Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଏମର୍ଜେନ୍ସି’କୁ କୋର୍ଟ ଝଟକା: ମିଳିବନି ସାର୍ଟିଫିକେଟ 

ମୁମ୍ବାଇ : 'ଏମର୍ଜେନ୍ସି' କୁ କୋର୍ଟ ଝଟକା। ତୁରନ୍ତ ସାର୍ଟିଫିକେଟ ନଦେବାକୁ ସିବିଏଫସିକୁ ମନା କରିଦେଲେ କୋର୍ଟ। ବଲିଉଡ୍ କୁଇନ୍ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱାତଙ୍କ ପିଛା ଛାଡୁନି ବିବାଦ। ବହୁ ଦିନ ପରେ ପୁଣି ସିନେମାରେ ଆସିବାକୁ ଯାଉଥିଲେ, ହେଲେ ସତେ ଯେପରି ତାଙ୍କ ସିନେମାକୁ…

‘ଏମରଜନ୍ସି’ ବିବାଦ ମଧ୍ୟରେ ଆଉ ଏକ ଫିଲ୍ମ ଘୋଷଣା କଲେ ବଲିଉଡ କ୍ବିନ୍

ମୁମ୍ବାଇ: 'ଏମରଜନ୍ସି' ଚଳଚ୍ଚିତ୍ରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଙ୍ଗନା ରାଣାୱତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ତାଙ୍କର ଏହି ଚଳଚ୍ଚିତ୍ରର ନାମ ହେଉଛି ‘ଭାରତ ଭାଗ୍ୟ ବିଧାତା’ । କଙ୍ଗନା ଏହି ଚଳଚ୍ଚିତ୍ର ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ସୂଚନା…

କୋନ ବନେଗା କରୋଡପତି ପାଇଁ ଉପବାସ ରଖିଥିଲେ ଶ୍ରୀମ୍

ନୂଆଦିଲ୍ଲୀ: କୋନ ବନେଗା କରୋଡପତି ପାଇଁ ଉପବାସ ରଖିଥିଲେ ଶ୍ରୀମ୍। ଯିଏକି ଅମିତାଭ ବଚ୍ଚନଙ୍କୁ ଭେଟିବା ପାଇଁ ୯୭ଦିନର ଉପବାସ ରଖିଥିଲେ। କୋନ ବନେଗା କରୋଡପତି- ୧୬ର ଶେଷ ଏପିସୋଡରେ ଶ୍ରୀମ୍ ଶର୍ମା ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସିଥିଲେ। ଏହି ଶୋ’ରେ ଯୋଗଦେବା ଏବଂ ତାଙ୍କ…

ରିଲିଜ୍‌ ହେଲା ଫିଲ୍ମ ‘ଦି ବକିଂଘମ୍ ମର୍ଡର୍ସ’ର ଟ୍ରେଲର, କରୀନାଙ୍କ ବସ୍ ଲୁକ୍‌ ଦେଖି ପ୍ର‌ଶଂସକ ଫିଦା

ମୁମ୍ବାଇ: କରୀନା କପୁର ଖାନ ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର 'ଦି ବକିଂଘମ୍ ମର୍ଡର୍ସ' ପାଇଁ ପ୍ରସ୍ତୁତ ଅଛନ୍ତି। କରୀନାଙ୍କ ଫିଲ୍ମ 'କ୍ରୁ' ଚଳିତ ବର୍ଷ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଛି। ଏବେ କରୀନାଙ୍କ ଫିଲ୍ମ 'ଦ ବକିଂଘମ୍ ମର୍ଡର୍ସ'ର ଚମତ୍କାର ଟ୍ରେଲର…

କାନ୍ଦାହାର ହାଇଜ୍ୟାକ୍: କିଏ ଥିଲେ ସେହି ଯାତ୍ରୀ, କାହିଁକି ଲୁଚା ଯାଇଥିଲା ତାଙ୍କ ପରିଚୟ ?

