Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରେମରେ ଅନଲକି ବୋଲି କହିଲେ କାର୍ତିକ

ମୁମ୍ବାଇ: ମୁଁ ପ୍ରେମରେ ଅନଲକି ବୋଲି ବଲିଉଡର ଉଦୀୟମାନ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ କହିଛନ୍ତି । ଏବେ ମୁଁ ଏକୁଟିଆ ଅଛି ବୋଲି ସେ କହିଛନ୍ତି । କାର୍ତିକଙ୍କ ନାମ ସାରା ଅଲୀ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ସହ ଯୋଡା ଯାଉଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଜୀବନ…

ବର୍ଡର ୨ର ଘୋଷଣା କଲେ ସନୀ ଦେଓଲ

ମୁମ୍ବାଇ: ୨୭ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ସନୀ ଦେଓଲ ଗୁରୁବାର ବର୍ଡର ୨ ଫିଲ୍ମର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ଏହି ଭିଡିଓରେ ସନୀ କହୁଛନ୍ତି ୨୭ ବର୍ଷ ତଳେ ଗୋଟିଏ ସୈନିକ ଶପଥ କରିଥିଲା କି ସେ ଫେରିବ ।…

ଖୁବ ଶୀଘ୍ର ପରଦାକୁ ଆସିବ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ବାୟୋପିକ୍

ମୁମ୍ବାଇ: ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଡ. କିରଣ ବେଦୀଙ୍କ ପ୍ରେରଣାଦାୟକ ଜୀବନ କାହାଣୀକୁ ଖୁବ୍ ଶୀଘ୍ର ପରଦାରେ ଦେଖିବେ ଦର୍ଶକ । ଏହି ବାୟୋପିକ୍‌ର ନାଁ ‘ବେଦୀ: ଦ ନେମ୍‌ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି । ଏନେଇ ଫିଲ୍ମ ନିର୍ମାତା ଏକ ଭିଡିଓ ଜାରି କରି ଏହି ଘୋଷଣା…

ବକ୍ସ ଅଫିସରେ କମାଲ କରିବ ଶାହାରୁଖ, ଅମୀର ଓ ସଲମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ୨୦୨୩ ଶାହାରୁଖ ଖାଁଙ୍କ ବର୍ଷ ରହିଥିଲା । ଯବାନ, ପଠାନ ଓ ଡଙ୍କି ପରି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଅବଶ୍ୟ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱର ଅମୀର ଖାଁ ଓ ସଲମାନ ଖାଁଙ୍କ ଏହି ବର୍ଷ ଭଲ ନ ଥିଲା । ଉଭୟଙ୍କ କୌଣସି ଫିଲ୍ମ ଆଖିଦୃଶିଆ ବ୍ୟବସାୟ କରିପାରି ନ ଥିଲା । ଏହା…

ହତ୍ୟା ଅଭିଯୋଗରେ ପୋଲିସ ହେପାଜତରେ କନ୍ନଡ ସିନେଷ୍ଟାର ଦର୍ଶନ ଓ ପବିତ୍ରା

ବେଙ୍ଗଲୁରୁ: ହତ୍ୟା ମାମଲାରେ ଫସିଲେ କର୍ଣ୍ଣାଟକର  ଜଣାଶୁଣା ସିନେଷ୍ଟାର ଦର୍ଶନ ଥୋଗୁଦୀପା । ଜଣେ ଫାର୍ମାସୀ ସହକାରୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆଧାରରେ ଦର୍ଶନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହାସହିତ ତାଙ୍କ ମହିଳା ବାନ୍ଧବୀ ଅଭିନେତ୍ରୀ ପବିତ୍ରା…

ଅଭିନେତ୍ରୀ ନୁର ମାଳବିକା ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୁମ୍ବାଇ: ବଲିଉଡରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍‌ ସିରିଜ 'ଦ ଟ୍ରାଏଲ୍‌'ରେ ଅଭିନୟ କରିଥିବା ନୁର୍‌ ମାଳବିକା ଦାସଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରିଛି ପୋଲିସ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି । ସୂଚନା…

ବକୁଳ ଫେଷ୍ଟିଭାଲରେ ଶିଶୁ କାହାଣୀକାର

ଭୁବନେଶ୍ୱର : ବକୁଲ ଫାଉଣ୍ଡେସନ ଆନୁକୂଲ୍ୟରେ ଆଜି ବକୁଳ ଲାଇବ୍ରେରୀରେ ବକୁଳ ଷ୍ଟୋରୀଟେଲିଂ ଫେଷ୍ଟିଭାଲର ଶିଶୁ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ୧୧ ଟି ଛୋଟ କାହାଣୀକାର ଅଂଶ ଗ୍ରହଣ କରି କାହାଣୀ କହିଥିଲେ। ଏହି ଷ୍ଟୋରିଟେଲିଂ ଉତ୍ସବରେ କେତେକ ଶିଶୁ…

ପୁଣି ବଡ ପରଦାରେ ଏକାଠି ନଜର ଆସିବେ କି ବାପ-ପୁଅ! ଅମିତାଭ ସେୟାର କଲେ ଫଟୋ

ମୁମ୍ବାଇ: ଦୀର୍ଘ ଦିନ ପରେ ପୁଣି ଥରେ ବଡପରଦାରେ ଧମାଲ କରିବେ କି ଅମିତାଭ-ଅଭିଷେକ । ପୂର୍ବରୁ ଉଭୟ ବାପ ପୁଅଙ୍କୁ ଅନେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲେ ବି ଗତ କିଛି ଦିନ ହେବ ବଡ ପରଦାରେ ଉଭୟଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଅମିତାଭ ଏବଂ ଅଭିଷେକଙ୍କୁ ଅନ୍ୟାନ୍ୟ ଉତ୍ସବ ଯେପରିକି,…

ନିର୍ବାଚନ ଜିତିବା ପରେ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶର୍ବାଦ ନେଲେ ପଓ୍ବନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

ପିଥାପୁରମ: ସାଉଥ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ରାଜନୀତିରେ ମିଳିଛି ବଡ ସଫଳତା । ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି ଅଭିନେତା ପଓ୍ନନ । ଆନ୍ଧ୍ରପ୍ରଦେଶର ପିଥାପୁରମରେ ଐତିହାସିକ ରାଜନୈତିକ ବିଜୟ ପରେ ହାଇଦ୍ରାବାଦରେ ଚିରଞ୍ଜୀବଙ୍କ…

୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପାଭିଲିଅନରେ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

ଭୁବନେଶ୍ୱର : ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍ରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି ।…