Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧଡକ-୨: ପୋଷ୍ଟର ସହ ଷ୍ଟାର କାଷ୍ଟ ଘୋଷଣା କଲେ କରଣ ଜୋହର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ଧଡକ ୬ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସେ ସାହିଦ କପୁରଙ୍କ ସାନଭାଇ ଇଶାନ ଖଟ୍ଟରଙ୍କ ସହ ନଜର ଆସିଥିଲେ । ଫିଲ୍ମଟିରେ ସେ ଡେବ୍ୟୁ କରିଥିବାବେଳେ ଏହା ହିଟ୍ ମଧ୍ୟ ହୋଇଥିଲା ଆଉ ତାପରଠୁ ଜାହ୍ନବୀ ଚର୍ଚ୍ଚିତ ଚେହେରା…

ୱେଲକମ ଟୁ ଦି ଜଙ୍ଗଲରେ ଜ୍ୟାକିଙ୍କ ଏଂଟ୍ରି

ମୁମ୍ବାଇ: ବହୁ ଚର୍ଚ୍ଚିତ ୱେଲକମ ଟୁ ଦି ଜଙ୍ଗଲ ଫିଲ୍ମରୁ ଅସୁସ୍ଥତା କାରଣ ଯୋଗୁ ସଞ୍ଜୟ ଦତ ଓହରି ଯାଇଛନ୍ତି । ପ୍ଲଟ ସାମାନ୍ୟ ପରିବର୍ତନ କରାଯିବା ପରେ ଜ୍ୟାକି ଶ୍ରଫଙ୍କ ଏଂଟ୍ରି ହୋଇଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜ୍ୟାକି ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସଞ୍ଜୟ…

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଗିରଫ

ଲକ୍ଷ୍ନୌ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କ ବିଷୟରେ ବଡ ଖବର ଆସିଛି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ନୱାଜଙ୍କ ବଡ ଭାଇଙ୍କୁ ଉତ୍ତରପ୍ରଦେଶର ମୁଜାଫରନଗରରେ ବୁଦ୍ଧାନା ପୋଲିସ ଗିରଫ କରିଛି। ଜାଲିଆତି ଅଭିଯୋଗରେ…

ଦୀର୍ଘ ୩୦ଘଣ୍ଟା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ । ଦୀର୍ଘ ୩୦ ଘଣ୍ଟା ହସ୍ପିଟାଲରେ ରହିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ । ଡିସଚାର୍ଜ ହେବା ପରେ ଶାହରୁଖ ଖାନ ଏୟାରପୋର୍ଟ ଯାଇଛନ୍ତି । ଗତକାଲି କିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ…

ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଜିତିବାକୁ ଚାହାଁନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆଜିକାଲି କଙ୍ଗନା ନିର୍ବାଚନ ପ୍ରଚାରରେ ଜଡିତ ଅଛନ୍ତି। ସେପଟେ କଙ୍ଗନା ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି, ଯାହାକୁ ନେଇ…

କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା

ମୁମ୍ବାଇ: ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନର ଲୁକ୍ ସହିତ ଐଶ୍ୱର୍ଯ୍ୟା ରାୟ ଅନେକ ଲାଇମଲାଇଟ୍ ହାସଲ କରିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ଦ୍ୱିତୀୟ ଦିନର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି । କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଫ୍ୟାଶନ ସେନ୍ସ ପାଇଁ ସାରା ବିଶ୍ୱରେ…

ବକୁଳରେ ଆନ୍ତର୍ଜାତୀୟ ଶିଶୁ ଫିଲ୍ମ ଫେଷ୍ଟିଭାଲ୍

ଭୁବନେଶ୍ବର : ବକୁଲ ଫାଉଣ୍ଡେସନ ସତ୍ୟନଗରର ବକୁଳ ଲାଇବ୍ରେରୀରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ରର ଏକ ଉତ୍ସବର ଆୟୋଜନ କରୁଛି । ଆସନ୍ତା ମଇ ୧୭ ପର୍ଯ୍ୟନ୍ତ ପ୍ରତିଦିନ ୧୨ ରୁ ପର୍ଯ୍ୟନ୍ତ ସନ୍ଧ୍ୟା ୫ ଟା ରେ ଶିଶୁ ଏବଂ ବୟସ୍କମାନେ ୟୁରୋପ (ଇଟାଲୀ), ପଶ୍ଚିମ ଏସିଆ (ଇରାନ), ପୂର୍ବ ଏସିଆ (ଜାପାନ…

ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଜ୍ୟାକି ଶ୍ରଫ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଆକ୍ଟର ଜ୍ୟାକି ଶ୍ରଫ୍ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଯାଇଥାନ୍ତି । ତାଙ୍କର ଷ୍ଟାଇଲ୍ ଓ କଥାବାର୍ତ୍ତା କରିବାର ଅନ୍ଦାଜ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କ ଠାରୁ ଭିନ୍ନ କରିଥାଏ । ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ…

ପ୍ରାଚୀନ କାଳରୁ ହିଁ ‘ମାଆ’ଙ୍କ ସମ୍ମାନର୍ଥେ ପର୍ବ

ଭୁବନେଶ୍ବର: “ମାଆ” ଅମୂଲ୍ୟ ସେ ଶବ୍ଦ । ସୃଷ୍ଟିର ସେ ଅନନ୍ୟ ସମ୍ପଦ । ମାଆ ଥରେ ଡାକି ଦେଲେ ମନରେ ଆନ୍ଦୋଳିତ ହେଉଥିବା ଅସୁମାରୀ ପ୍ରଶ୍ନର  ଯେପରି ଉତ୍ତର ମିଳିଯାଏ । କୁହାଯାଏ ଭଗବାନ ସମସ୍ତଙ୍କୁ ସମାନ ଖୁସି ଦେଇପାରନ୍ତିନି ବୋଲି ସେ ସମସ୍ତଙ୍କୁ ମାଆ ଦେଇଛନ୍ତି । ଯେ ତାର ପଣତ କାନି…

ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କଲା କୋର୍ଟ

ମୁମ୍ବାଇ: ମଧ୍ୟପ୍ରଦେଶ ହାଇକୋର୍ଟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ବର୍ଷ ତଳେ ନିଜର ଏକ ପୁସ୍ତକ ଲଞ୍ଚକୁ ନେଇ ବିବାଦରେ ଫସିଛନ୍ତି ବଲିଉଡର ବେବୋ । ନିକଟରେ କରୀନା କପୁର ନିଜର ପ୍ରେଗ୍ନେନ୍ସି ଯାତ୍ରାକୁ ନେଇ ଏକ ବହି ଲଞ୍ଚ କରିଥିଲେ। ସେହି ବହିର…