Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଖୁସି ଖବର ଦେଲେ ଅକ୍ଷୟ

ମୁମ୍ବାଇ: ଆଜି ବଲିଉଡର ଖିଲାଡୀ କୁମାର ତଥା ଅକ୍ଷୟ କୁମାରଙ୍କ ଜନ୍ମବର୍ଷିକୀ l ଜନ୍ମଦିନ ଅବସରରେ ଅକ୍ଷୟଙ୍କ ପାଖକୁ ତାଙ୍କ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟିଛି l ଆଉ ଏହି ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ମଧ୍ୟ ଏକ ଉପହାର ଭେଟି ଦେଇଛନ୍ତି ଖିଲାଡୀ ବୟ ଅକ୍ଷୟ l ନିଜର ଆଗାମୀ ଚଳଚିତ୍ରର…

ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀଙ୍କ ଦେହାନ୍ତ

ମୁମ୍ବାଇ: ୪୮ ବର୍ଷରେ ଆଖି ବୁଜିଲେ ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀ। ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ‘କସୌଟି ଜିନ୍ଦଗୀ କି’ ଏବଂ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୂ ଥି’ଆଦି ଲୋକପ୍ରିୟ ଟିଭି ସିରିଏଲ୍‌ରେ ସେ ଅଭିନୟ କରିଛନ୍ତି। ନିଦରେ ଶୋଇଥିବା ବେଳେ ତାଙ୍କର…

ଆଇସି-୮୧୪ ସିରିଜ୍: କେତେ ସତ, କେତେ ମିଛ?

ମୁମ୍ବାଇ: ନେଟଫ୍ଲିକ୍ସ ୱେବସିରିଜ୍ ଆଇସି-୮୧୪କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିରିଜକୁ ନେଇ ଅନେକ ଆପତ୍ତି, ଅନେକ ଅଭିଯୋଗ । ସିରିଜରେ ଭାରତୀୟ ବିମାନ ଅପହରଣ ନେଇ ପ୍ରକୃତ କଥା କୁହାଯାଇଛି ତ? ଏନେଇ ସୋସିଆଲ ମିଡିଆରେ ସରଗରମ ବିତର୍କ । ସିରିଜରେ ତଥ୍ୟକୁ ବିକୃତ କରାଯାଇଛି ବୋଲି…

ମଦ ପିଇ ଏୟାରପୋର୍ଟରେ ହଙ୍ଗାମା, ଅଭିନେତାଙ୍କୁ ବାନ୍ଧିଲା ପୋଲିସ

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ମାଲାୟାଲମ୍ ଅଭିନେତା ବିନୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫେମସ୍ ଫିଲ୍ମ 'ଜେଲର'ରେ ସେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ସୂଚନା ଅନୁଯାୟୀ, ବିନୟକନ ନିଶାସକ୍ତ ଅବସ୍ଥାରେ ବିମାନବନ୍ଦରରେ ହଙ୍ଗାମା କରିଥିଲେ। ଏହି…

ମା ହେଲେ ଦୀପିକା ପାଦୁକୋନ

ମୁମ୍ବାଇ: ମା ହେଲେ ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି। ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ଅଫିସିଆଲ୍ ଭାବେ କିଛି ଘୋଷଣା କରିନାହାଁନ୍ତି। କିନ୍ତୁ ଦୁହେଁ ପିତାମାତା ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।…

ରିଲିଜ ହେଲା ‘ଜିଗରା’ ଟିଜର, ଆକ୍ସନ୍‌ ଅବତାରରେ ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଆଗାମୀ ଚଳଚ୍ଚିତ୍ର 'ଜିଗରା'ର ଟିଜର ରିଲିଜ ହୋଇଛି। ଟିଜରରେ ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା ଦୁହିଁଙ୍କୁ ଭାଇ ଏବଂ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଛି । ଟିଜରରେ ଆଲିଆ ତାଙ୍କ ଭାଇ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି । 'ଜିଗରା' ଟିଜରର…

