Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ଅସୁସ୍ଥ ହେଲେ ଅକ୍ଷୟ କୁମାର

ମୁମ୍ବାଇ: ମୁମ୍ବାଇରେ ହାଉସଫୁଲ-୫ ପାଇଁ ସୁଟିଂ କରୁଥିବା ବେଳେ ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଶୁଟିଂ ସମୟରେ ସେ ଷ୍ଟଣ୍ଟ କରୁଥିବାବେଳେ ସେହିସମୟରେ ତାଙ୍କ ଆଖିରେ ଆଘାତ ଲାଗିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସାମ୍ନାକୁ ଆସିଛି…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ: ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଆଣ୍ଟୋନି ଥାଟିଲଙ୍କ ହାତ ଧରିଛନ୍ତି। ସେ ଆଣ୍ଟୋନି ଥାଟିଲଙ୍କ ସହ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଛନ୍ତି। ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ଉଭୟ ଗୋଆରେ…

ଖାଲି ଟଙ୍କା ଛାଣୁଛି ପୁଷ୍ପା-୨; ୬ ଦିନରେ ଟପିଗଲା ୧୦୦୦ କୋଟି

ମୁମ୍ବାଇ: ଏବେ ସବୁ ଆଶାକୁ ପଛରେ ପକାଇଛି ପୁଷ୍ପା-୨ । ଆଶା ଠାରୁ ନିର୍ମାତାଙ୍କୁ ଅଧିକ ଲାଭ ଦେଲାଣି । ଡିସେମ୍ବର ୫ରେ ରିଲିଜ୍ ପୁଷ୍ପା ୨ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିବା ବେଳେ ଏବେ ଆଉ ଏକ ବଡ ମାଇଲଖୁଣ୍ଟ ଅତିକ୍ରମ କରିଛି । ରିଲିଜର ୬ ଦିନରେ ୧୦୦୦ କୋଟି ପାର୍ କରିଛି ସାଉଥ୍…

ବିଦାୟ ୨୦୨୪: ସାରା ଭାରତରେ ଧମାଲ କରିଥିଲା ସାଉଥର ଏହି ଫିଲ୍ମ

ମୁମ୍ବାଇ: ଚଳିତ ବର୍ଷ ଗୋଟେ ପରେ ଗୋଟେ ହିଟ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି l ସେଥିମଧ୍ୟରୁ ବେଶୀ ହିଟ ଚଳଚ୍ଚିତ୍ର ଆଣିଦେଇଛି ସାଉଥ ଇଣ୍ଡଷ୍ଟ୍ରି l ଆଉ କିଛି ଦିନ ପରେ ବିଦାୟ ନେବା ବର୍ଷ 2024 l ତେବେ ଆଜି ଆମେ ଆପଣଙ୍କୁ ସେହି ସମସ୍ତ ସାଉଥ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯାହା…

ମୁମ୍ବାଇରେ ନୁହେଁ ବରଂ ଏହି ସ୍ଥାନରେ ସୁଟିଂ ହୋଇଥିଲା ରମାନନ୍ଦଙ୍କ ରାମାୟଣ

ମୁମ୍ବାଇ: ରାମାୟଣ, ଏହି ଶବ୍ଦ ଶୁଣିଲେ ଆଜିବି ଲୋକଙ୍କ ଆଖି ଆଗରେ ଝଲସି ଉଠେ ରମାନନ୍ଦ ସାଗରଙ୍କ ରାମାୟଣ l ଦୁରଦର୍ଶନରେ ପ୍ରସାରିତ ହୋଇଥିବା ରମାନନ୍ଦ ସାଗରଙ୍କ ରାମାୟଣ ଆଜି ବି ଲୋକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ବଜାୟ ରଖିଛି । ଶୋ'ଟି ଏତେମାତ୍ରାରେ ପ୍ରସିଦ୍ଧ ହୋଇଥିଲା ଯେ ଲୋକମାନେ…

ବସ୍ କଣ୍ଡକ୍ଟରରୁ ସିନେ ଜଗତର ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଆଜି ଏହି ମେଗା ଷ୍ଟାରଙ୍କ ଜନ୍ମଦିନ । ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ଯାହାକୁ ଏକ ଫେଷ୍ଟିଭାଲ ରୂପରେ ଦକ୍ଷିଣ ଭାରତରେ ସେଲିବ୍ରେଟ୍‌ କରାଯାଉଛି । ହେଲ‌େ ଫିଲ୍ମ ଜଗତର ଯେଉଁ ସ‌ୋପାନର‌େ ଆଜି ସ‌େ…

ବିବାହରେ ୯୯% ପୁରୁଷମାନେ ଦୋଷୀ ଥାନ୍ତି: କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁର ଏ.ଆଇ. ଇଞ୍ଜିନିୟର ଅତୁଲ ସୁବାସଙ୍କ ଆତ୍ମହତ୍ୟାକୁ ନେଇ ଦେଇଥିବା ବୟାନ ପାଇଁ କଙ୍ଗନା ଚର୍ଚ୍ଚାର ପରିସରକୁ ଆସିଛନ୍ତି।…

ଆଇଏମଡିବି ଜାରୀ କଲା ୨୦୨୪ର ଶ୍ରେଷ୍ଠ ଭାରତୀୟ ଫିଲ୍ମର ତାଲିକା

ମୁମ୍ବାଇ: ଆଇଏମଡିବି ବୁଧବାର ୨୦୨୪ର ଶ୍ରେଷ୍ଠ ଭାରତୀୟ ଫିଲ୍ମର ତାଲିକା ଜାରୀ କରିଛି । ଏହି ତାଲିକାରେ ପ୍ରଭାସଙ୍କ ଅଭିନୀତ କଲକୀ ୨୮୯୮ ଏଡି ଶୀର୍ଷ ସ୍ଥାନରେ ରହିଛି । ପ୍ରଭାସଙ୍କ ବ୍ୟତୀତ ଏହି ଫିଲ୍ମରେ ଦୀପିକା ପାଦୁକୋନ, କମଳା ହାସନ ଓ ଅମିତାଭ ବଚ୍ଚନ ଅଭିନୟ କରିଥିଲେ । ନାଗ ଅଶ୍ୱୀନ ଏହାର…

ସ୍ତ୍ରୀ-୨’ ଅଭିନେତାଙ୍କୁ ଅପହରଣ, ୧୨ ଘଣ୍ଟା ରଖିଥିଲେ ବନ୍ଧକ… 

ନୂଆଦିଲ୍ଲୀ: 'ସ୍ତ୍ରୀ-୨' ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ନଭେମ୍ବର ୨୦ରେ ମେରଟରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପୂର୍ବରୁ ତାଙ୍କୁ କିଡନାପ୍ କରାଯାଇଥିଲା। ଅଭିନେତା ଜଣକ ଦିଲ୍ଲୀ-ମେରଟ ରାଜପଥରେ ପହଞ୍ଚିବା ମାତ୍ରେ ତାଙ୍କୁ ଅପହରଣ କରି…