Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡିଆ ଅଭିନେତାଙ୍କୁ ଅପହରଣ କରିପାରନ୍ତି ମାଓବାଦୀ! ସତର୍କ ଜାରି..

ବଲାଙ୍ଗୀର: ଅପହରଣ ହୋଇପାରନ୍ତି ଓଡିଆ ଫିଲ୍ମର ଅଭିନେତା । ସତର୍କ କରାଇଲା ଓଡିଶା ପୋଲିସର ଗୁଇନ୍ଦା ବିଭାଗ । ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳରେ ଏବେ କୌଣସି ଓଡିଆ ଫିଲ୍ମର ସୁଟିଂ ଚାଲିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ମୁଖ୍ୟ ଷ୍ଟାରଙ୍କୁ ମାଓବାଦୀ ମାନେ ଅପହରଣ କରିବା ପାଇଁ…

ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ; ହସ୍ପିଟାଲାରେ ଭର୍ତ୍ତି

ମୁମ୍ବାଇ: ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ। ଏହି ଗୁଳିଟି ତାଙ୍କ ବନ୍ଧୁକରୁ ବାହାରିଛି। ଆଜି ସକାଳେ ଅଭିନେତା ନିଜର କିଛି କାମ ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ସେ ନିଜ ବନ୍ଧୁକ ସଫା କଲା ବେଳେ ଗୁଳି ଫୁଟିଥିଲା। ଆଉ ଗୁଳିଟି ବାହାରି ନିଜ ଗୋଡକୁ ବାଜିଛି। ଭୁଲବଶତଃ ଗୋବିନ୍ଦାଙ୍କ…

ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ଫ୍ୟାନ୍ସଙ୍କ ପ୍ରାର୍ଥନା

ଚେନ୍ନାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା…

ଡିସ୍କୋ ଡ୍ୟାନସରଙ୍କୁ ଦାଦାସାହେବ ଫାଲକେ

ମୁମ୍ବାଇ: ବଲିଉଡର ଡିସ୍କୋ ଡ୍ୟାନ୍ସର ଭାବେ ପରିଚିତ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ହେଉଛି ଦାଦାସାହେବ ଫାଲକେ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ…

ଫିଲ୍ମ ‘ଏମରଜେନ୍ସି’କୁ ନେଇ ଶୁଣାଣି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିବାଦ ଘେରରେ ରହିଥିବା କଙ୍ଗନା ରାଣାୱତଙ୍କ ‘ଏମରଜେନ୍ସି’ କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମ ରିଲିଜ ଉପରେ ଆଜି ମୁମ୍ବାଇ ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସିବିଏଫସି କୋର୍ଟଙ୍କୁ କହିଛନ୍ତି ସେନ୍ସର ବୋର୍ଡର ସଂଶୋଧନ କମିଟି ଦ୍ୱାରା ଫିଲ୍ମର କିଛି ଦୃଶ୍ୟ…

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ଫାଲକେ ସମ୍ମାନରେ ସମ୍ମାନିତ…

ଆଇଫା ଆୱାର୍ଡ ୨୦୨୪: ଶାହରୁଖ ଖାନ ଓ ରାନୀ ମୁଖାର୍ଜୀ ଶ୍ରେଷ୍ଠ କଳାକାର

ନୂଆଦିଲ୍ଲୀ: ଦୁବାଇର ଆବୁଧାବିରେ ଅନୁଷ୍ଠିତ ହୋଇଛି ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି IIFA ଆୱାର୍ଡ। ତେବେ ଦୁବାଇରେ ବଲିଉଡ ତାରକାଙ୍କ ଝଲକ ଝଲସି ଉଠୁଛି। ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଏହି ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦେଶ ମାଟିରେ ଭାରତୀୟ…

ଜୁନିଅର ଏନଟିଆରଙ୍କ ଜଲୱା: ୨ୟ ସର୍ବାଧିକ ଆୟ କରିଥିବା ଫିଲ୍ମର ଟାଇଟଲ୍‌ ହାତେଇଲା ‘ଦେବରା’

ମୁମ୍ବାଇ: ରିଲିଜ ହୋଇଛି ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା ପାର୍ଟ -୧’। ଶୁକ୍ରବାର ବଡ଼ ପରଦାରେ ଏହି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ପ୍ରଥମ ଦିନ ଏହା ସବୁ ଭାଷାରେ ୮୨.୫ କୋଟି କଲେକ୍ସନ୍‌ କରିଛି । ଜୁନିଅର ଏନଟିଆରଙ୍କ ଆରଆରଆର ଚଳଚିତ୍ର ପରେ ପ୍ରେକ୍ଷାଳୟରେ…

ଆସିଲା ‘ରାଣ୍ଡିପୁଅ ଅନନ୍ତା’ର ଫାଷ୍ଟ୍‌ ଲୁକ୍‌..

ଭୁବନେଶ୍ୱର: ଫିଲ୍ମ ‘ରାଣ୍ଡିପୁଅ ଅନନ୍ତା’ ଫାଷ୍ଟ୍‌ ଲୁକ୍‌ ସାମ୍ନାକୁ ଆସିଛି । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଓଲିଉଡ୍‌ ର ହିରୋ ସବ୍ୟସାଚୀ ମିଶ୍ର । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’କୁ ଚଳଚ୍ଚିତ୍ର ରୂପ ଦେଇଛନ୍ତି ଜାତୀୟ ପୁରସ୍କାର…

‘ଧୁମ୍ ୪’ରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ସବୁଠୁ ବଡ ଫ୍ରାଞ୍ଚାଇଜ୍ 'ଧୁମ୍ ୪'ରେ ରଣବୀର କପୁର ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ୨୦୦୪ରେ ମୁକ୍ତିଲାଭ କରିଥିବା 'ଧୁମ୍'ର ଏହା ଚତୁର୍ଥ ସିକ୍ୱେଲ୍। ତେବେ ଚର୍ଚ୍ଚା ହେଉଛି 'ଧୁମ୍ ୪'ରେ ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଦେଖିବାକୁ ମିଳିବେନି।…