Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ସାଲାର ୨’ରେ ନଜର ଆସିବେ କି କୋରିଆନ ସୁପରଷ୍ଟାର… 

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ସମୟରେ ଭାରତୀୟ ସିନେମାର ଅନ୍ୟତମ ଡିମାଡିଂ ଅଭିନେତା ପାଲଟିଛନ୍ତି। ବଲିଉଡରୁ ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡବଡ ନିର୍ଦ୍ଦେଶକମାନେ ପ୍ରଭାସଙ୍କ ସହ କାମ କରିବାକୁ ଇଚ୍ଛୁକ। ଏହାରି ମଧ୍ଯରେ ଖବର ଆସିଛି ଯେ ପ୍ରଭାସଙ୍କ 'ସାଲାର ୨'ରେ…

ଖୁବଶୀଘ୍ର ବଡ଼ ପରଦାରେ ‘ଶକ୍ତିମାନ’: ଧାରାବାହିକରେ ଏଣ୍ଟ୍ରି କରୁଛନ୍ତି ଏହି ବଡ଼ ଅଭିନେତା

ମୁମ୍ବାଇ: ୯୦ ଦଶନ୍ଧିରେ ପିଲାମାନଙ୍କର ହୃଦୟରେ ରାଜ କରୁଥିବା ଧାରାବାହିକ 'ଶକ୍ତିମାନ' ଖୁବଶୀଘ୍ର ଫେରିବାକୁ ଯାଉଛି। ଶୋ’ର ଅଭିନେତା ମୁକେଶ ଖାନ୍ନା ନିଜେ ଏହା ଘୋଷଣା କରିଛନ୍ତି। ତେବେ ରିଲିଜ ହୋଇଥିବା ଟିଜରରେ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। ନିକଟରେ ମୁକେଶ ଖାନ୍ନା ନିଜ…

ବାପା ହେବେ କେଏଲ ରାହୁଲ, ଗୁଡ ନ୍ୟୁଜ ଦେଲେ ଆଥିୟା

ମୁମ୍ବାଇ: ଭାରତର କ୍ରିକେଟ ଷ୍ଟାର କେଏଲ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିୟା ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଆଥିୟା ଇନଷ୍ଟାଗ୍ରାମରେ ସେ ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି । ଛୋଟ ପିଲାର ପାଦ ଶେୟାର କରି ସେ ଏହି ପୋଷ୍ଟ କରିଛନ୍ତି । ୨୦୨୫ରେ ରାହୁଲ…

ଖୁବ ଶୀଘ୍ର ଭୂତନାଥ ୩

ମୁମ୍ବାଇ: ୨୦୦୮ରେ ଅମିତାଭ ବଚ୍ଚନ ଅଭିନୀତ ଓ ବିବେକ ଶର୍ମା ନିର୍ଦ୍ଦେଶିତ ଭୂତନାଥ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏଥିରେ ଶାହାରୁଖ ଖାଁ ମଧ୍ୟ ଅଭିନୟ କରିଥିଲେ । ଏହାର ୬ ବର୍ଷ ପରେ ନୀତେଶ ତିୱାରୀ ଏହାର ଦ୍ୱିତୀୟ ସଂସ୍କରଣ ଆଣିଥିଲେ । ଏଥିରେ ମଧ୍ୟ ଅମିତାଭଙ୍କୁ ଭୂତ ରୂପେ ଦର୍ଶକ…

୨୦ ବର୍ଷ ପରେ ପୁଣି ଧମାଲ କରିବେ ଅକ୍ଷୟ, ଗୋବିନ୍ଦା ଓ ପରେଶ, ଆସିବ ‘ଭାଗମ୍ ଭାଗ ୨’

ମୁମ୍ବାଇ; ଅକ୍ଷୟ କୁମାର, ଗୋବିନ୍ଦା ଏବଂ ପରେଶ ରାୱଲଙ୍କ ସୁପରହିଟ୍ କମେଡି ଚଳଚ୍ଚିତ୍ର 'ଭାଗମ୍ ଭାଗ' ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା l ଏପରି ପ୍ରଶଂସକମାନେ ଏହି ତିନିଜଣଙ୍କୁ ପୁଣିଥରେ ଏକାଠି ପରଦାରେ ଦେଖିବା ପାଇଁ…

