Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡ୍ ସହ କିପରି ପରିଚିତ ବାବା ସିଦ୍ଦିକି? ସଲମନ୍ ଶାହରୁକ୍ ଥିଲେ ଖାସ

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ର ବରିଷ୍ଠ ନେତା ବାବା ସିଦ୍ଦିକଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଗୁଳି ବିନିମୟ ପରେ ବାବା ସିଦ୍ଦିକଙ୍କୁ ଆହତ ଅବସ୍ଥାରେ ମୁମ୍ବାଇର ଲିଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ କିଛି ସମୟ ପରେ ଚିକିତ୍ସା ସମୟରେ…

ଦଶହରାରେ ନୂଆ ଫିଲ୍ମର ଘୋଷଣା କଲେ ‘ଗଦର ୨’ ନିର୍ଦ୍ଦେଶକ

ମୁମ୍ବାଇ: 'ଗଦର ୨'ର ବଡ ସଫଳତା ପରେ ନିର୍ଦ୍ଦେଶକ ଅନିଲ ଶର୍ମା ଅନ୍ୟ ଏକ ଫିଲ୍ମ ସହିତ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଦଶହରରାର ବିଶେଷ ଉତ୍ସବରେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବନବାସ' ଘୋଷଣା କରିଛନ୍ତି । ଏଥିସହ 'ବନବାସ'ର ପ୍ରଥମ ଝଲକ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି ।…

ହେରା ଫେରୀ ୩ ପାଇଁ ରାଇଟ୍ସ ହାତେଇଲେ ଫିରୋଜ ନାଡିୟାଡୱାଲା

ମୁମ୍ବାଇ:ହେରା ଫେରୀ, ଆୱାରା ପାଗଲ ଦିୱାନା, ଫିର ହେରା ଫେରୀ, ୱେଲକମ ଓ ଆନ ପରି ସୁପରହିଟ ଫିଲ୍ମ କରିଥିବା ନିର୍ମାତା ଫିରୋଜ ନାଡିୟାଡୱାଲା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫିରୋଜ ଏବେ ଇରୋସ ସହିତ ଥିବା…

ଦିନେ ବଲିଉଡ ଫିଲ୍ମରେ ଟଙ୍କା ଲଗାଇଥିଲେ ରତନ ଟାଟା, ଫ୍ଲପ୍ ହେବା…

ମୁମ୍ବାଇ: ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ପରେ ସମଗ୍ର ଦେଶରେ ଶୋକାକୂଳ ହୋଇପଡ଼ିଛି। ଜଣେ ଖ୍ୟାତନାମା ବ୍ୟବସାୟୀ ହେବା ସଙ୍ଗେସଙ୍ଗେ ରତନ ଟାଟାଙ୍କର ଚଳଚ୍ଚିତ୍ର ପ୍ରତି ମଧ୍ୟ ଆଗ୍ରହ ରହିଥିଲା। ତେବେ ସେ ତାଙ୍କ ଜୀବନକାଳ ମଧ୍ଯରେ କେବଳ ଗୋଟିଏ ବଲିଉଡ ଫିଲ୍ମରେ ଟଙ୍କା ନିବେଶ କରିଥିଲେ।…

ଯେତେବେଳେ ଭାଙ୍ଗ ନିଶାରେ ଫିଲ୍ମ ଦେଖିବାକୁ ଯାଉଥିଲେ ଅମିତାଭ, ଆଉ ତା’ପରେ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ତାଙ୍କର ୮୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଅମିତାଭ ବଚ୍ଚନଙ୍କ ଜନ୍ମଦିନ 'କୌନ ବନେଗା କରୋଡପତି' ଶୋ' ସେଟରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ଏହି ଅବସରରେ ଶୋ'ର ଏକ ପ୍ରୋମୋ ରିଲିଜ କରାଯାଇଛି। ଏକ ପ୍ରୋମୋରେ ଅମିତାଭ ବଚ୍ଚନ…

