Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନଙ୍କୁ ପୁଣି ହତ୍ଯା ଧମକ; ୨ କୋଟି ଦିଅ, ନଚେତ୍… 

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ଯା ଧମକ ମିଳିଛି। ଧମକ ଅଭିନେତା 2 କୋଟି ଟଙ୍କା ମୁକ୍ତି ଦାବି କରିଛନ୍ତି। ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ ମେସେଜ ପଠାଇଥିବା ବେଳେ ଅଭିନେତାଙ୍କ ଠାରୁ ୨କୋଟି ଟଙ୍କା ଦାବି କରିଛି। ପୋଲିସର ସୂଚନା ଅନୁଯାୟୀ, ଯଦି ୨ କୋଟି…

ନିଜ ଜନ୍ମଦିନରେ ନୂଆ ଫିଲ୍ମ ‘କିଙ୍ଗ୍’ ଘୋଷଣା କରିବେ କି ଶାହାରୁଖ ? ଅପେକ୍ଷାରେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡର ରୋମାଣ୍ଟିକ୍ ବଏ ତଥା କିଙ୍ଗ୍ ଖାନ୍‌ ଶାହାରୁଖ ଖାନଙ୍କ ଜନ୍ମଦିନକୁ କେବଳ ତାଙ୍କ ପରିବାର ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଅପେକ୍ଷା କରିଛନ୍ତି। ଏହି କାରଣରୁ ପ୍ରତ୍ୟେକ ଜନ୍ମଦିନରେ ଶାହାରୁଖ ଖାନଙ୍କ ଘର ବାହାରେ ପ୍ରଶଂସକଙ୍କ ଭିଡ଼ ଜମେ। ଚଳିତ ବର୍ଷ ଦୀପାବଳି ପରେ…

‘ବିଜୟ ୬୯’ର ଟ୍ରେଲର ରିଲିଜ; ଖୁବ୍ ପ୍ରଶଂସା କଲେ ଦର୍ଶକ

ମୁମ୍ବାଇ: ଅକ୍ଷୟ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବିଜୟ ୬୯' ର ଟ୍ରେଲର ରିଲିଜ ହୋଇଛି। ଏଥିରେ ମୁଖ୍ଯ ଭୂମିକାରେ ଅନୁପମ୍ ଖେର ନଜର  ଆସିଛନ୍ତି୲ ଏହି ଫିଲ୍ମଟି ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ଯାତ୍ରା ଉପରେ ଆଧାରିତ। ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି, “ବିଜୟ ୬୯ ଜୀବନର ଦ୍ୱିତୀୟ…

ଅନେକ ଫ୍ଲପ ଫିଲ୍ମ ପରେ ମଧ୍ୟ କାହିଁକି ‘ସିଙ୍ଘମ୍ ଏଗେନ’ ପାଇଁ ଅର୍ଜୁନଙ୍କୁ ବାଛିଥିଲେ ରୋହିତ ….

ମୁମ୍ବାଇ: ଅନେକ ଫ୍ଲପ ଚଳଚ୍ଚିତ୍ର ପରେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥିବା ଅଭିନେତା ଅର୍ଜୁନ କପୁରଙ୍କ କ୍ୟାରିୟର ଏବେ ସଫଳତାକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି l 2012 ରେ ରିଲିଜ ହୋଇଥିବା 'ଇଶକଜାଦେ' ଚଳଚ୍ଚିତ୍ରରେ ସେ ପ୍ରଥମେ ଡେବ୍ୟୁ କରିଥିଲେ। ନିଜ କ୍ୟାରିୟରରେ ସେ ଅନେକ କଷ୍ଟ ସମୟ ମଧ୍ୟ…