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ୍‌ ଆଇସି ୮୧୪କୁ ନେଇ ଚାଲିଛି ପ୍ରତିବାଦ।କାନ୍ଦାହାର ବିମାନ ଅପହରଣ ଘଟଣାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଅନୁଭବ ସିହ୍ନାଙ୍କ ଏହି ୱେବ୍ ସିରିଜ୍ ଦିନକୁ ଦିନ ବିବାଦୀୟ ହୋଇପଡ଼ିଛି। ବିମାନରେ ନିଜର ପରିଚୟ ଲୁଚାଇବା ପାଇଁ ଅପହରଣକାରୀମାନେ ହିନ୍ଦୁ…

ସଲମାନଙ୍କ ସହ ଫିଲ୍ମ କରିବେ ଅଟଲୀ

ମୁମ୍ବାଇ: ଜୱାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ପରବର୍ତୀ ହିନ୍ଦୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ମୁତାବକ ଅଟଲୀ ଏବେ ସୁପରଷ୍ଟାର ସଲମାନ ଖାଁଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ୨ ହୀରୋ ଥିବା ଏହି ଫିଲ୍ମର କାହାଣୀ ସଲମାନଙ୍କୁ ବେଶ ପସନ୍ଦ…

ଆତଙ୍କବାଦୀଙ୍କ ପରିଚୟ ଗୋପନ ରଖି ବିବାଦରେ ୱେବ ସିରିଜ୍, ଫସିଯିବ ନେଟଫ୍ଲିକ୍ସ!  

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ୍‌କୁ ନେଇ ବିବାଦ । ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ସିରିଜ୍ ଆଇସି ୮୧୪ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । କିନ୍ତୁ ଅନେକ ଅନୁଭବ ସିହ୍ନା ନିର୍ଦ୍ଦେଶିତ ଆଇସି ୮୧୪ ନେଇ ଆପତ୍ତି ମଧ୍ୟ ଉଠାଇଛନ୍ତି । ବିବାଦରେ ଏବେ ଭାରତ…

ସନ ଅଫ ସର୍ଦ୍ଦାର ୨ରେ ଅଭିନୟ କରିବେ ସଞ୍ଜୟ, ରବି କିଶନ

ମୁମ୍ବାଇ: ସନ ଅଫ ସର୍ଦ୍ଦାର ୨ ପାଇଁ ମେକର୍ସ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏହି ଆକ୍ସନ କମେଡି ଫିଲ୍ମରେ ସଞ୍ଜୟ ଦତ ଏବଂ ରବି କିଶନ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜୟ ଦେବଗାନ ଭୂମିକା ସମ୍ପର୍କରେ କୌଣସି ଖୁଲାସା କରାଯାଇ ନାହିଁ । ପୂର୍ବରୁ ସଞ୍ଜୟ…

ହେମା କମିଟି ରିପୋର୍ଟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ଚେନ୍ନାଇ: ମାଲାୟାଲମ ସିନେ ଜଗତରେ ମହିଳା କଳାକାରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ହେମା କମିଟି ରିପୋର୍ଟ ଚହଳ ଖେଳାଇ ଦେଇଛି। ସୁପରଷ୍ଟାର ମାମୁତି ଏବଂ ମୋହନଲାଲଙ୍କ ପରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ହେମା କମିଟି ରିପୋର୍ଟ ଓ ମାଲାୟାଲମ୍ ଫିଲ୍ମ…

‘ଏସଜିପିସି ଅନୁମତି ବିନା ରିଲିଜ ହୋଇପାରିବ ନାହିଁ ‘ଏମରଜନ୍ସି’

ନୂଆଦିଲ୍ଲୀ: ପଞ୍ଜାବରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପ୍ରଥମେ କୃଷକଙ୍କ ବିରୋଧରେ ଏବଂ ପରେ ଫିଲ୍ମ 'ଏମରଜନ୍ସି' ବିରୋଧରେ ତୀବ୍ର ବିରୋଧ କରାଯାଉଛି । ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରହିଛି । ସେପଟେ କଂଗ୍ରେସ ସାଂସଦଙ୍କ ଏକ ବଡ ବିବୃତ୍ତି ଦେଇଛନ୍ତି…