ଏହି ଫିଲ୍ମରେ ସଲମାନ କରିବେ କ୍ୟାମିଓ

ମୁମ୍ବାଇ: ସଲମାନ ଖାଁ ଏବେ ସିକନ୍ଦର ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୨୦୨୫ରେ ରିଲିଜ ହେବ ବୋଲି ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁସାରେ ସଲମାନ କେତେଗୁଡିଲ ଫିଲ୍ମରେ କ୍ୟାମିଓ କରିବାକୁ ଯାଉଛନ୍ତି । ସିଙ୍ଘମ ଏଗେନରେ ତାଙ୍କ ଭୂମିକା ଦର୍ଶକଙ୍କୁ ଚକିତ କରିବ ବୋଲି ଉକ୍ତ…

ଓଟିଟିରେ ରିଲିଜ ହେଲା ଅକ୍ଷୟ କୁମାରଙ୍କ ଏହି ଫିଲ୍ମ

ମୁମ୍ବାଇ: ଅକ୍ଷୟ କୁମାର, ତାପସୀ ପନ୍ନୁ, ଫର୍ଦ୍ଦିନ ଖାନ, ବାଣି କପୁର ଏବଂ ଅନ୍ୟ କଳାକର ମାନଙ୍କ ଅଭିନୀତ ଫିଲ୍ମ 'ଖେଲ ଖେଲ ମେଁ' ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବା ମାତ୍ରେ ଏହା ବେଶିଦିନ ଚାଲିପାରିନଥିଲା । ସେହି ଦିନ ଫିଲ୍ମ 'ସ୍ତ୍ରୀ-୨' ମଧ୍ୟ…

ଗଧକୁ ନେଇ ଅଡୁଆରେ ‘ବିଗ୍ ବସ୍’, ସଲମାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ୍

ମୁମ୍ବାଇ: ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇଛି ବିଗବସ୍-୧୮ର ଗ୍ରାଣ୍ଡ ପ୍ରିମିୟର। ଏଥର ସୋ'ରେ ୧୮ କଣ୍ଟେଷ୍ଟାଣ୍ଟଙ୍କୁ ସାମିଲ କରାଯାଇଛି। ଏଥର ବି ସୋ'କୁ ସଲମାନ ଖାନ ହୋଷ୍ଟ କରୁଛନ୍ତି। କିନ୍ତୁ ଚଳିତ ସିଜିନରେ ସୋ ନେଇ ବଡ଼ ମଜାଦାର କରାଯାଇଛି। କାରଣ ଏଥର ସୋ' ରେ ଏକ ଗଧକୁ ବି ସାମିଲ…

ରତନ ଟାଟାଙ୍କ ଦେହାନ୍ତ ଖବର ପାଇଁ କନସର୍ଟ ବନ୍ଦ କରିଦେଲେ ଦିଲଜିତ୍

ମୁମ୍ଵାଇ: ଭାରତର ପ୍ରମୁଖ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ଶିଳ୍ପ ସେବା ସହିତ ସାମାଜିକ ସେବା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ରତନ ଟାଟାଙ୍କ ଦେହାନ୍ତ ଦେଶବ୍ୟାପୀ ଲୋକଙ୍କୁ…

ଚତୁର୍ଥ ଥର ପାଇଁ ବିବାହ କଲେ କି ସଞ୍ଜୟ ଦତ୍ତ?

ମୁମ୍ବାଇ: ବଲିଉଡର ଖଳନାୟକ ବୋଲାଉଥିବା ସଞ୍ଜୟ ଦତ୍ତ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହୋଇଛି। ନିକଟରେ ସଞ୍ଜୟ ଦତ୍ତ ଗୋରୁଆ ଧୋତି ଏବଂ କୁର୍ତ୍ତା ପିନ୍ଧି ବିବାହ କରୁଥିବା ନଜର ଆସିଛନ୍ତି। ଭିଡିଓ ସୋସିଆଲ ମିଡିଆରେ…