ଚର୍ଚ୍ଚାରେ ଲାଗିଲା ବିରାମ: ଏକା ଥିବା କହିଲେ ଅଭିନେତା ଅର୍ଜୁନ

ମୁମ୍ବାଇ; ରିଲିଜ ହେବାକୁ ଥିବା ଚଳଚ୍ଚିତ୍ର 'ସିଙ୍ଘମ ଏଗେନ'କୁ ନେଇ ଏବେ ଚର୍ଚ୍ଚାରେ ଅଭିନେତା ଅର୍ଜୁନ କପୁର l 'ସିଙ୍ଘମ ଏଗେନ' ର ପୁରା ଟିମ୍ ଆଜିକାଲି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି l ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ସିଙ୍ଘମ ଏଗେନ'ର ଷ୍ଟାରକାଷ୍ଟ ଅଂଶଗ୍ରହଣ କରିଥିଲେ।…

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ…

୩୦ ବର୍ଷ ପରେ କମ୍ ବ୍ୟାକ୍: ପୁଣି ସିନେମା ହଲରେ ‘କରନ ଅର୍ଜୁନ୍’

ମୁମ୍ବାଇ: ପୁଣି ସିନେମା ହଲକୁ ଆସିବାକୁ ଯାଉଛି ୧୯୯୫ର ବ୍ଲକ ବଷ୍ଟର, ଦୁଇ ଖାନ୍ ଭାଇଙ୍କ ସୁପରହିଟ୍ ଯୋଡି କରନ- ଅର୍ଜୁନ୍ । ପୁଣି ମୁକ୍ତିଲାଭ କରିବାକୁ ଯାଉଛି ଶାହାରୁଖ ଖାନ୍, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କରନ ଅର୍ଜୁନ’ । ଆସନ୍ତା ନଭେମ୍ବରରେ ଏହା ପୁଣି ଥରେ ସିନେମା ହଲରେ ରି-ରିଲିଜ୍…

ବଡ ପରଦାରେ ଧମାକା କରିବ ‘ମିର୍ଜାପୁର ଦ ଫିଲ୍ମ’, ଆସିଲା ଟିଜର

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ଓଟିଟିରେ ଧମାକା ପରେ ଥିଏଟର ରିଲିଜ ପାଇଁ ପ୍ରସ୍ତୁତ ଅଛି ବହୁଲୋକପ୍ରିୟ ୱେବ ସିରିଜ'ମିର୍ଜାପୁର ଦ ଫିଲ୍ମ'। ଓଟିଟିର ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରାଇମ୍ ଡ୍ରାମା ସିରିଜ 'ମିର୍ଜାପୁର' ବର୍ତ୍ତମାନ ବଡ ପରଦାରେ ରିଲିଜ ହେବାକୁ ଯାଉଛି। ଆଜି…

ଆସୁଛି ପରମ ସୁନ୍ଦରୀ, ସିଦ୍ଧାର୍ଥଙ୍କ ସହ ନଜର ଆସିବେ ଜାହ୍ନବୀ 

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁର ସେମାନଙ୍କ ଅପକମିଂ ଫିଲ୍ମରେ ଏକାଠି ନଜର ଆସିବେ। ଦୁହେଁ ରୋମାଣ୍ଟିକ୍-କମେଡି ଫିଲ୍ମରେ ସ୍କ୍ରିନ ଶେୟାର କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ତୁଷାର ଜାଲୋଟା। ଚଳଚ୍ଚିତ୍ରରେ ଦୁଇଟି ଭିନ୍ନ ସଂସ୍କୃତିର ଲୋକଙ୍କ…

ଧର୍ମେନ୍ଦ୍ରଙ୍କୁ ନେଇ ସନୀଙ୍କ ପୋଷ୍ଟ ପ୍ରଶଂସକଙ୍କୁ ପକାଇଲା ଚିନ୍ତାରେ

ମୁମ୍ବାଇ: ଦେଓଲ ପରିବାର ପ୍ରତି ଫିଲ୍ମ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ନିକଟରେ ସନୀ ଦେଓଲ ସୋସିଆଲ ମିଡିଆରେ ବାପା ଧର୍ମେନ୍ଦ୍ରଙ୍କୁ ନେଇ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ । ଧର୍ମେନ୍ଦ୍ରଙ୍କ ଏକ ଫଟୋ ଶେୟାର କରି ସନୀ…