ସିନେମା ହଲକୁ ଆସିବାକୁ ଯାଉଛି ‘ ଆଶ୍ରମ ‘: ମହାପ୍ରଭୁଙ୍କ ଆଶିଷ ଲୋଡିଲେ କାଷ୍ଟ 

ଭୁବନେଶ୍ୱର: ସିନେମା ହଲ୍ କୁ ଆସିବାକୁ ଯାଉଛି ଓଡ଼ିଆ ସିନେମା ' ଆଶ୍ରମ '। ଆସନ୍ତା ୧୩ ତାରିଖରେ ସାରା ଓଡ଼ିଶାରେ ଏହା ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଫିଲ୍ମର ସଫଳତା କାମନା କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଫିଲ୍ମର ସମସ୍ତ ଦୀପଦାନ କରିଛନ୍ତି ଫିଲ୍ମର ସଦସ୍ୟ ଓ କଳାକାରମାନେ…

ଅକ୍ଷୟଙ୍କୁ ନେଇ ହରର କମେଡି କରିବେ ପ୍ରିୟଦର୍ଶନ

ମୁମ୍ବାଇ: ଅକ୍ଷୟ କୁମାର କମେଡି କିଙ୍ଗ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୀର୍ଘ ଦିନ ପରେ ଅକ୍ଷୟଙ୍କୁ ନେଇ ପ୍ରିୟଦର୍ଶନ ଏକ ହରର କମେଡି କରିବାକୁ ଯାଉଛନ୍ତି । ୨୦୦୭ରେ ଭୁଲ ଭୁଲୈୟା ଫିଲ୍ମରେ ଉଭୟ ଏକତ୍ର ହୋଇଥିଲେ । ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।…

କେମୋଥେରାପିରୁ ପାର୍ଶ୍ୱ ପ୍ରତିକ୍ରିୟା: ଆଉ ଏକ ରୋଗରେ ପୀଡିତ ଅଛନ୍ତି ହିନା ଖାନ

ମୁମ୍ବାଇ: କଥାରେ ଅଛି ବୋଝ ଉପରେ ନଳିତା ବିଡ଼ା। ସ୍ତନ କର୍କଟ ପରେ ଟିଭି ଅଭିନେତ୍ରୀ ହିନା ଖାନଙ୍କୁ ଆଉ ଏକ ନୂଆ ରୋଗ ମାଡି ବସିଛି। ବର୍ତ୍ତମାନ ସେ ଯେଉଁ ଖରାପ ସମୟ ଦେଇ ଗତି କରୁଛନ୍ତି ସେ ସମ୍ପର୍କରେ କହିବା କଷ୍ଟ। ହେଲେ ଏଭଳି ସମୟରେ ତାଙ୍କ ଉପେ ଆଉ ଏକ ଦୁଃଖ ମାଡିଆସିଛି। ହିନା କହିଛନ୍ତି…

ହିନ୍ଦୀ ଶିଖୁଛନ୍ତି ଜ୍ୟାକଲିନ୍, ଲୋକଙ୍କୁ ଆକର୍ଷିତ କରୁଛି ଅଭିନେତ୍ରୀଙ୍କ ଲେଖା ଶୈଳୀ

ମୁମ୍ବାଇ: ଆଜିକାଲି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ହିନ୍ଦୀ ଶିଖୁଛନ୍ତି। ତାଙ୍କର ହିନ୍ଦୀ ଲେଖା ଶୈଳୀ ଲୋକଙ୍କୁ ଆକର୍ଷିତ କରୁଛି। ବଲିଉଡ ସେଲିବ୍ରେଟମାନଙ୍କ ମଧ୍ୟରେ ହିନ୍ଦୀ ପ୍ରତି ଏହି ପ୍ରକାରର ଉତ୍ସାହ ଦେଖି ଲୋକମାନେ ନିଶ୍ଚିତ ଭାବରେ ହିନ୍ଦୀ ପାଇଁ ଅନୁପ୍ରାଣିତ ହେବେ। ଜ୍ୟାକଲିନ୍ ତାଙ୍କ…