Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ‘ରେଡ୍ ୨’ର ନୂଆ ରିଲିଜ ଡେଟ୍

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟରେ 'ରେଡ୍'ର ନାମ ମଧ୍ୟ ଅନ୍ତର୍ଭୁକ୍ତ । ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ 'ରେଡ୍ ୨' ମଧ୍ୟ ରହିଛି ଯାହାକି ଚଳିତ ବର୍ଷ ରିଲିଜ୍ ହେବାର ଥିଲା । ନଭେମ୍ବର ୨୦୨୪ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବାବେଳେ…

ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ‘ଭୁଲ୍ ଭୁଲେୟା ୩’ ଏବଂ ‘ସିଙ୍ଘମ୍ ଏଗେନ୍’

ମୁମ୍ବାଇ: ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ଭୁଲ୍ ଭୁଲେୟା ୩ ଏବଂ ସିଙ୍ଘମ ଏଗେନ୍। ଏହି ଦୁଇ ଫିଲ୍ମ ଦିୱାଲୀରେ ଧମାକା କରିବେ। ହେଲେ ବକ୍ସ ଅଫିସରେ କିଏ ବାଜିମାତ୍ କରିବ ତାହା ଦେଖିବାକୁ ବାକି ରହିଲା। କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସିଙ୍ଘମ ଏଗେନ୍ ର…

ପାକିସ୍ଥାନରେ ନିଷେଧ ବଲିଉଡର ଏହି ଚଳଚ୍ଚିତ୍ର, ଜାଣନ୍ତୁ …

ମୁମ୍ବାଇ: ବଲିଉଡର ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ପାକିସ୍ତାନ ଦେଶରେ ବ୍ୟାନ କରିଛି l ଏଥିରେ କିଛି ବିଷୟବସ୍ତୁ ଏପରି ଥିଲା ଯାହାକୁ ସେଠାକାର ଲୋକେ ପସନ୍ଦ କରୁନଥିଲେ l ଏପରିକି ସେହି ଚଳଚ୍ଚିତ୍ରଗୁଡ଼ିକ ସେଠାରେ ପ୍ରଦର୍ଶିତ ମଧ୍ୟ ହୋଇନଥିଲା l ଦେଖିବାକୁ ଗଲେ ଭାରତରେ ପାକିସ୍ତାନୀ ଶୋ…

୫୨ତମ ଅନ୍ତର୍ଜାତୀୟ ‘ଏମି ଆୱାର୍ଡ ଶୋ ୨୦୨୪’: ପ୍ରଥମ ଭାରତୀୟ ଭାବେ ଶୋ’ ହୋଷ୍ଟ କରିବେ ବୀର ଦାସ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଏମି ଆୱାର୍ଡ ଶୋ ହୋଷ୍ଟ କରିବାକୁ ଯାଉଛନ୍ତି ବୀର ଦାସ। ଖୁବଶୀଘ୍ର ହେବାକୁ ଯାଉଛି ୫୨ତମ ଅନ୍ତର୍ଜାତୀୟ 'ଏମି ଆୱାର୍ଡ ଶୋ ୨୦୨୪'। ନଭେମ୍ୱର ୨୫ରେ ଏହି ଶୋ' ନ୍ୟୁର୍କ ସିଟିରେ ଆୟୋଜିତ ହେବାକୁ ଯାଉଛି । ଏହି ଶୋ'ରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା…

‘ୱାର-୨’ ରେ ହ୍ରିତିକ ଓ କିଆରାଙ୍କ ଭରପୂର ରୋମାନ୍ସ

ମୁମ୍ବାଇ: ୨୦୨୫ରେ ବଡ଼ ପରଦାକୁ ଆସିବ 'ୱାର-୨'। ଏହି ବହୁଚର୍ଚ୍ଚିତ ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ ରୋଶନ। ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ସେ ଏଜେଣ୍ଟ କବୀର ଚରିତ୍ରରେ ନିଜର ଆସିବେ। ତେବେ ତାଙ୍କ ସହ ଲିଡ୍ ଲେଡି ଭାବେ ନଜର ଆସିବେ କିଆରା ଆଡଭାନି। ଉଭୟ ଖୁବଶୀଘ୍ର…

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ସନ୍ଦେହଜନକ ମୃତ୍ୟୁ । ୬ ତାଲା ବିଲ୍ଡିଂ ଛାତରୁ ଡେଇଁ ମଲାଇକାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ । ତେବେ ଛାତ ଉପରୁ ଡେଇଁ ଅନିଲ୍ ଅରୋରା ଆତ୍ମହତ୍ୟ କରିଥିବା ଚର୍ଚ୍ଚା । ବୁଧବାର ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନର…

ରିଲିଜ ହେଲା ଜବରଦସ୍ତ ଆକ୍ସନରେ ଭରା ‘ଦେବରା’ର ଟ୍ରେଲର…

ମୁମ୍ବାଇ: ଜୁନିଅର ଏନଟିଆର, ଜାହ୍ବବୀ କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଦେବରା'ର ଚମତ୍କାର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରଟିକୁ ପ୍ରଶଂସକ ମାନେ ବହୁତ ଭଲ ରେସପନ୍ସ ଦେଇଛନ୍ତି । ଜୁନିଅର ଏନଟିଆରଙ୍କ ଏହି ଚଳଚ୍ଚିତ୍ର ଟି ଦୀର୍ଘ ସମୟ ଧରି ଆଲୋଚନାରେ ରହିଆସିଛି ।…

ଏହି ଫିଲ୍ମରେ ଗେ’ ଭୂମିକାରେ ନଜର ଆସିଥିଲେ କିଙ୍ଗ ଖାନ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହାରୁଖ ଅନେକ ଆକ୍ସନ୍ ଫିଲ୍ମ ଏବଂ ରୋମାଣ୍ଟିକ୍ ଫିଲ୍ମ ଦେଖିଥିବେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେ ଏକ ଫିଲ୍ମରେ ଗେ' ଭୂମିକାରେ ନଜର ଆସିଥିଲେ। ସେ ହଲିଉଡର ଏକ ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପ୍ରବେଶ କରିଥିଲେ। ସେ ସମୟର ଏକ ପୁରୁଣା ଭିଡିଓ…

ବ୍ରେକଅପର ଚର୍ଚ୍ଚା ଭିତରେ ସୋସିଆଲ ମିଡ଼ିଆ ପୋଷ୍ଟ: ପୁଣି ପ୍ରେମରେ ପଡିଲେ କି ମଲାଇକା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ସେମାନଙ୍କ ରଙ୍ଗିନ ଦୁନିଆରେ କ’ଣ କ’ଣ ହେଉଛିି ଫ୍ୟାନ୍ସମାନେ ଜାଣିବା ପାଇଁ ବେଶ ଉତ୍ସାହିତ ଥା’ନ୍ତି । ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବ୍ରେକ୍‌ଅପ୍ ନେଇ…

କନିକା ଧିଲନଙ୍କ ସହ ନୂଆ ଫିଲ୍ମ ଘୋଷଣା କଲେ ତାପସୀ, ପ୍ରେକ୍ଷାଳୟରେ ରିଲିଜ ହେବ ନାହିଁ ‘ଗାନ୍ଧାରୀ’

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। 'ହସିନ୍ ଦିଲରୁବା, ଫିର ଆଇ ହସିନ୍ ଦିଲରୁବା ଏବଂ ରଶ୍ମି ରକେଟ୍' ପରେ ତାପସୀ ପନ୍ନୁ ପୁଣି ଥରେ କାନିକା ଧିଲନଙ୍କ ସହ…