Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଶ୍ୱଥାମାଙ୍କ ଭୂମିକା କରିବେ ଶାହୀଦ କାପୁର

ମୁମ୍ବାଇ: ଲୋକପ୍ରିୟ କଳାକାର ଶାହୀଦ କାପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ…

ରଣଦୀପ ହୁଡ୍ଡାଙ୍କ କଙ୍କାଳ ରୂପୀ ଚେହେରା ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ତାଙ୍କର କଙ୍କାଳରୂପୀ ଚେହେରା ପ୍ରଶଂସକଙ୍କୁ ସ୍ତବ୍ଧ କରିଛି । ସେ ଫଟୋ ତଳେ କାଲାପାନୀ ଲେଖିଛନ୍ତି । ଅଭିନୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସମସ୍ତେ ପ୍ରଶଂସା…

ରେଭ୍ ପାର୍ଟିକୁ ସାପ ବିଷ ଯୋଗାଉଥିବା ସ୍ୱୀକାର କଲେ ଏଲଭିଶ ଯାଦବ

ନୂଆଦିଲ୍ଲୀ: ପାର୍ଟିକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବ । ଏବେ ଜେଲ୍ ରେ ଦିନ କାଟୁଛନ୍ତି ଏଲଭିସ । ତେବେ ଏହି ଘଟଣାରେ ପୂର୍ବରୁ ସେ ଅସ୍ୱୀକାର କରୁଥିବାବେଳେ, ବର୍ତ୍ତମାନ ଗିରଫ ପରେ ନିଜ ଦୋଷ…

କଲକୀ ୨୮୯୮ ଏଡି ଓ ପୁଷ୍ପା ୨ ଫିଲ୍ମ ବକ୍ସ ଅଫିସରେ ହେବେ ସାମ୍ନା ସାମ୍ନି

ମାଡ୍ରାସ: ଦକ୍ଷିଣ ଭାରତର ୨ ପ୍ରତୀକ୍ଷୀତ ଫିଲ୍ମ କଲକୀ ୨୮୯୮ ଏଡି ଓ ପୁଷ୍ପା ୨ ଫିଲ୍ମକୁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । କଲକୀ ୨୮୯୮ ଏଡିରେ ପ୍ରଭାସ ଏବଂ ପୁଷ୍ପା ୨ରେ ଅଲ୍ଲୁ ଅର୍ଜୁନ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଦୁଇ ମେଗା…

ଜ୍ୟାକି ଚାନଙ୍କ ଲୁକ ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ୮୦ ରୁ ୯୦ ଦଶକ ମଧ୍ୟରେ ଆକ୍ସନ ଫିଲ୍ମକୁ କମିକ ଶୈଳୀରେ ଅଭିନୟ କରି ଜ୍ୟାକି ଚାନ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ । ତାଙ୍କ ଫିଲ୍ମର ଅଧିକାଂଶ ଫାଇଟ ଦୃଶ୍ୟ ସେ ନିଜେ ନିର୍ଦ୍ଦେଶନା ଦେଇଥାନ୍ତି । ନୂତନ ଶୈଳୀରେ ତାଙ୍କ ଆକ୍ସନ ଦୃଶ୍ୟକୁ ଦର୍ଶକମାନେ ଭଲ ପାଉଥିଲେ । ଦୀର୍ଘ ଦିନ ପରେ…

ୟୁଟ୍ୟୁବର ଏଲଭିଶ ଯାଦବ ଗିରଫ

ନୂଆଦିଲ୍ଲୀ: ଗିରଫ ହେଲେ ବିଗବସ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ । ନୋଏଡା ସ୍ଥିତ ