Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା; କବିତା ମାଧ୍ୟମରେ ପ୍ରଶ୍ନ ଉଠାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା ଉପରେ ଅଭିନେତା ଜଣକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପୀଡିତାଙ୍କ ଉଦ୍ଦେଶ୍ଯରେ ସେ ଏକ କବିତା ଶୁଣାଇ ଦୁଃଖ ପ୍ରକାଶ କରିଛନ୍ତି।…

ଫିଲ୍ମ’ଜିରୋ’ ଫ୍ଲପ୍ ହେବା ପରେ କାହିଁକି ଚାରି ବର୍ଷ ବିରତି ନେଇଥିଲେ ଶାହାରୁଖ, କଲେ ଖୁଲାସା

ମ୍ବାଇ: ଫିଲ୍ମ'ଜିରୋ'ର ବିଫଳତା ପରେ ଶାହାରୁଖ ଖାନ ଅଭିନୟରୁ ବିରତି ନେଇଥିଲେ। ତା’ପରେ ୨୦୨୩ ମସିହାରେ ଫିଲ୍ମ ‘ପଠାନ’ ସହ ଚାରି ବର୍ଷ ପରେ ବଲିଉଡର ବାଦଶାହ ଫିଲ୍ମକୁ ଫେରିଥିଲେ। ଏହା ପରେ ଅଭିନେତା ସର୍ବକାଳୀନ ବ୍ଲକବଷ୍ଟର - 'ପଠାନ', 'ଜୱାନ' ଏବଂ ହିଟ୍ ଫିଲ୍ମ'ଡିଙ୍କି'ରେ ଅଭିନୟ କରି ବକ୍ସ…

‘ଏମରଜେନ୍ସି’ ପରେ ବଲିଉଡକୁ କହିବେ ବାଏ ବାଏ! ଜାଣନ୍ତୁ କ’ଣ କହିଲେ କଙ୍ଗନା….

ମଣ୍ଡି: ବହୁଦିନ ପରେ ସିନେମା ହଲକୁ ଆସିବାକୁ ଯାଉଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଏମରଜେନ୍ସି’ । ଯାହାର ଟ୍ରେଲର ଏହି ନିକଟ ଅତୀତରେ ରିଲିଜ୍ ହୋଇଯାଇଛି । ଯାହା ସେପ୍ଟେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ରାଜନୀତିରେ ପାଦ ଥାପି ମଣ୍ଡି ସାଂସଦ ହେବା ପରେ ଏହା ତାଙ୍କର ପ୍ରଥମ…

ଆପଣ ବି ଶ୍ରୀଦେବୀଙ୍କ ବଡ଼ ପ୍ରଶଂସକ କି ? ଓଟିଟିରେ ଦେଖନ୍ତୁ ୮ଟି ଲୋକପ୍ରିୟ ଫିଲ୍ମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଅପ୍ରତିଦ୍ୱନ୍ଦୀ ନାୟିକା ଥିଲେ ଶ୍ରୀଦେବୀ। ସେ ସମସ୍ତ ପ୍ରକାର ଚରିତ୍ରକୁ ଶତ ପ୍ରତିଶତ ନ୍ୟାୟ ଦେଇପାରୁଥିଲେ। ତାଙ୍କ ନୃତ୍ଯ, ସଂଳାପ କହିବାର ଶୈଳୀ ମଧ୍ୟ ଥିଲା ସବୁଠୁ ନିଆରା। ତାଙ୍କର ପରଲୋକ ହେବା ପରେ ମଧ୍ୟ ତାଙ୍କର ସୁପରହିଟ ଫିଲ୍ମ ତାଙ୍କୁ ତାଙ୍କ…

