Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହ୍ରିତିକଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘କହୋ ନା ପ୍ୟାର ହୈ’

ମୁମ୍ବାଇ: ୨୦୨୫ର ପ୍ରଥମ ମାସ ତଥା ଜାନୁୟାରୀରେ ହ୍ରିତିକ ରୋଶନଙ୍କ ପ୍ରଥମ ଚଳଚ୍ଚିତ୍ର 'କହୋ ନା ପ୍ୟାର ହୈ'କୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ପ୍ରେକ୍ଷାଳୟରେ ପୁଣି ଥରେ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଖବର ଅନୁଯାୟୀ, ଜାନୁଆରୀ ୧୪, ୨୦୦୦ ମସିହାରେ ଏହି ଫିଲ୍ମ ମୁକ୍ତିଲାଭ…

ବିପାଶା ଏବଂ କରଣଙ୍କ ପାଇଁ ଫିଲ୍ମ ପ୍ରଡକ୍ସନ ଛାଡିଲି: ମିକା ସିଂ

ମୁମ୍ବାଇ: ମିକା ସିଂ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଗାୟକ ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ଯ ଅଟନ୍ତି। ମିକା ସିଂ, ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ସହିତ କାମ କରିବାର ଅନୁଭୂତି ବିଷୟରେ ଏକ ପୋଡକାଷ୍ଟରେ ସେୟାର କରି କହିଛନ୍ତି ଯେ ଏହି ଦମ୍ପତିଙ୍କ ସହ ଫିଲ୍ମ ନିର୍ମାଣ କରିବା କୌଣସି…

ଆଇନ ସମସ୍ତଙ୍କ ପାଇଁ ସମାନ, ଭଲ ହେଇଥାନ୍ତା ଯଦି…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ହାଇଦ୍ରାବାଦରେ ଥିଏଟରରେ ଦଳାଚକଟା ମାମଲାରେ ତେଲେଙ୍ଗାନା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟ କରିବା ଉଚିତ୍ । କେବଳ…

‘ତୋବା ତୋବା’ ଗୀତ ଗାଇ ନାଚିଲେ ଆଶା ଭୋସଲେ, ପ୍ରଶଂସାରେ ପୋତିପକେଇଲେ କରଣ ଔଜଲା

ମୁମ୍ବାଇ: ଭେଟେରାନ୍ ଗାୟିକା ଆଶା ଭୋସଲେ ନିକଟରେ ବିକି କୌଶଲ ଏବଂ ତୃପ୍ତି ଡିମ୍ରିଙ୍କ ଗୀତ 'ତୌବା ତୌବା' ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେ ନିଜର ମନ୍ତ୍ରମୁଗ୍ଧ କରିଦେବା ଭଳି ସ୍ୱରରେ ଏହି ଗୀତ ଗାଇଁ ଷ୍ଟେଜ୍ ରେ ପୁରା ନିଆଁ ଲଗାଇଦେଇଥିଲେ । ଭାଇରାଲ୍ ଟ୍ରାକରେ ତାଙ୍କର କ୍ଲାସିକ୍…

ସ୍ୱାମୀଙ୍କୁ ନେଇ ଚିନ୍ତାରେ ସୋନାକ୍ଷୀ, ଜାହିରଙ୍କ କାର୍ଯ୍ୟକଳାପକୁ ନେଇ କଲେ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ବୈବାହିକ ଜୀବନର ଖୁବ ଆନନ୍ଦ ନେଉଛନ୍ତି। ବିବାହ ପରେ ସୋନାକ୍ଷୀ ଏବଂ ଜାହିର ବିଭିନ୍ନ ସ୍ଥାନକୁ ଯାଇ ବୁଲାବୁଲି କରୁଛନ୍ତି। ସୋନାକ୍ଷୀ ସଦାବେଳେ ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ବର୍ତ୍ତମାନ ଏହି…

