Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୀପଭୀରଙ୍କ ଝିଅ ଦୁଆର ଫଟୋ ଭାଇରାଲ!

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଥମେ ପ୍ରେଗନେନ୍ସି ଖବର ଘୋଷଣା କରି ସମସ୍ତଙ୍କ ସହ ଖୁସି ବାଣ୍ଟିଥିଲେ । ପ୍ରଶଂସକଙ୍କ ପାଇଁ ଏହି ଖବର ଏକ ବଡ ସରପ୍ରାଇଜ ଥିଲା । ଦୀପିକାଙ୍କ ପ୍ରେଗନେନ୍ସିର ଯାତ୍ରା ମଧ୍ୟ ଖୁବ୍ ସୁନ୍ଦର ଥିଲା ଏବଂ ସେ ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର…

ଓସ୍କାର୍ ରେସରୁ ବାଦ୍ ପଡିଲା ‘ଲାପତା ଲେଡିଜ୍’

ମୁମ୍ବାଇ: ମଙ୍ଗଳବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ, ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ଦ୍ୱାରା ୨୦୨୫ ଓସ୍କାରରେ ସର୍ବୋତ୍ତମ ଆନ୍ତର୍ଜାତୀୟ ଫିଚର ଫିଲ୍ମ ପୁରସ୍କାର ପାଇଁ ଯୋଗ୍ୟ ୧୫ଟି ଚଳଚ୍ଚିତ୍ରର ତାଲିକା ଘୋଷଣା କରାଯାଇଛି। ଯେଉଁଥିରେ ଏମିଲିଆ ପରେଜ୍ ଏବଂ ଫ୍ରମ୍ ଗ୍ରାଉଣ୍ଡ ଜିରୋ ଭଳି କିଛି…

ପ୍ରତିକ୍ରିୟା ଦେବାରେ ବିଳମ୍ବ; କାହିଁକି ସୋନାକ୍ଷୀଙ୍କୁ ଏଭଳି କହିଲେ ମୁକେଶ ଖାନ୍ନା

ମୁମ୍ବାଇ: ନିକଟରେ ସୋନାକ୍ଷୀ ସିହ୍ନାଙ୍କ ଲାଳନପାଳନ ଓ ସଂସ୍କାରକୁ ନେଇ ତାଙ୍କ ବାପାଙ୍କୁ ଟାର୍ଗେଟ କରିଥିଲେ 'ଶକ୍ତିମାନ'ର ମୁକେଶ ଖାନ୍ନା। ଯାହାର ଜବାବ ଦେଇଥିଲେ ଅଭିନେତ୍ରୀ। ସୋନାକ୍ଷୀ ସିହ୍ନାଙ୍କ ପୋଷ୍ଟ ପରେ ମୁକେଶ ଖାନ୍ନା ସୋସିଆଲ ମିଡିଆରେ ପୁଣି ଏକ ଲମ୍ବା ପୋଷ୍ଟ ଲେଖି ସଫେଇ…

ବେବି ବମ୍ପ୍ ଫଟୋ ସେୟାର କଲେ ରାଧିକା ଆପ୍ଟେ, କହିଲେ ମୁଁ କେବେ ବି…

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ମା' ହୋଇଛନ୍ତି । ମା' ହେବାର ଏକ ସପ୍ତାହ ପରେ ସେ ନିଜକୁ କ୍ଷୀର ଖୁଆଉଥିବା ସମୟର ଏକ ଫଟୋ ସେୟାର କରିଥିଲେ । ବର୍ତ୍ତମାନ ସେ ତାଙ୍କ ବେବି ବମ୍ପର କିଛି ଫଟୋ ସେୟାର କରିଛନ୍ତି । ସେ 'ଭୋଗ୍ ମ୍ୟାଗେଜିନ' ପାଇଁ ଏହି ଫଟୋସୁଟ୍ କରିଛନ୍ତି,…

‘ଶକ୍ତିମାନ’ର ମୁକେଶ ଖାନ୍ନାଙ୍କୁ କାହିଁକି ଏଭଳି କହିଲେ ସୋନାକ୍ଷୀ

ମୁମ୍ବାଇ: 'ଶକ୍ତିମାନ' ସିରିଅଲର ଫେମ୍ ମୁକେଶ ଖାନ୍ନା ନିଜର ବୟାନ ପାଇଁ ବିବାଦ ଘେରରେ। ଏକ ପୁରୁଣା ଭିଡିଓରେ ସୋନାକ୍ଷୀ ସିହ୍ନାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇ ପୁଣି ବିବାଦ ଘେରକୁ ଆସିଯାଇ ଛନ୍ତି। ତେବେ କେବିସିର ଏକ ପୁରୁଣା ଏପିସୋଡରେ ସୋନାକ୍ଷୀ ପ୍ରଭୁ ହନୁମାନଙ୍କ ବିଷୟରେ…

