Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ସନ୍ଦେହଜନକ ମୃତ୍ୟୁ । ୬ ତାଲା ବିଲ୍ଡିଂ ଛାତରୁ ଡେଇଁ ମଲାଇକାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ । ତେବେ ଛାତ ଉପରୁ ଡେଇଁ ଅନିଲ୍ ଅରୋରା ଆତ୍ମହତ୍ୟ କରିଥିବା ଚର୍ଚ୍ଚା । ବୁଧବାର ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନର…

ରିଲିଜ ହେଲା ଜବରଦସ୍ତ ଆକ୍ସନରେ ଭରା ‘ଦେବରା’ର ଟ୍ରେଲର…

ମୁମ୍ବାଇ: ଜୁନିଅର ଏନଟିଆର, ଜାହ୍ବବୀ କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଦେବରା'ର ଚମତ୍କାର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରଟିକୁ ପ୍ରଶଂସକ ମାନେ ବହୁତ ଭଲ ରେସପନ୍ସ ଦେଇଛନ୍ତି । ଜୁନିଅର ଏନଟିଆରଙ୍କ ଏହି ଚଳଚ୍ଚିତ୍ର ଟି ଦୀର୍ଘ ସମୟ ଧରି ଆଲୋଚନାରେ ରହିଆସିଛି ।…

ଏହି ଫିଲ୍ମରେ ଗେ’ ଭୂମିକାରେ ନଜର ଆସିଥିଲେ କିଙ୍ଗ ଖାନ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହାରୁଖ ଅନେକ ଆକ୍ସନ୍ ଫିଲ୍ମ ଏବଂ ରୋମାଣ୍ଟିକ୍ ଫିଲ୍ମ ଦେଖିଥିବେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେ ଏକ ଫିଲ୍ମରେ ଗେ' ଭୂମିକାରେ ନଜର ଆସିଥିଲେ। ସେ ହଲିଉଡର ଏକ ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପ୍ରବେଶ କରିଥିଲେ। ସେ ସମୟର ଏକ ପୁରୁଣା ଭିଡିଓ…

ବ୍ରେକଅପର ଚର୍ଚ୍ଚା ଭିତରେ ସୋସିଆଲ ମିଡ଼ିଆ ପୋଷ୍ଟ: ପୁଣି ପ୍ରେମରେ ପଡିଲେ କି ମଲାଇକା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ସେମାନଙ୍କ ରଙ୍ଗିନ ଦୁନିଆରେ କ’ଣ କ’ଣ ହେଉଛିି ଫ୍ୟାନ୍ସମାନେ ଜାଣିବା ପାଇଁ ବେଶ ଉତ୍ସାହିତ ଥା’ନ୍ତି । ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବ୍ରେକ୍‌ଅପ୍ ନେଇ…

କନିକା ଧିଲନଙ୍କ ସହ ନୂଆ ଫିଲ୍ମ ଘୋଷଣା କଲେ ତାପସୀ, ପ୍ରେକ୍ଷାଳୟରେ ରିଲିଜ ହେବ ନାହିଁ ‘ଗାନ୍ଧାରୀ’

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। 'ହସିନ୍ ଦିଲରୁବା, ଫିର ଆଇ ହସିନ୍ ଦିଲରୁବା ଏବଂ ରଶ୍ମି ରକେଟ୍' ପରେ ତାପସୀ ପନ୍ନୁ ପୁଣି ଥରେ କାନିକା ଧିଲନଙ୍କ ସହ…

‘ଗଦର’ର ପ୍ରଥମ ଭାଗକୁ ମନେ ପକାଇବ ‘ଲାହୋର ୧୯୪୭’, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଆମୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାହୋର ୧୯୪୭ ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆମୀର ଖାନ, ରାଜକୁମର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ…

ଖୁବଶୀଘ୍ର ମୁକ୍ତିଲାଭ କରିବ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ଚଳଚ୍ଚିତ୍ର ‘ଆଭା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଆଭା' କୁ ମିଳିଲା ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ। ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଭା'। ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ…

ନୀତେଶଙ୍କ ରାମାୟଣ ଫିଲ୍ମରେ ରଣବୀର କରିବେ ଡବଲ ରୋଲ

ମୁମ୍ବାଇ: ରଣବୀର କାପୁର ଏବେ ବହୁ ଚର୍ଚ୍ଚିକ ରାମାୟଣ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ନୀତେଶ ତିୱାରୀ ମହାକାବ୍ୟ ରାମାୟଣକୁ ନେଇ ଏହି ଡ୍ରିମ ପ୍ରୋଜେକ୍ଟ ନିର୍ମାଣ କରୁଛନ୍ତି । ଶ୍ରୀରାମଙ୍କ ଭୂମିକାରେ ରଣବୀର ଅଭିନୟ କରୁଛନ୍ତି । ଏବେ ପ୍ରକାଶିତ ନୂତନ ରିପୋର୍ଟ ଅନୁସାରେ ରଣବୀର ଏହି…

ଖୁବ୍‌ଶୀଘ୍ର ବଡ଼ ପରଦାରେ ‘ଏମର୍ଜେନ୍ସି’, ମିଳିଲା ୟୁଏ ସାର୍ଟିଫିକେଟ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ଏହି ଫିଲ୍ମକୁ ମିଳିଲା ୟୁଏ ସାର୍ଟିଫିକେଟ୍‌। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ…

ସିଙ୍ଘମ ଏଗେନକୁ ନେଇ ଚିନ୍ତାରେ ନିର୍ମାତା, ଜାଣନ୍ତୁ କାରଣ..

ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ' ଦିପାବଳୀରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ସୁଟିଂ ବହୁତ ଦିନ ପୂର୍ବରୁ ଶେଷ ହୋଇଛି । ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଶେଷ ମୁହୂର୍ତ୍ତରେ କ୍ଲାଇମାକ୍ସରେ ଏକ ବଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ କଳାକାରଙ୍କ…