ପୁଷ୍ପାରାଜଙ୍କୁ ଜେଲ୍ ନା ବେଲ୍? ଜାନୁଆରୀ ୩କୁ ଘୁଞ୍ଚିଲା ଶୁଣାଣି…

ହାଇଦ୍ରାବାଦ୍: ହାଇଦ୍ରାବାଦ୍ ଥିଏଟର ଦଳଚକଟା ଘଟଣାରେ କ’ଣ ହେବ ଅଲ୍ଲୁଙ୍କ ଭାଗ୍ୟ? ଜେଲ୍ ଯିବେ ନା ସବୁଦିନ ପାଇଁ ମିଳିବ ଆଶ୍ବସ୍ତି? ସେନେଇ ଆଜି ହାଇଦ୍ରାବାଦ୍ କୋର୍ଟ ପକ୍ଷରୁ ଶୁଣାଣି ହେବାକୁ ଥିବା ବେଳେ ଶୁଣାଣିକୁ ଏବେ ଜାନୁଆରି ୩କୁ ଘୁଞ୍ଚାଯାଇଛି । ତେବେ ହାଇଦ୍ରାବାଦ୍ ସଂଧ୍ୟା…

ନବୀନଙ୍କ ପରେ ଏବେ ହ୍ୟୁମାନଙ୍କ କଣ୍ଠରେ ମୋହନଙ୍କ ଗୁଣଗାନ….

ଭୁବନେଶ୍ବର: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍’ ଗୀତଟିକୁ ବା କିଏ ନ ଶୁଣିଛି, ଆଜିକୁ ୫ ବର୍ଷ ତଳେ ବନିଥିବା ଏହି ଗୀତଟି ଏବେ ବି ଓଡିଶାବାସୀଙ୍କ ତୁଣ୍ଡରେ ରହିଛି । ଯେଉଁଥିରେ କଣ୍ଠଦାନ କରିଥିଲେ ଲୋକପ୍ରିୟ ଓଡିଆ ଗୀତିକାର ହ୍ୟୁମାନ୍ ସାଗର । ଯାହା ସେତେବେଳେ ବିଜେଡି କର୍ମୀ ଏବଂ ନବୀନଙ୍କ…

ବଲିଉଡକୁ ସମ୍ମାନ ଫେରାଇଲା ୨୪

ମୁମ୍ବାଇ: ସରିସରି ଆସିଲାଣି ୨୦୨୪। ଆଉ ମାତ୍ର ଦିନ କେଇଟା, ୨୪ ପୂରି ୨୫ ଚାଲିବ । ଗତ କିଛି ବର୍ଷ ହେବ ବଲିଉଡ ସିନେମାରେ ଫ୍ଳପ ଟ୍ରେଣ୍ଡ କରୁଥିଲା ।  ବଲିଉଡ ବକ୍ସ ଅଫିସ ମାନ୍ଦା ପଡିଥିଲା । କାହାଣୀର ମାନ, ସାଉଥ୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆକର୍ଷଣ, ରିମେକ୍ ଭଳି ଅନେକ କାରଣ ବଲିଉଡକୁ ଗତ…

ଋତୁସ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅଙ୍କ ମନ୍ତବ୍ୟ, ନାପସନ୍ଦ କଲେ ୟୁଜର୍ସ

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ଋତୁସ୍ରାବ ଜନିତ ଯନ୍ତ୍ରଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ଯାହା ପରେ ତାଙ୍କୁ ଲୋକଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ କେବେବି ଋତୁସ୍ରାବ ଜନିତ ଯନ୍ତ୍ରଣା ଅନୁଭବ…

କେବଳ ୯ଟି ଦେଶ ପାଖରେ ଅଛି ପରମାଣୁ ବୋମା, କାହିଁକି ତିଆରି କରୁନି ବାକି ଦେଶ?

ବିଶ୍ୱର ୯ଟି ଦେଶରେ ପରମାଣୁ ଅସ୍ତ୍ର ଅଛି। ଏହି ଦେଶଗୁଡ଼ିକ ହେଉଛି ଆମେରିକା, ଋଷ, ଇଂଲଣ୍ଡ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ଥାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ୍। ଏଥିରେ ଋଷ ସର୍ବାଧିକ ପରମାଣୁ ଅସ୍ତ୍ର ତିଆରି କରିଛି। ଏହି ଦେଶରେ ୫୫୮୦ ପରମାଣୁ ଅସ୍ତ୍ରର ଭଣ୍ଡାର ଅଛି। ଏହା ପରେ ଆମେରିକା…