମିଡିଆର ଉଷ୍ମତା ବଢାଇଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ‘ଛାବା’

ମୁମ୍ବାଇ: ଆସନ୍ତା ୧୪ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି ଭିକି କୌଶଳ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଛାବା'। କିନ୍ତୁ ରିଲିଜ୍ ପୂର୍ବରୁ ବକ୍ସ ଅଫିସରେ ଏବେଠୁ ଧମାଲ କଲାଣି ଛାବା । ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମଟି । ବର୍ତ୍ତମାନ ସୁଦ୍ଧା…

ଫସିଲେ ରଣବୀର ଆହ୍ଲାବାଦିଆ: ମାମଲା ରୁଜୁ..ସେଟରେ ପହଞ୍ଚିଲା ପୋଲିସ୍

ମୁମ୍ବାଇ: ବିବାଦରେ ଫସିଲେ ଫେମସ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । କମେଡିଆନ ସମୟ ରାଇନାଙ୍କ ହିଟ୍ ଷ୍ଟାଣ୍ଡ ଅପ୍- କମେଡି ଶୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍’ ରେ ରଣବୀର ଜଜ୍ ହୋଇଥିବା ବେଳେ ସେଠାରେ କିଛି ଆପତ୍ତିଜନକ ଟିପ୍ପଣୀ ପାଇଁ ଏବେ ଖୁବ୍ ଟ୍ରୋଲ ହୋଇଛନ୍ତି ରଣବୀର । ଏମିତିକି ତାଙ୍କ…

ଆକ୍ରମଣ ଦିନର ଘଟଣା ସମ୍ପର୍କରେ ବଖାଣିଲେ ସୈଫ୍… 

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲ। ଦୀର୍ଘ ଦିନ ପରେ ସୈଫ୍ ନିଜେ ଜାନୁଆରୀ ୧୬ ତାରିଖରେ ମୁମ୍ବାଇସ୍ଥିତ ଘରେ ଘଟିଥିବା ସେହି ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଛନ୍ତି। ଅଭିନେତା ଜଣକ କହିଛନ୍ତି ଯେ ଆକ୍ରମଣକାରୀମାନେ…