Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୋ ଏଂଟ୍ରି ୨ ଷ୍ଟାରକାଷ୍ଟ ଘୋଷଣା କଲେ ବୋନୀ କାପୁର, ସଲମାନ ନାହାନ୍ତି

ମୁମ୍ବାଇ: ବୋନୀ କାପୁର ନୋ ଏଂଟ୍ରି ୨ ଫିଲ୍ମର ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି । ଫିଲ୍ମରେ ଦିଲଜିତ ଦୋସାଂଝା, ଅର୍ଜୁନ କାପୁର ଓ ବରୁଣ ଧାୱନଙ୍କୁ ଏକତ୍ର ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ୩ଜଣ ଯାକ ଡବଲ ରୋଲ କରିବେ । ଚଳିତ ବର୍ଷ ଡିସେମ୍ବରରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ବୋନୀ ସୂଚନା…

ପଠାନର ସୀକ୍ୱେଲରେ ନିର୍ଦ୍ଦେଶନା ଦେବେନି ସିଦ୍ଧାର୍ଥ

ମୁମ୍ବାଇ: ୨୦୨୩ରେ ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ସଲମାନ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ସଲମାନଙ୍କ ଟାଇଗର ୩ରେ ଶାହାରୁଖ ମଧ୍ୟ କ୍ୟାମିଓ କରିଥିଲେ । ରିପୋର୍ଟ ମୁତାବକ ପଠାନର…

ଆସିଲା ‘ହୀରାମଣ୍ଡି’ ରିଲିଜ ତାରିଖ; ଏହି ଦିନ ଓଟିଟି ପ୍ଲାଟଫର୍ମରେ ହେବ ମୁକ୍ତିଲାଭ

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲିଙ୍କର ବହୁ ପ୍ରତୀକ୍ଷିତ ୱେବସିରିଜ ହୀରାମଣ୍ଡିକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସିଖବର । ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏହି ୱେବସିରିଜ । ବର୍ତ୍ତମାନ ଏହି ୱେବସିରିଜର ରିଲିଜ ତାରିଖ ଘୋଷଣା କରାଯାଇଛି । ନେଟଫ୍ଲିକ୍ସରେ ଏହି ସିରିଜ ମେ ୧ରେ…

୫ କୋଟି ୯୯ ଲକ୍ଷ ଟଙ୍କାରେ ନିଲାମ ହେଲା ଟାଇଟାନିକ ଫିଲ୍ମରେ ବ୍ୟବହୃତ କବାଟ

ନୂଆଦିଲ୍ଲୀ: ହଲିଉଡର ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଟାଇଟାନିକ ରିଲିଜ ହେବାର ୨୬ ବର୍ଷ ହୋଇଗଲାଣି । ଏବେ ବି ଦର୍ଶକଙ୍କ ମନରେ ଏହି ଫିଲ୍ମ ଘର କରି ରହିଛି । ଏଥିରେ ଲିୟୋନାର୍ଡ ଡିକ୍ରାପିୟୋ ଓ କେଟ ୱିନ୍ସଲେଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିକଟରେ ଏହି ଫିଲ୍ମରେ…

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସର ୟାମି ଗୌତମ!

ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯେତିକି ଫିଲ୍ମରେ ଚର୍ଚ୍ଚିତ ସେତିକି ରାଜନୀତିରେ ମଧ୍ୟ l କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା…

ମୁମ୍ବାଇ ହୁକା ବାର ମାମଲା: ବିଗ ବସ୍ ବିଜେତା ମୁନାୱାର ଫାରୁକି ଅଟକ

ମୁମ୍ବାଇ: ପୁଣି ବିବାଦରେ 'ବିଗ୍ ବସ୍' ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକି । ମୁମ୍ବାଇ ହୁକା ବାର୍ ମାମଲାରେ ମୁନାୱାର ଫାରୁକିଙ୍କୁ ଅଟକ ରଖିଛି ପୋଲିସ । ଏହି ମାମଲାରେ ମୁନାୱରଙ୍କୁ ମିଶାଇ ମୋଟ ୧୪ ଜଣଙ୍କୁ ପୋଲିସ ହେପାଜତରେ ପଚରାଉଚରା କରାଯାଇଥିଲା। ପଚରାଉଚରା…

ବ୍ୟାଡମିଂଟନ ଖେଳାଳି ମାଥିୟସ ବୋଏଙ୍କୁ ବିବାହ କଲେ ତାପସୀ

ମୁମ୍ବାଇ: ଦୀର୍ଘ ଦିନର ପ୍ରେମ ସମ୍ପର୍କ କରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କୁ ବିବାହ କରିଛନ୍ତି । ରିପୋର୍ଟ ମୁତାବକ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା । ଏହାକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ…

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ – “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ୱର : କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଓଡ଼ିଆ ଗୀତ ଓ ସଙ୍ଗୀତର ଅମଳିନ ପ୍ରତିଭା ଅକ୍ଷୟ ମହାନ୍ତିଙ୍କ ଉପରେ ଏକ ନିଆରା ଫିଲ୍ମ "ଖୋକା ଭାଇ ତମ ପାଇଁ" ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋକା ଭାଇଙ୍କ…

ନାୟକ ୨ ଫିଲ୍ମକୁ ମେକର୍ସଙ୍କ ସବୁଜ ସଙ୍କେତ

ମୁମ୍ବାଇ: ଦିନକର ମୂଖ୍ୟମନ୍ତ୍ରୀ ଉପରେ ଆଧାରିତ ରାଜନୈତିକ ଫିଲ୍ମ ନାୟକ ୨୦୦୧ରେ ରିଲିଜ ହୋଇଥିଲା । ଅନୀଲ କାପୁର ଓ ଅମରୀଶ ପୁରୀ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ୨୩ ବର୍ଷ ପରେ ଏହାର ସୀକ୍ୱେଲ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ସିଦ୍ଧାର୍ଥ…

୬୦ ବର୍ଷରେ ପୁଣି ବିବାହ କଲେ ଗୋବିନ୍ଦା, ସାକ୍ଷୀ ରହିଲେ ମାଧୁରୀ ଓ ସୁନୀଲ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଅଭିନେତା ଗୋବିନ୍ଦା । ଗୋବିନ୍ଦାଙ୍କ ଡ୍ୟାନ୍ସ ଠୁ ଆରମ୍ଭ କରି ତାଙ୍କ କମେଡି ଓ ଅଭିନୟକୁ ଆଜି ବି ଲୋକେ ପ୍ରଶଂସା କରନ୍ତି । ତାଙ୍କର ସେହି ଅନ୍ଦାଜରେ ଆଜି ବି ଅନେକ ପ୍ରଶଂସକ ଦିୱାନା । ତେବେ ବର୍ତ୍ତମାନ ଗୋବିନ୍ଦା ବଡ ପରଦାରୁ ଦୁରେଇ ରହିଥିବା ବେଳେ ଛୋଟ…