Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ହେରା ଫେରି ୩’ର ଷ୍ଟାର କାଷ୍ଟ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ 'ହେରା ଫେରି ୩'ର ଷ୍ଟାର କାଷ୍ଟ ଘୋଷଣା କଲେ ଫିଲ୍ମ ନିର୍ମାତା । ନିଜ ଜନ୍ମ ଦିନରେ ପ୍ରିୟଦର୍ଶନ 'ହେରା ଫେରି ୩'ର କଳାକାରଙ୍କ ସମ୍ପର୍କରେ ଅପଡେଟ୍ ସେୟାର କରିଛନ୍ତି । ଜାନୁଆରୀ ୩୦ ଅର୍ଥାତ୍ ଆଜି ଅକ୍ଷୟ କୁମାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ…

କାହିଁକି ଅଲଗା ହେଲେ ହ୍ରିତିକ ଓ ସୁଜେନ, ଏଭଳି କହିଲେ ବାପା ରାକେଶ

ମୁମ୍ବାଇ: ଦୀର୍ଘ ଦିନ ପରେ ହ୍ରିତିକ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ପୁଅ ଓ ବୋହୂଙ୍କ ଛାଡପତ୍ର ସମ୍ପର୍କରେ ମୁହଁ ଖୋଲିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ସମୟରେ ରାକେଶ ରୋଶନ କହିଛନ୍ତି ଯେ 'ହ୍ରିତିକ ଏବଂ ସୁଜ୍ଜେନଙ୍କ ମଧ୍ୟରେ ଯାହା ଘଟିଥିଲା ତାହା…

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ‘ଏକ୍ସ’ ଆକାଉଣ୍ଟ ସସପେଣ୍ଡ

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ 'ଏକ୍ସ' ଆକାଉଣ୍ଟ ସ୍ଥାୟୀ ଭାବେ ସସପେଣ୍ଡ ହୋଇଯାଇଛି। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ତାଙ୍କର ଦୁଇଟି ଭିନ୍ନଭିନ୍ନ ପୋଷ୍ଟରେ କପିରାଇଟ୍ ଉଲ୍ଲଂଘନର ଆଲର୍ଟ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ସ୍ୱରା…

ସିକନ୍ଦର ପରେ ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ-ରଶ୍ମିକା

ମୁମ୍ବାଇ: ସଲମାନ ଖାଁ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମାନ୍ଧନା ସିକନ୍ଦରରେ ଏକତ୍ର ଅଭିନୟ କରୁଛନ୍ତି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅଟଲୀ କୁମାରଙ୍କ ଆଗାମୀ ଫିଲ୍ମରେ ସଲମାନ ଓ ରଶ୍ମିକା ପୂନର୍ବାର…

‘ମେଡିକାଲ ଡ୍ରିମ୍ସ’ ଟିଜର୍ ଆଉଟ୍: ନିଆରା କାହାଣୀ ସହ ଆସୁଛନ୍ତି ଶରମନ ଯୋଶୀ

ମୁମ୍ବାଇ: ଡାକ୍ତର ହେବାର ସ୍ୱପ୍ନ ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ! ଏହି ସବୁ ସ୍ୱପ୍ନ ପୂରଣ କରିବାର ପଥ ଏହି ପରୀକ୍ଷା ଦେଇ ଗତି କରେ। ଏହି ସ୍ୱପ୍ନ ଦେଖିଥିବା ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ନେଇ ଏକ ୱେବ୍ ସିରିଜ୍ ଆସୁଛି, ଯାହାର ନାଁ…

୩ୟ ଥର ପାଇଁ ବିବାହ କରିବେ ରାକ୍ଷୀ ସାୱନ୍ତ, ପାକିସ୍ତାନୀ ଅଭିନେତାଙ୍କ ହାତ ଧରିବା ନେଇ ଚର୍ଚ୍ଚା… 

ମୁମ୍ବାଇ: ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ବଲିଉଡର ଡ୍ରାମା କୁଇନ୍ କୁହାଯାଏ। ନିଜର ବୟାନ ପାଇଁ ସେ ପ୍ରାୟତଃ ବିବାଦରେ ରହିଥାଆନ୍ତି। ରାକ୍ଷୀ ପୂର୍ବରୁ ଦୁଇଥର ବିବାହ କରିଥିଲେ ମଧ୍ଯ ଉଭୟ ଥର ତାଙ୍କର ଛାଡପତ୍ର ହୋଇଥିଲା। ଏବେ ଖବର ଆସୁଛି ଯେ ସେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି।…