ଫେରିବେ ‘ଏଂଗ୍ରି ୟଙ୍ଗମ୍ୟାନ’ର ସ୍ରଷ୍ଟା

ନୂଆଦିଲ୍ଲୀ: ସଲିମ-ଜାଭେଦ । ହିନ୍ଦୀ ସିନେମାରେ ସଫଳ ଓ ଲୋକପ୍ରିୟ ସ୍କ୍ରିନ ରାଇଟର୍ ଯୋଡି । କାହାଣୀ ଓ ଚିତ୍ରନାଟ୍ୟ ଜରିଆରେ ସତୁରୀ ଦଶକରେ ହିନ୍ଦୀ ସିନେମାରେ ଆଣିଥିଲେ ବୈପ୍ଲବିକ ପରିବର୍ତ୍ତନ । ହିନ୍ଦୀ ସିନେମାର ଧାରା ବଦଳାଇ ଥିଲେ ସଲିମ-ଜାଭେଦ୍। ହିନ୍ଦୀ ସିନେମାରେ ‘ଏଂଗ୍ରି…

କ୍ରିତିଙ୍କ ଡେଟିଂ ମିଛ, ବିବାହ ମୁଡରେ ନାହାଁନ୍ତି ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାପେ ରହିଛନ୍ତି ଅଭିନେତ୍ରୀ କ୍ରିତି ସାନନ୍। ବେଶ କିଛି ଦିନ ହେଲା ଉଦ୍ୟୋଗୀ କବୀର ବହିୟାଙ୍କ ସହ ତାଙ୍କ ଡେଟିଂ ଖବର ଚର୍ଚ୍ଚାକୁ ଆସିଛି। ଏବେ କ୍ରିତି ଏ ନେଇ ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ କ୍ରିତି କହିଛନ୍ତି, ଏହା…

ଯେଉଁଦିନ ମିଳିଥିଲା ମହାଦେବଙ୍କ ରୋଲ ସେଦିନ ହୋଇଥିଲା ପିତାଙ୍କ ମୃତ୍ୟୁ, କିଛି ଏପରି ଥିଲା ମୋହିତଙ୍କ କ୍ୟାରିୟର ଯାତ୍ରା…

ମୁମ୍ବାଇ: ଅଭିନେତା ମୋହିତ ରାଇନାଙ୍କୁ କିଏ ବା ଜାଣେ । ପୌରାଣିକ ସିରିଏଲ୍ ମହାଦେବରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିବା ମୋହିତ ଅଭିନୟ ଜଗତରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଏହି ଚରିତ୍ର ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା । ଲୋକଙ୍କ ମନରେ ମହାଦେବ ଭାବରେ ଯେଉଁ ଯାଗା ସୃଷ୍ଟି…

ପୁଣି ପ୍ରେମରେ ପଡିଲେ ସମନ୍ଥା! ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କରୁଛନ୍ତି ଡେଟ୍

ମୁମ୍ବାଇ: ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରଥମେ ଅଭିନେତ୍ରୀ ସମନ୍ଥା ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ନାଗା ଚୈତନ୍ୟ…

ଲାହୋର ୧୯୪୭: ସରିଲା ସୁଟିଂ, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଅମିର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାହୋର ୧୯୪୭' ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ l ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅମିର ଖାନ, ରାଜକୁମାର ସାଣ୍ଟୋସି ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମ ପାଇଁ ଦର୍ଶକଙ୍କ ମନରେ ମଧ୍ୟ ବହୁତ…

‘କଙ୍ଗୁଭା’ ଟ୍ରେଲର ରିଲିଜ; ବବି ଦେବଲଙ୍କ ଭିଲେନ ଲୁକ୍ କୁ ମିଳୁଛି ଜବରଦସ୍ତ ରେସପନ୍ସ

ମୁମ୍ବାଇ: ଅକ୍ଟୋବର ୧୦ ରେ ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରିଲିଜ ହେବ । ତେବେ ସୂର୍ଯ୍ୟାଙ୍କ ପ୍ରଶଂସକଙ୍କ ଅପେକ୍ଷା ର ଅନ୍ତ ଘଟିଛି, କାରଣ ସାଉଥ ସୁପରଷ୍ଟାରର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'କଙ୍ଗୁଭା' ର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଏହି ଫିଲ୍ମ ର ନାମ ଘୋଷଣା…