Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କନିକା ଧିଲନଙ୍କ ସହ ନୂଆ ଫିଲ୍ମ ଘୋଷଣା କଲେ ତାପସୀ, ପ୍ରେକ୍ଷାଳୟରେ ରିଲିଜ ହେବ ନାହିଁ ‘ଗାନ୍ଧାରୀ’

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। 'ହସିନ୍ ଦିଲରୁବା, ଫିର ଆଇ ହସିନ୍ ଦିଲରୁବା ଏବଂ ରଶ୍ମି ରକେଟ୍' ପରେ ତାପସୀ ପନ୍ନୁ ପୁଣି ଥରେ କାନିକା ଧିଲନଙ୍କ ସହ…

‘ଗଦର’ର ପ୍ରଥମ ଭାଗକୁ ମନେ ପକାଇବ ‘ଲାହୋର ୧୯୪୭’, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଆମୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଲାହୋର ୧୯୪୭ ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଆମୀର ଖାନ, ରାଜକୁମର ସନ୍ତୋଷୀ ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ…

ଖୁବଶୀଘ୍ର ମୁକ୍ତିଲାଭ କରିବ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ଚଳଚ୍ଚିତ୍ର ‘ଆଭା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଆଭା' କୁ ମିଳିଲା ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ। ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଆଭା'। ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ…

ନୀତେଶଙ୍କ ରାମାୟଣ ଫିଲ୍ମରେ ରଣବୀର କରିବେ ଡବଲ ରୋଲ

ମୁମ୍ବାଇ: ରଣବୀର କାପୁର ଏବେ ବହୁ ଚର୍ଚ୍ଚିକ ରାମାୟଣ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ନୀତେଶ ତିୱାରୀ ମହାକାବ୍ୟ ରାମାୟଣକୁ ନେଇ ଏହି ଡ୍ରିମ ପ୍ରୋଜେକ୍ଟ ନିର୍ମାଣ କରୁଛନ୍ତି । ଶ୍ରୀରାମଙ୍କ ଭୂମିକାରେ ରଣବୀର ଅଭିନୟ କରୁଛନ୍ତି । ଏବେ ପ୍ରକାଶିତ ନୂତନ ରିପୋର୍ଟ ଅନୁସାରେ ରଣବୀର ଏହି…

ଖୁବ୍‌ଶୀଘ୍ର ବଡ଼ ପରଦାରେ ‘ଏମର୍ଜେନ୍ସି’, ମିଳିଲା ୟୁଏ ସାର୍ଟିଫିକେଟ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ଏହି ଫିଲ୍ମକୁ ମିଳିଲା ୟୁଏ ସାର୍ଟିଫିକେଟ୍‌। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ…

ସିଙ୍ଘମ ଏଗେନକୁ ନେଇ ଚିନ୍ତାରେ ନିର୍ମାତା, ଜାଣନ୍ତୁ କାରଣ..

ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ' ଦିପାବଳୀରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ସୁଟିଂ ବହୁତ ଦିନ ପୂର୍ବରୁ ଶେଷ ହୋଇଛି । ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଶେଷ ମୁହୂର୍ତ୍ତରେ କ୍ଲାଇମାକ୍ସରେ ଏକ ବଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ କଳାକାରଙ୍କ…

ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଖୁସି ଖବର ଦେଲେ ଅକ୍ଷୟ

ମୁମ୍ବାଇ: ଆଜି ବଲିଉଡର ଖିଲାଡୀ କୁମାର ତଥା ଅକ୍ଷୟ କୁମାରଙ୍କ ଜନ୍ମବର୍ଷିକୀ l ଜନ୍ମଦିନ ଅବସରରେ ଅକ୍ଷୟଙ୍କ ପାଖକୁ ତାଙ୍କ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟିଛି l ଆଉ ଏହି ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ମଧ୍ୟ ଏକ ଉପହାର ଭେଟି ଦେଇଛନ୍ତି ଖିଲାଡୀ ବୟ ଅକ୍ଷୟ l ନିଜର ଆଗାମୀ ଚଳଚିତ୍ରର…

ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀଙ୍କ ଦେହାନ୍ତ

ମୁମ୍ବାଇ: ୪୮ ବର୍ଷରେ ଆଖି ବୁଜିଲେ ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀ। ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ‘କସୌଟି ଜିନ୍ଦଗୀ କି’ ଏବଂ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୂ ଥି’ଆଦି ଲୋକପ୍ରିୟ ଟିଭି ସିରିଏଲ୍‌ରେ ସେ ଅଭିନୟ କରିଛନ୍ତି। ନିଦରେ ଶୋଇଥିବା ବେଳେ ତାଙ୍କର…

ଆଇସି-୮୧୪ ସିରିଜ୍: କେତେ ସତ, କେତେ ମିଛ?

ମୁମ୍ବାଇ: ନେଟଫ୍ଲିକ୍ସ ୱେବସିରିଜ୍ ଆଇସି-୮୧୪କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ସିରିଜକୁ ନେଇ ଅନେକ ଆପତ୍ତି, ଅନେକ ଅଭିଯୋଗ । ସିରିଜରେ ଭାରତୀୟ ବିମାନ ଅପହରଣ ନେଇ ପ୍ରକୃତ କଥା କୁହାଯାଇଛି ତ? ଏନେଇ ସୋସିଆଲ ମିଡିଆରେ ସରଗରମ ବିତର୍କ । ସିରିଜରେ ତଥ୍ୟକୁ ବିକୃତ କରାଯାଇଛି ବୋଲି…

ମଦ ପିଇ ଏୟାରପୋର୍ଟରେ ହଙ୍ଗାମା, ଅଭିନେତାଙ୍କୁ ବାନ୍ଧିଲା ପୋଲିସ

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ମାଲାୟାଲମ୍ ଅଭିନେତା ବିନୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫେମସ୍ ଫିଲ୍ମ 'ଜେଲର'ରେ ସେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ସୂଚନା ଅନୁଯାୟୀ, ବିନୟକନ ନିଶାସକ୍ତ ଅବସ୍ଥାରେ ବିମାନବନ୍ଦରରେ ହଙ୍ଗାମା କରିଥିଲେ। ଏହି…