‘ଛାବା’ ଫିଲ୍ମରୁ ହଟିବ ବିବାଦୀୟ ଡ୍ୟାନ୍ସ ସିନ୍

ମୁମ୍ବାଇ: 'ଛାବା' ଫିଲ୍ମରୁ ହଟିବ ବିବାଦୀୟ ଡ୍ୟାନ୍ସ ସିନ୍। ରାଜନେତା ଏବଂ ଇତିହାସକାର ମାନେ ଆପତ୍ତି ଉଠାଇବା ପରେ ଚଳଚ୍ଚିତ୍ରରୁ 'ଲେଜିମ୍' ନୃତ୍ୟ ଦୃଶ୍ୟକୁ ହଟାଇ ଦିଆଯିବ। ଏହି ଫିଲ୍ମ ମରାଠା ଯୋଦ୍ଧା ଛତ୍ରପତି ସମ୍ଭାଜୀଙ୍କ ଜୀବନୀ ଉପରେ ଆଧାରିତ। ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ…

ପଦ୍ମ ପୁରସ୍କାରକୁ ନେଇ ସୋନୁ ନିଗମଙ୍କ ପ୍ରଶ୍ନ; ଏମାନଙ୍କୁ କାହିଁକ ଅଣଦେଖା…

ମୁମ୍ବାଇ: ପଦ୍ମ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକପ୍ରିୟ ଗାୟକ ସୋନୁ ନିଗମ । ସେ କିଶୋର କୁମାର, ଅଲକା ୟାଗ୍ନିକ୍, ଶ୍ରେୟା ଘୋଷାଲ ଏବଂ ସୁନିଧି ଚୌହାନଙ୍କ ଭଳି ଅନେକ ଗାୟକଙ୍କ ନାମ ଉଲ୍ଲେଖ କରିଛନ୍ତି । ଏକ ଭିଡିଓ ଜାରି କରି କହିଛନ୍ତି ଯେ, କିପରି ସେମାନଙ୍କ ପ୍ରତିଭାକୁ ଅଣଦେଖା…

ସୈଫଙ୍କୁ ଛୁରାମାଡ଼ ଘଟଣା; ପଶ୍ଚିମବଙ୍ଗରୁ ଜଣେ ମହିଳା ଗିରଫ

ମୁମ୍ବାଇ: ସୈଫଙ୍କ ଉପରେ ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗରୁ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶହଜାଦକୁ ଗିରଫ କରାଯାଇଥିଲା। ତେବେ ପୋଲିସ ଏହି ମାମଲାରେ ଖୋଳତାଡ କରିବା  ସମୟରେ ଶରିଫୁଲ ବ୍ୟବହାର କରିଥିବା ସିମ୍ କାର୍ଡ ଏକ…

ଔରଙ୍ଗଜେବ ଭୂମିକାରେ ବବି ଦେଓଲ, ଜନ୍ମଦିନରେ ଆସିଲା ‘ହରି ହରା ବୀରା ମଲ୍ଲୁ’ର ଫାଷ୍ଟ୍ ଲୁକ୍

ନୂଆଦିଲ୍ଲୀ: ଅଭିନେତା ବବି ଦେଓଲଙ୍କ ଜନ୍ମଦିନରେ ତାଙ୍କର ଅପକମିଂ ଫିଲ୍ମର ଫାଷ୍ଟ୍ ଲୁକ୍ ଜାରି କରାଯାଇଛି। ଯେଉଁଥିରେ ସେ ହାତରେ ଖଣ୍ଡା ଧରି ଛିଡା ହୋଇଥିବା ନଜର ଆସିଛନ୍ତି। ଆଗାମୀ ପିରିୟଡ୍ ଫିଲ୍ମ 'ହରି ହରା ବୀରା ମଲ୍ଲୁ'ର ନିର୍ମାତା ନିର୍ମାତାମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ…