Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାମାୟଣ ପାର୍ଟ ୧ର ଘୁଂଚିବ ରିଲିଜ ତାରିଖ

ମୁମ୍ବାଇ: ରଣବୀର କାପୁର ଅଭିନୀତ ରାମାୟଣ ପାର୍ଟ ୧ର ରିଲିଜ ତାରିଖ ଘୁଂଚିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାମାୟଣ ଏବେ ଦୀପାବଳି ବଦଳରେ ୩୦ ଅକ୍ଟୋବର ୨୦୨୬ରେ ରିଲିଜ ହେବ । ପୂର୍ବରୁ ଏହା ରିଲିଜ ହେଲେ ଦୀପାବଳୀ ସପ୍ତାହରେ ଏହାର ବ୍ୟବସାୟ ଜୋର ଧରିବ ବୋଲି ଆଶା କରାଯାଉଛି…

Sourav Ganguly’s Biopic:ଗାଙ୍ଗୁଲିଙ୍କ ବାୟୋପିକରେ ବଙ୍ଗାଳୀ ସୁପରଷ୍ଟାରଙ୍କ ଏଣ୍ଟ୍ରି !

ମୁମ୍ବାଇ: ବଲିଉଡରେ ଏବେ କ୍ରିକେଟରଙ୍କ ବାୟୋପିକ୍ ତିଆରି ହେବାର ଏକ ବଡ଼ ଟ୍ରେଣ୍ଡ ଚାଲିଛି। ‘ଏମଏସ ଧୋନି’ ଏବଂ ‘୮୩’ ର ସଫଳତା ପରେ, ଏବେ ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ସଫଳ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ପରଦାକୁ ଆସିବାକୁ ଯାଉଛି। ଫିଲ୍ମର ନାମ ରଖାଯାଇଛି ‘ଦାଦା- ଦ…

ଡ୍ରାଗନ ଅବତାରରେ ଜୁନିଅର ଏନଟିଆର; KGF, ସାଲାର ଭଳି ଦୁର୍ଦ୍ଦାନ୍ତ ସାମ୍ରାଜ୍ୟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ଶକ୍ତିଶାଳୀ ଅଭିନେତାଙ୍କ କଥା ଆସିଲେ ଜୁନିଅର ଏନଟିଆରଙ୍କ ନାମ ଖୁବ୍ ଜଣାଶୁଣା। ଜୁନିଅର ଏନଟିଆର ୨୦ ମେ ରେ ତାଙ୍କର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ଏହି ବିଶେଷ ଅବସରରେ ତାଙ୍କର ଅପକମିଂ ଫିଲ୍ମ ଡ୍ରାଗନର ପ୍ରଥମ ଝଲକ ମୁକ୍ତିଲାଭ କରିଛି।…

ହସ୍ପିଟାଲରେ ଭର୍ତ୍ତି ଅଛନ୍ତି କି ଅମିତାଭ ବଚ୍ଚନ? ସୋସିଆଲ ମିଡିଆରେ ବିଗ୍ ବିଙ୍କ ସିକ୍ରେଟ ପୋଷ୍ଟ ଭାଇରାଲ

ମୁମ୍ବାଇ: ମଙ୍ଗଳବାର ରାତିରେ ଅମିତାଭ ବଚ୍ଚନଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି ଖବର ପ୍ରସାରିତ ହେବା ମାତ୍ରେ ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ହେଲେ ଏହି ସବୁ ଖବର ମିଥ୍ୟା ବୋଲି ପୁଣି ରିପୋର୍ଟ…

ଆସନ୍ତୁ ଜାଣିବା ଦିଲ ତୋ ପାଗଲ ହୈ ପରେ କାହିଁକି ଏକତ୍ର କାମ କରି ନ ଥିଲେ କରିଶ୍ମା-ସରୋଜ

ମୁମ୍ବାଇ: ଶାହାରୁଖ ଖାଁ, ମାଧୂରୀ ଦୀକ୍ଷିତ ଓ କରିଶ୍ମା କାପୁର ଅଭିନୀତ ଦିଲ ତୋ ପାଗଲ ହୈ ଫିଲ୍ମ ବକ୍ସ ଅଫିସରେ ବଡ ହିଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମର ସରୋଜ ଖାଁଙ୍କ କୋରିଓଗ୍ରାଫି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମ ଶୁଟିଂ ଅବସରରେ ଏ ଭଳି ଏକ ଘଟଣା ଘଟିଲା ଯାହା ପରେ କରିଶ୍ମା…

