Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାହାକୁ ବିବାହ କରିବେ କଙ୍ଗନା ରଣାୱତ; ରାଜନେତା ନା ଅଭିନେତା…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ତାଙ୍କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳୁଛି। ନିକଟରେ କଙ୍ଗନା ରଣାୱତ ବିବାହ ସମ୍ବନ୍ଧରେ ନିଜର ମତ ରଖିଛନ୍ତି।…

ଆସିବ କି ‘ମିଷ୍ଟର ଇଣ୍ଡିଆ- ୨’, ହିଣ୍ସ ଦେଲେ ବୋନି କପୁର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ନଥିଲେ ବି ଆଜିବି ଫ୍ୟାନ୍ସ ଙ୍କ ମନ ଭିତରେ ଉଜ୍ଜୀବିତ ହୋଇ ରହିଛନ୍ତି। ତାଙ୍କର ଅନେକ ଚଳଚ୍ଚିତ୍ର ଆଜିବି ଅଭୁଲା ହୋଇ ରହିଛି। ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି, ଯାହାର ତାଲିକା ବହୁତ ଲମ୍ବା। ତାହା…

ଓଟିଟିରେ ଧମାକା କରିବ ‘ବ୍ୟାଡ୍ ନ୍ୟୁଜ୍’, ଏହି ପ୍ଲାଟଫର୍ମରେ ହେଲା ରିଲିଜ

ମୁମ୍ବାଇ: ଥିଏଟରରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଭିକି କୌଶଲ, ତ୍ରିପ୍ତି ଡିମ୍ରି ଏବଂ ଏମି ବିର୍କଙ୍କ କମେଡି ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ଏବେ ଓଟିଟି ରେ ରିଲିଜ ହୋଇଛି । ବଡ ପରଦା ପରେ ଧର୍ମା ପ୍ରଡକ୍ସନ୍ ର ଏହି ଫିଲ୍ମ ବର୍ତ୍ତମାନ ଓଟିଟି ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ।…

ନିଜକୁ ବିବାହ କରିଥିଲେ ମହିଳା, ଏବେ ଦେଲେ ଛାଡପତ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ଯୁବକ ଓ ଯୁବତୀ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁଲେନ କ୍ୟାରୀ ନାମକ ମହିଳା ବ୍ରାଜିଲ ବାସନ୍ଦା ହେଲେ ମଧ୍ୟ ଏବେ ଲଣ୍ଡନରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ସେ ଗତ…

ରିଲିଜ୍ ପୂର୍ବରୁ ‘ପୁଷ୍ପା-୨’ର ନୂଆ ରେକର୍ଡ, ପଛରେ ପଡ଼ିଲା ଏହି ସବୁ ବଡ଼ ବଜେଟ ଫିଲ୍ମ

ମୁମ୍ବାଇ: ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ପୁଷ୍ପା'ରେ ଅଲୁ ଅର୍ଜୁନ ଲାଲ୍ ଚନ୍ଦନର ଚୋରା ଚାଲାଣକାରୀ ପୁଷ୍ପା ରାଜ ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ। ଏହି ଚଳଚ୍ଚିତ୍ରର ସିକ୍ୱେଲକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହେଉଛି। 'ପୁଷ୍ପା ୨'ରେ କାମ ଚାଲିଛି ଏବଂ ଏଥର ମଧ୍ୟ…

ଅଭିନୟ ବେଳେ ସତରେ ଦେଖିଦେଲେ କି ଭୂତ ? ଲୋମ ଟାଙ୍କୁରା କାହାଣୀ ସେୟାର କଲେ ‘ସ୍ତ୍ରୀ-୨’ର ଅଭିନେତା

ମୁମ୍ବାଇ: ଅଭିନେତା ଅଭିଷେକ ବାନାର୍ଜୀ କମେଡି ଫିଲ୍ମ 'ସ୍ତ୍ରୀ-୨'ରେ ନଜର ଆସିଛନ୍ତି। ଯିଏ ଏହି ଚଳଚ୍ଚିତ୍ରରେ ଜନାର ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ର ମାଧ୍ୟମରେ ଅଭିଷେକ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଆଜି ଆମେ ଆପଣଙ୍କ ପାଇଁ ଅଭିଷେକଙ୍କ ଅଭିନୟ ନୁହେଁ ବରଂ ତାଙ୍କ ବାସ୍ତବ ଜୀବନର…

ବକ୍ସ ଅଫିସରେ ନିଜର ଦବଦବା ଦେଖଉଛି-‘ସ୍ତ୍ରୀ-୨’,୧୭ ଦିନରେ କଲାଣି ଏତିକି ରୋଜଗାର

ମୁମ୍ବାଇ: 'ସ୍ତ୍ରୀ-୨' ର କ୍ରେଜ୍ ଆଗରେ ବଡ଼ ବଡ ଚଳଚ୍ଚିତ୍ର ଗୁଡ଼ିକ ପଛରେ ପଡିଯାଇଥିବା ଜଣାପଡିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଚାଲିଛି । ରିଲିଜ୍ ହେବାର ତୃତୀୟ ଶନିବାର ମଧ୍ୟ ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ୧୦ ଟି ବଡ…

ଭ୍ୟାନିଟ୍ ଭ୍ୟାନରେ ଥିଲା ଗୁପ୍ତ କ୍ୟାମେରା: ଅଭିନେତ୍ରୀ ରାଧିକା

ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପକୁ ନେଇ ହେମା କମିଟିର ରିପୋର୍ଟ ପରେ ଚର୍ଚ୍ଚା ଜୋର ଧରିଛି। ଅନେକ ବଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଯୌନ ଶୋଷଣ ଏବଂ କାଷ୍ଟିଂକାଉଚ୍ ଭଳି ଅଭିଯୋଗ ଘେରରେ ରହିଛନ୍ତି। ଏବେ ସାଉଥ୍ ଅଭିନେତ୍ରୀ ରାଧିକା ଶରଥକୁମାରଙ୍କ ବୟାନ ଫିଲ୍ମ ଜଗତରେ ଚହଳ…

କଙ୍ଗନା : କୁଇନ ଅଫ୍ କଣ୍ଟ୍ରୋଭର୍ସି

ମୁମ୍ବାଇ: ବିବାଦ ଅଭିନେତ୍ରୀ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ମଣ୍ଡି ସାଂସଦ । ତୁଣ୍ଡରେ ଲଗାମ ନଥିବାରୁ ବିଜେପି ବି ଅଡୁଆରେ ପଡିଛି ।  ଆପତ୍ତି ଜନକ ବୟାନ ପାଇଁ କଙ୍ଗନାକୁ ତାଗିଦ କରିଛି ବିଜେପି ।…

ହେମା କମିଟିର ରିପୋର୍ଟ ପରେ ପ୍ରତିକ୍ରିୟା ରଖିଲେ ମୋହନଲାଲ

ଚେନ୍ନାଇ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଚାଲିଥିବା ମି-ଠୁ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମାଲାୟାଲମ୍ ଅଭିନେତା ମୋହନଲାଲ। ହେମା କମିଟିର ଚାଞ୍ଚଲ୍ୟକର ରିପୋର୍ଟ ପରେ ସେ ଏଏମଏମଏ (ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘ) ରୁ ଇସ୍ତଫା ଦେଇଥିଲେ। ସେ ଏମ୍ଏମ୍ଏରେ ସଭାପତି ଥିଲେ।…