Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆରଏସଏସ ବିଚାରଧାରା ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବେ ସଂଜୟ

ମୁମ୍ବାଇ: ଧୂରନ୍ଧର ଫିଲ୍ମର ସଫଳତା ପରେ ସଂଜୟ ଦତ ତାଙ୍କ ଆଗାମୀ ଫିଲ୍ମ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ଆରଏସଏସ ବିଚାରଧାରା ଉପରେ ନିର୍ମିତ ଫିଲ୍ମ ଆଖିର ସୱାଲରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ନିଖିଲ ନନ୍ଦ ଏହାର ନିର୍ମାତା ଥିବା ବେଳେ ଅଭିଜିତ ମୋହନ ବାରଙ୍ଗ…

Producer Ekta Kapoor Slams Zee TV :ପୁଣି ଆସୁଛି ‘ପବିତ୍ର ରିସ୍ତା’, ରାଗିଗଲେ ଏକତା କପୂର

ମୁମ୍ବାଇ: ଭାରତୀୟ ଟେଲିଭିଜନ ଜଗତରେ ଆରମ୍ଭ ହୋଇଛି  ଏକ ବିରାଟ ଯୁଦ୍ଧ । ଏଥର ଜୀ ଟିଭିର ଏକ ପପୁଲାର ଶୋ 'ପବିତ୍ର ରିସ୍ତା' ଟାର୍ଗେଟରେ ଅଛି। ଅନେକ ବର୍ଷ ଧରି ଦର୍ଶକଙ୍କ ଭଲ ପାଇବା ସାଉଁଟିଥିବା ଏହି ଶୋ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅର୍ଚ୍ଚନା, ମାନବଙ୍କ କ୍ୟାରେକ୍ଟରକୁ ଲୋକ ବେଶ୍…

2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଗୋଟିଏ ରାତି ପରେ ଆସିବ ଆଉ ଏକ ବର୍ଷର ନୂଆ ସକାଳ । ଏକ ନୂତନ ବର୍ଷର ଅଧ୍ୟାୟ ଆରମ୍ଭ ହେବ । ୨୦୨୫ ରୁ ବିଦାୟ ଦେଇ ୨୦୨୬ କୁ ସ୍ବାଗତ କରାଯିବ । ଗୋଟିଏ ନୂଆ ବର୍ଷ ସିନା ଆରମ୍ଭ ହେବ କିନ୍ତୁ ପୁରୁଣା ବର୍ଷର ସ୍ମୃତି ସବୁ ସେମିତି ମନେ ରହିବ । ୨୦୨୫ ଏପରି ଏକ…

India vs China: ଉଚିତ୍ ଜବାବ ଦେଇ ଚିନ୍ ର ମୁହଁ ବନ୍ଦ କଲା ଭାରତ

ମୁମ୍ବାଇ :- ଭାରତୀୟ ସିନେମାକୁ ନେଇ ଚିନ୍ ରେ ହଙ୍ଗାମା - ହିନ୍ଦୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ୍‌ ଗଲୱାନ’କୁ ଚିନ୍ ରେ ବିରୋଧ - ଚୀନ୍ ର ଏଭଳି ଚିନ୍ତାଧାରାକୁ ନିନ୍ଦା କଲା ଭାରତ  - ଉଚିତ୍ ଜବାବ ଦେଇ ଚିନ୍ ର ମୁହଁ ବନ୍ଦ କଲା ଭାରତ ସଲମାନ ଖାନ୍‌ଙ୍କ ଦ୍ବାରା ପ୍ରଯୋଜିତ ଏବଂ ଅଭିନୀତ…

‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ "ବ୍ୟାଟଲ୍ ଅଫ୍ ଗାଲୱାନ୍"  ଟିଜର ରିଲିଜ୍ ହେବା ପରେ ଚୀନ୍‌ରେ ହଇଚଇ ସୃଷ୍ଟି। ସେଠାକାର ସରକାର ଏଥିରେ କ୍ରୋଧ ପ୍ରକାଶ କରି  ତଥ୍ୟକୁ ବିକୃତ ଭାବରେ ଫିଲ୍ମରେ ଦର୍ଶାଯାଇଥିବା ଦାବି କରିଛି। ଏହି ଫିଲ୍ମଟି ପୂର୍ବ ଲଦାଖର ଗାଲୱାନ୍…

ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ

ମୁମ୍ବାଇ: ଡନ ୩ ଫିଲ୍ମରୁ ରଣବୀର ସିଂ ଆଉଟ ହେବା ପରେ ଏବେ ଏହାର ନିର୍ଦ୍ଦେଶକ ଫରହାନ ଅଖତାର ନୂଆ ଡନ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଫରହାନ ଇତି ମଧ୍ୟରେ ହ୍ରିତିକଙ୍କ ସହ ଯୋଗାଯୋଗ କରିଛନ୍ତି । ତେବେ ହ୍ରିତିକ ଡନ ୩ର ମୂଖ୍ୟ ଭୂମିକାରେ ଅଭିନୟ କରିବା ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା…

Salman gets emotional: ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ,…

ମୁମ୍ବାଇ: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ତଥା ହି-ମ୍ୟାନ ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଶେଷ ଫିଲ୍ମ 'ଇକିସ୍' ଉପରେ ସମସ୍ତଙ୍କ ନଜର ରହିଛି ଯାହା ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ଆସିବାକୁ ଯାଉଛି । ଏହି ଫିଲ୍ମଟି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ବହନ…

‘ଦି ରାଜା ସାବ’ ଟ୍ରେଲର ରିଲିଜ; ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜୋକର…

ମୁମ୍ବାଇ: ପ୍ରଭାସଙ୍କ ଅପକମିଂ ଫିଲ୍ମ "ଦି ରାଜା ସାବ"ର ନୂଆ ଟ୍ରେଲର ରିଲିଜ ହେବା ମାତ୍ରେ ହିଁ ଚର୍ଚ୍ଚାରେ ରହିଛି। ଲୋକମାନେ ଏଥିରେ ତାଙ୍କର ଅଦୃଶ୍ୟ ଅବତାର ଦେଖି ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ପ୍ରଭାସଙ୍କ ଶେଷ ଲୁକ୍ ଦମଦାର ହୋଇଛି ଓ ଏହା ଥିଏଟରରେ ହଲଚଲ ସୃଷ୍ଟି କରିଦେବ…

Thalapathy Vijay: ଅଭିନୟରୁ ସନ୍ୟାସ ନେଲେ ବିଜୟ, ଏବେ କରିବେ କେବଳ ରାଜନୀତି

ମୁମ୍ବାଇ: ଅଭିନୟକୁ ବାଏ ବାଏ କଲେ ସାଉଥ ସୁପରଷ୍ଟାର ଥଲାପତି ବିଜୟ । ଅଭିନୟ ଜଗତରୁ ନେଲେ ସନ୍ୟାସ । ଏହାର କାରଣ କ’ଣ ନିଜେ କହିଛନ୍ତି ବିଜୟ । ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ବିଜୟ । ଥଲାପତି ନାଁ ଶୁଣିବା ମାତ୍ରେ ବଢିଯାଉଥିଲା ଫାନ୍ସଙ୍କ କ୍ରେଜ ।…

Chitrangda Singh: ଏଥର କିଛି ଅଲଗା, ମା’ ଭୂମିକାରେ ନଜର ଆସିବେ ଚିତ୍ରାଙ୍ଗଦା

ମୁମ୍ବାଇ: ଏଥର କେବଳ ଆଇଟମ ସଙ୍ଗରେ ନୁହେଁ, ବରଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଚିତ୍ରାଙ୍ଗଦା ସିଂହ । ସବୁବେଳେ ମର୍ଡ଼ନ ଲୁକରେ ପରଦାରେ ଅଭିନୟ କରିଥିବା ଚିତ୍ରାଙ୍ଗଦା ଏବେ ଏକ ନୂଆ ଲୁକ୍ ଏବଂ ଚରିତ୍ର ସହିତ ନଜର ଆସିବେ ।  ଫିଲ୍ମ ‘ରାତ୍‌ ଅକେଲୀ ହୈ: ଦ ବନ୍‌ସଲ ମଡର୍ସ’ରେ…