Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଢିଲା ସଲମାନ ଖାନଙ୍କ ସୁରକ୍ଷା, ଗାଲାକ୍ସି ଆପାର୍ଟମେଣ୍ଟରେ ଲାଗିଲା ବୁଲେଟ୍ ପ୍ରୁଫ ଗ୍ଲାସ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ଆହୁରି ବଢାଇ ଦିଆଯାଇଛି। ଏପରିକି ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଫ୍ଲାଟର ବାଲକୋନି ବୁଲେଟ୍ ପ୍ରୁଫ ଗ୍ଲାସରେ ସମ୍ପୂର୍ଣ୍ଣ କଭର୍ କରି ଦିଆଯାଇଛି। ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ସନା ଖାନ, ସୋସିଆଲ ମଡିଆରେ ଦେଲେ ଖୁସିଖବର

ମୁମ୍ବାଇ: ଅଭିନୟ ଛାଡି ଧର୍ମର ପଥ ଅନୁସରଣ କରିଥିବା ସନା ଖାନ ଦ୍ୱିତୀୟ ଥର ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମାଆ ହୋଇଛନ୍ତି । ପୁଅକୁ କୋଳରେ ନେଇ ତାଙ୍କ ସ୍ୱାମୀ ଅନାସଙ୍କ ସହ ନମାଜ ପାଠ କରିଛନ୍ତି। ସନା ସୋସିଆଲ ମିଡିଆରେ ପୁଅର ଆଗମନକୁ ନେଇ…

ପୁଣି ଅଡୁଆରେ ନୟନତାରା, ୫ କୋଟିର ନୋଟିସ୍ ପଠାଇଲା ‘ଚନ୍ଦ୍ରମୁଖୀ’

ଚେନ୍ନାଇ: ନେଟଫ୍ଲିକ୍ସରେ ଲେଡି ସୁପରଷ୍ଟାର ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଦ ଫେରିଟେଲ୍' ଷ୍ଟ୍ରିମ୍ ହେଉଛି। ଯାହାକୁ ନେଇ ସେ ଅନ୍ୟ ଏକ ଆଇନଗତ ବିବାଦରେ ଛନ୍ଦି ହୋଇଛନ୍ତି। 'ଚନ୍ଦ୍ରମୁଖୀ'ର ନିର୍ମାତାମାନେ ମଧ୍ୟ ସେମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। କାରଣ…

ଭାରତ ଓ ପାକିସ୍ତାନ ଦୂର ସମ୍ପର୍କୀୟ ଭାଇ ଭଳି: ଅଭିନେତ୍ରୀ ହାନିଆ

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମୀର ନିଜ ଅଭିନୟ ଜରିଆରେ କେବଳ ନିଜ ଦେଶରେ ନୁହେଁ ଭାରତରେ ମଧ୍ୟ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଅଭିନୀତ ଶୋ' ଗୁଡିକ ମଧ୍ଯରୁ ଦିଲରୁବା, ତିତଲି, ଇଶ୍କିଆ, ସଙ୍ଗେ-ଏ-ମାହା ଏବଂ ମୁଝେ ପ୍ୟାର ହୁଆ ଥା ଭଳି ପାକିସ୍ତାନୀ ଶୋ…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲର

ମୁମ୍ବାଇ: କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ର ଦ୍ୱିତୀୟ ଟ୍ରେଲର ମୁକ୍ତିଲାଭ କରିଛି। ୧ ମିନିଟ୍ ୫୦ ସେକେଣ୍ଡ ଟ୍ରେଲରରେ ଅନେକ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ପୂର୍ବ ଟ୍ରେଲର ତୁଳନାରେ ଅନେକ ଦୃଶ୍ୟ ଅପସାରିତ ହୋଇଛି। ନୂତନ ଟ୍ରେଲରରେ ଆପଣ ‘ଏମର୍ଜେନ୍ସି’…

ରାଘବ ତିୱାରୀ କିଏ? ବିଚ୍‌ ରାସ୍ତାରେ ଅଭିନେତାଙ୍କୁ ଛୁରାମାଡ଼

ମୁମ୍ଵାଇ: ଅଭିନେତା ରାଘବ ତିୱାରୀ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାବେ ତାଙ୍କୁ ବିଚ୍‌ ରାସ୍ତାରେ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅଭିନେତା ରାଘବ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ଭର୍ସୋଭା ଥାନାରେ ଏନେଇ…

ରିଲିଜ ହେଲା ଫିଲ୍ମ ‘ସ୍କାଏ ଫୋର୍ସ’ର ଟ୍ରେଲର, ଆକ୍ସନ-ପ୍ୟାକ୍ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ: ୨୦୨୪ ମସିହାରେ କିଛି ଫ୍ଲପ୍ ଫିଲ୍ମ ପରେ ଅକ୍ଷୟ କୁମାର ନୂଆ ବର୍ଷରେ କିଛି ନୂଆ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଫିଲ୍ମ 'ସ୍କାଏ ଫୋର୍ସ' ଜାନୁଆରୀରେ ରିଲିଜ ହେବାକୁ ଯାଉଛି। ନିକଟରେ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଏହି ଚଳଚ୍ଚିତ୍ରଟି ପାକିସ୍ତାନ…

ପ୍ରତି ରବିବାର ଅଦାଲତରେ ହାଜର ହେବେ ଅଲ୍ଲୁ ଅର୍ଜୁନ୍‌, କୋର୍ଟରୁ ନିର୍ଦ୍ଦେଶ

ହାଇଦ୍ରାବାଦ: ଆଗକୁ ବଢିବ କି ଅଲ୍ଲୁ ଅର୍ଜୁନଙ୍କ ଟେନସନ। କାରଣ କୋର୍ଟ ତାଙ୍କୁ ପ୍ରତି ରବିବାର ଥାନାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ଅଲୁ ଅର୍ଜୁନଙ୍କୁ ତାଙ୍କ ଆବାସିକ ଠିକଣା ପରିବର୍ତ୍ତନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ଅଡୁଆରେ ସାଉଥ୍…

କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଲିଗାଲ୍ ନୋଟିସ୍, ଲିଖିତ କ୍ଷମା ମାଗିବାକୁ ଦାବି

ପୁନେ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦୀୟ ବୟାନ ଯୋଗୁଁ ଅଡୁଆ ପଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମହାତ୍ମା ଗାନ୍ଧୀଙ୍କୁ 'ପାକିସ୍ତାନର ଜାତିର ପିତା' ବୋଲି କହିଥିଲେ। ଏହି କାରଣରୁ ତାଙ୍କୁ ଏକ ଆଇନଗତ ନୋଟିସ ମିଳିଛି। ଅଭିଜିତ୍ କହିଥିଲେ ଯେ ମହାତ୍ମା ଗାନ୍ଧୀ…

ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି: ପତ୍ନୀ ସୁନୀତା

ମୁମ୍ବାଇ: ଆଗାମୀ ଜନ୍ମରେ ଗୋବିନ୍ଦା ଭଳି ସ୍ବାମୀ ଚାହୁଁନି। ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ନିକଟରେ ଏକ ଇଣ୍ଟରଭିଉରେ ଏଭଳି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଗୋବିନ୍ଦାଙ୍କ ଜୀବନରେ ଆସିଥିଲେ ସେ ଜଣେ ଟମ୍ ବଏ ଥିଲେ କିନ୍ତୁ ବିବାହ ପରେ ସେ ନିଜକୁ  ପରିବର୍ତ୍ତନ…