Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡରୁ ଅବସର ନେବେ କି ଆମୀର ଖାନ ?

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମୀର ଖାନ ଜଣେ ପରଫେକ୍ଟନିଷ୍ଟ ଭାବରେ ବିବେଚିତ ହୋଇଥିବା ବେଳେ ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିଛନ୍ତି। ଆମୀର ଖାନ ଜଣେ ସଫଳ ଅଭିନେତା ଏବଂ ଅନେକ ମହାନ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ବର୍ତ୍ତମାନ ଅଭିନେତା…

ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ, ମିଳିବ ଏହି ସମ୍ମାନ

ମୁମ୍ବାଇ: ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ ଶାହରୁଖ। ତିନି ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିଆସୁଥିବା ଶାହରୁଖ ଖାନଙ୍କର ସାରା ବିଶ୍ୱରେ ପ୍ରଶଂସକ ରହିଛନ୍ତି। ନିଜର ଦକ୍ଷତା ପାଇଁ ସେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ହିନ୍ଦୀ ସିନେମାରେ ତାଙ୍କର…

ପରବିନ ବାବି ବାୟୋପିକ୍

ମୁମ୍ବାଇ: ଭାରତରେ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ବାୟୋପିକ୍ ସଂଖ୍ୟା ବହୁ କମ୍ । ନିର୍ମାତା ନିର୍ଦ୍ଦେଶକମାନେ ଫିଲ୍ମଷ୍ଟାରଙ୍କ ବାୟୋପିକ୍ ପ୍ରତି ସେତେଟା ଆଗ୍ରହ ଦେଖାଇନାହାନ୍ତି । ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ହାତଗଣତି କିଛି ଫିଲ୍ମ ହିଁ ନିର୍ମିତ ହୋଇଛି । ଏସବୁ ପିଲ୍ମ ମଧ୍ୟରେ…

ଆଉଟଫିଟ୍କୁ ନେଇ ଟ୍ରୋଲର ଶିକାର ହେଲେ ସୈଫ୍

ମୁମ୍ବାଇ: ଆଉଟଫିଟକୁ ନେଇ ଟ୍ରୋଲର ଶିକାର ହେଲେ ସୈଫ୍ ଅଲ୍ଲୀ ଖାନ୍ । ନିକଟରେ ବଲିଉଡ ଅଭିନେତା ସୈଫ୍ ଅଲି ଖାନଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତାଙ୍କୁ ଏପରି ଏକ ଆଉଟଫିଟରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଜବରଦସ୍ତ ଟ୍ରୋଲର ଶିକାର ହୋଇଥିଲେ ସୈଫ୍ ।…

ବିଚ୍ଛେଦର ତିନି ବର୍ଷ ପରେ ପୁଣି ପ୍ରେମରେ ପଡିଲେ ନାଗା ଚୈତନ୍ୟ, ସେୟାର କଲେ ନିର୍ବନ୍ଧର ଫଟୋ

ମୁମ୍ବାଇ: ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ । ଯାହାର ଝଲକ ସେ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ମେଡ୍ ଇନ୍ ହେବେନ୍’ ର ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିବାର ଫଟୋ…

ପୁଣି ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ, ଦର୍ଘା ନିର୍ମାଣ ପାଇଁ ଦାନ କଲେ ଏତେ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଖେଲ ଖେଲ ମେଁ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ଚଳିତ ବର୍ଷର ଅଭିନେତାଙ୍କର ତୃତୀୟ ଚଳଚ୍ଚିତ୍ର । ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜଣେ ଭଲ ଅଭିନେତା ହେବା ବ୍ୟତୀତ…

‘ଲାହୋର ୧୯୪୭’ରେ ଦେଖିବାକୁ ମିଳିବ ଜବରଦସ୍ତ ଟ୍ରେନ ସିକ୍ବେନ୍ସ, ଧମାଲ କରିବେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ 'ଗଦର ୨'ର ଅପାର ସଫଳତା ପରେ ବର୍ତ୍ତମାନ 'ଲାହୋର ୧୯୪୭' ସହ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ସନ୍ନି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ତେବେ ଏହି ଫିଲ୍ମ ସହିତ ଅଭିନେତା…

ବର୍ଡ଼ର-୨କୁ ନେଇ ବଡ଼ ଖବର, ସନିଙ୍କ ଯୋଗୁଁ ଫିଲ୍ମ ଛାଡିଲେ ଆୟୁଷ୍ମାନ

ମୁମ୍ବାଇ: ସନି ଦେଓଲ ନିକଟରେ ତାଙ୍କର ୧୯୯୭ ଚଳଚ୍ଚିତ୍ର 'ବର୍ଡର-୨'ର ସିକ୍ୱେଲ ଘୋଷଣା କରିଛନ୍ତି। ଏହି ଫିଲ୍ମକୁ ନେଇ ଗତ ବର୍ଷରୁ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜାରି ରହିଛି। ଏଥିରେ ସନି ଦଓଲ ପୁଣିଥିରେ ମୁଖ୍ୟ ନାୟକ ରୂପେ ଫେରିବେ। ଅନୁମାନ କରାଯାଉଥିଲା ଯେ ଅନୁରାଗ ସିଂଙ୍କ ନିର୍ଦ୍ଦେଶିତ ଏହି…

ପ୍ୟାରିସରେ ଭିନେଶଙ୍କ ବିଜୟ: ‘ଦଙ୍ଗଲ’ ସିକ୍ୱେଲ ପାଇଁ ଆମୀର ଖାନଙ୍କୁ ଅପିଲ

ମୁମ୍ବାଇ: ଅଲିମ୍ପିକ୍ସରେ କୁସ୍ତି ଫାଇନାଲରେ ପ୍ରବେଶ କରିବାରେ ଭିନେଶ ଫୋଗାଟ୍ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ରାଉଣ୍ଡ ଅଫ୍ ୧୬ରେ ଶୀର୍ଷ ମାନ୍ୟତାପ୍ରାପ୍ତ ୟୁଇଙ୍କୁ ୩-୨ ଗୋଲରେ ପରାସ୍ତ କରି ମହିଳା ୫୦ କେଜି ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି…

‘ସନ ଅଫ୍ ସର୍ଦ୍ଦାର ୨’ ସୁଟିଂ ଆରମ୍ଭ, ଭିଡିଓ ସେୟାର କରି ଏମିତି ଲେଖିଲେ ଅଜୟ ଦେବଗନ

ମୁମ୍ବାଇ: ୨୦୧୨ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ହିଟ୍ କମେଡି ଡ୍ରାମା ଫିଲ୍ମ 'ସନ୍ ଅଫ୍ ସର୍ଦ୍ଦାର' କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ସର୍ଦ୍ଦାର ଭୂମିକାରେ ଲୋକମାନେ ଅଜୟଙ୍କୁ ବହୁତ ଭଲପାଇବା ଦେଇଥିଲେ । ବର୍ତ୍ତମାନ ୧୨ ବର୍ଷ ପରେ, ଦ୍ୱିତୀୟ ଭାଗ ଅର୍ଥାତ୍…