ମାମଲା ଭିତରେ ଟ୍ଵିଷ୍ଟ, ପୋଲିସ କହୁଛି ଅଭିନେତାଙ୍କୁ ଥିଏଟର ଯିବାକୁ ମନା କରିଥିଲୁ…

ହାଇଦ୍ରାବାଦ; ଗୋଟେ ପଟେ ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚୁଥିବା ବେଳେ ସେପଟେ ଥମୁନି ଅଭିନେତାଙ୍କ ସମସ୍ୟା l ପୁଷ୍ପା ୨ ସ୍କ୍ରିନିଂ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଫସିଥିବା ଅଲୁ…

ଶାଶୁଙ୍କ ସହ ସାଇବାବାଙ୍କୁ ଦର୍ଶନ କଲେ ଅଭିନେତ୍ରୀ କ୍ୟାଟ୍

ମୁମ୍ବାଇ: ଶିରିଡ଼ିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ l ଗତକାଲି ଶାଶୁଙ୍କ ସହ ଶିରିଡ଼ି ଯାଇ ସାଇ ବାବାଙ୍କ ଦର୍ଶନ କରିଛନ୍ତି ଅଭିନେତ୍ରୀ l ବାବାଙ୍କ ଦର୍ଶନ ପରେ ସାଇ ବାବା ସଂସ୍ଥାନର ପ୍ରଶାସନିକ ଅଧିକାରୀ ପ୍ରଜ୍ଞା ମହାନ୍ଦୁଲେ-ସିନାରେଙ୍କୁ ଭେଟିଥିଲେ ଅଭିନେତ୍ରୀ l ସାଇବାବାଙ୍କୁ…

କମୁନି କ୍ରେଜ୍: ୧୨ ଦିନରେ ଡେଇଁଲା ୯୦୦ କୋଟି, ୧୫୦୦କୋଟି ମୁହାଁ ‘ପୁଷ୍ପା ୨’

ମୁମ୍ବାଇ: ଭାରତୀୟ ସିନେମା ଇତିହାସରେ ପୁଷ୍ପା-୨ ଏବେ ନୂଆ ରେକର୍ଡ ସୃଷ୍ଟି କରିଛି । ୧୨ ଦିନରେ ସାରା ଭାରତରେ ୯୦୦ କୋଟି ପାର୍ କରିଥିବା ବେଳେ ବିଶ୍ବରେ ଖୁବ୍ ଶିଘ୍ର ୧୫୦୦ କୋଟି ଛୁଇଁବାକୁ ଯାଉଛି । ଗତ ୧୨ ଦିନରେ ଏହା ବିଶ୍ବବ୍ୟାପୀ ୧୪୦୦ କୋଟି ରୋଜଗାର କରିସାରିଲାଣି । ତେବେ ଗତକାଲି…

ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ର ଟିଜର୍

ମୁମ୍ବାଇ: ଫ୍ୟାନ୍ସଙ୍କ ଅପେକ୍ଷାର ଘଟିଲା ଅନ୍ତ ସଲମାନଙ୍କ ଜନ୍ମଦିନରେ ରିଲିଜ ହେବ ‘ସିକନ୍ଦର’ ର ଟିଜର । ଏନେଇ ଆଜି ଫିଲ୍ମର ତାରିଖ ଘୋଷଣା କରିଛନ୍ତି ସାଜିଦ ନାଦିଆଦୱାଲା । ସଲମାନ ଖାନ ଷ୍ଟାରର୍ ଏହି ଅପକମିଙ୍ଗ୍ ମେଗା ପ୍ରୋଜେକ୍ଟ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି । ସିକନ୍ଦରରେ…

ଭାରତରେ ଆଉ କନସର୍ଟ କରିବିନି; କାହିଁକି ଏଭଳି କହିଲେ ଦିଲଜିତ୍

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଦିଲ-ଲୁମିନିଟି ସଂଗୀତ କନସର୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ଦିଲଜିତ ଦୋସାଞ୍ଜ ଚଣ୍ଡିଗଡ଼ରେ ଏକ କନ୍ସର୍ଟ କରିଥିଲେ। ଏହି କନ୍ସର୍ଟ ସମୟରେ ଗାୟକ ମୌଳିକ ଭିତ୍ତିଭୂମି ବିଷୟରେ ଆଲୋଚନା କରି କହିଛନ୍ତି ଯେ,…