ଝିଅର ନିଆରା ନାମ ରଖିଲେ ନିର୍ଦ୍ଦେଶକ ଆଟଲି, ଜାଣନ୍ତୁ କଣ ରହିଛି ଅର୍ଥ…

ମୁମ୍ବାଇ: ପପୁଲାର ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଆଟଲି କୁମାର ଏବଂ ତାଙ୍କ ପତ୍ନୀ ପ୍ରିୟା ନିକଟରେ ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଥିଲେ। ଆଉ ଏବେ ଦୁହେଁ ସେମାନଙ୍କ କନ୍ୟାର ଏକ ସୁନ୍ଦର ନାମ ରଖିଛନ୍ତି। ୨୦ ଏପ୍ରିଲ୍, ୨୦୨୬ରେ ପ୍ରିୟା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଆଟଲି ଏବେ…

ଜନ ଆବ୍ରାହାମ ହେବେ କି ନୂଆ ଜେମ୍ସ ବଣ୍ଡ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜନ ଆବ୍ରାହାମ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ପ୍ରତିଷ୍ଠିତ ଫିଲ୍ମମେକର ଶେଖର କାପୁରଙ୍କ ଏକ ବୟାନ ଏହାର କାରଣ ଭାବେ ବିବେଚନା କରାଯାଉଛି । ନିକଟରେ ଶେଖର କହିଥିଲେ ଡେନିୟଲ କ୍ରେଗଙ୍କ ପରେ ଜେମ୍ସ ବଣ୍ଡଙ୍କ ଭୂମିକା ପାଇଁ ଭାରତୀୟ ଅଭିନେତା ଜନ…

Shikar Teaser Released: ଅମ୍ଲାନ ଏଲିନାଙ୍କ ‘ଶିକାର’ଟିଜର ରିଲିଜ; ରଜରେ ଆସୁଛି ଏହି ସସପେନ୍ସରେ ଭରା…

ଭୁବନେଶ୍ବର: ଓଡ଼ିଆ ଫିଲ୍ମ 'ଶିକାର' ଟିଜର ହେଲା ରିଲିଜ । ନିର୍ମାତା ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ରଜ ଅବସରରରେ ଜୁନ ୧୨ରେ ଏହି ଫିଲ୍ମ ପରଦାକୁ ଆସିବ । ଏହି ଫିଲ୍ମ ମାଧ୍ୟମରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇଛନ୍ତି ଅମ୍ଲାନ ଦାସ । ୧ ମିନିଟ୍ ୨୮ ସେକେଣ୍ଡର ଟିଜର…

ସୈଫ୍ ଅଲ୍ଲୀ ଖାନଙ୍କ ଖୁଲାସା; “ମୈଁ ଖିଲାଡି ତୁ ଅନାରୀ” ହଲିଉଡ୍ ଫିଲ୍ମର ରିମେକ୍ ଥିଲା

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବେ ତାଙ୍କର ନୂଆ ଚଳଚ୍ଚିତ୍ର "କର୍ତ୍ତବ୍ୟ" ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଆଜି Netflix ରେ ପ୍ରିମିୟର ହୋଇଛି। ନିଜ କ୍ୟାରିଅରରେ ସୈଫ୍ ଅଲ୍ଲୀ ଖାନ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ଯଦିଓ ସେ ତାଙ୍କ ପ୍ରାରମ୍ଭିକ କ୍ୟାରିଅରରେ ମୁଖ୍ୟତଃ…

ବକ୍ସ ଅଫିସରେ ‘କୃଷ୍ଣାବତାରମ୍’ର ଜଲୱା

ମୁମ୍ବାଇ: ବଲିଉଡରେ ଏବେ ଶୁଣିବାକୁ ମିଳୁଛି କେବଳ 'କୃଷ୍ଣ' ନାମ। ପୁରାଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ 'କୃଷ୍ଣାବତାରମ୍ ପାର୍ଟ ଓ୍ବାନ: ଦ ହାର୍ଟ' ଏବେ ବକ୍ସ ଅଫିସରେ ଚମତ୍କାର କରୁଛି। ମାତ୍ର ଲକ୍ଷରୁ ଆରମ୍ଭ ହୋଇଥିବା ଏହି ଫିଲ୍ମର କଲେକ୍ସନ ଏବେ କୋଟି କୋଟିରେ ପହଞ୍ଚିଛି। ଏପରିକି ୨୦୨୬ର…