ସଲମାନଙ୍କ ପରେ ନିଶାନାରେ ଶାହରୁଖ, ଫୋନରେ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଏବେ ଯେମିତି ଦେଶରେ ହତ୍ୟା ଧମକ ଟ୍ରେଣ୍ଡ କରୁଛି । ଜୀବନ ନେଇଯିବା ଏବେ ଯେମିତି ପିଲାଙ୍କ ଖେଳ ପାଲଟିଛି । ସେ ବଲିଉଡ ସୁପରଷ୍ଟାର ହୁଅନ୍ତୁ କି ରାଜନେତା କିମ୍ବା କୌଣସି ଚର୍ଚ୍ଚିତ ଚେହେରା, ପ୍ରତିଦିନ କାହାକୁ ନା କାହାକୁ ହତ୍ୟା ଧମକ ମିଳୁଛି । ଏଇ କିଛି ଦିନ ଏବେ ବିଷ୍ଣୋଇ…

ଚର୍ଚ୍ଚାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ’: ବିକ୍ରାନ୍ତ ମେସିଙ୍କୁ ମିଳୁଛି ହତ୍ୟା ଧମକ

ମୁମ୍ବାଇ: 12th ଫେଲ୍‌ ଫିଲ୍ମରେ ନିଜ ନିଖୁଣ ଅଭିନୟ ପାଇଁ ଚାରିଆଡ଼ୁ ପ୍ରଶଂସା ସାଉଣ୍ଟିଥିବା ବିକ୍ରାନ୍ତ ମେସି ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ରିଲିଜ ପୂର୍ବରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି। ସୂଚନା ଅନୁସାରେ ଏହି ଫିଲ୍ମରେ ସେ…

ପ୍ରଥମଥର ପାଇଁ ସାଉଦି ଆରବରେ ରିଲିଜ ହେଲା ବ୍ଳକବଷ୍ଟର ଫିଲ୍ମ ‘ଭୀର ଜାରା’

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟା ଅଭିନୀତ ବ୍ଳକବଷ୍ଟର ଫିଲ୍ମ 'ଭୀର ଜାରା'କୁ ଇତି ମଧ୍ୟରେ 20 ବର୍ଷ ପୁରିଛି l ତଥାପି ଏବେବି ଲୋକଙ୍କ ମଧ୍ୟରେ ଜୀବିତ ହୋଇ ରହିଛି ଭୀର ଜାରାଙ୍କ କାହାଣୀ l ଏବେବି ଏହି ସୁପରହିତ ଫିଲ୍ମର ଗୀତ କେଉଁଠି ବାଜି ଉଠିଲେ ମନ ସେହି ଗୀତକୁ…

୪୮ ବର୍ଷ ବୟସରେ ମଧ୍ୟ ଫିଟ୍ ଅଛନ୍ତି ସୁସ୍ମିତା ସେନ୍, ଜାଣନ୍ତୁ ଫିଟନେସ ପଛର ରାଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ପାଇଁ ସମସ୍ତେ ପାଗଳ । ୪୮ ବର୍ଷ ବୟସରେ ମଧ୍ୟ ତାଙ୍କ ଚେହେରାର ଚମକ ଏବଂ ଫିଟନେସ୍ ଆଶ୍ଚର୍ଯ୍ୟଜନକ ଅଟେ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବ୍ୟାୟାମ କରିବା ସମୟରେ…

୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ‘ରାମାୟଣ’, ସାମ୍ନାକୁ ଆସିଲା ରିଲିଜ ତାରିଖ

ମୁମ୍ବାଇ: ୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' l ଚଳଚ୍ଚିତ୍ରର ଘୋଷଣା ପରଠାରୁ ପ୍ରଶଂସକମାନେ ଏହାର ରିଲିଜ୍ ତାରିଖକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶେଷରେ, ରଣବୀର କପୁର-ୟଶ-ସାଇ ପଲ୍ଲବିଙ୍କ ଅଭିନୀତ 'ରାମାୟଣ'ର ରିଲିଜ୍ ତାରିଖ ଘୋଷଣା…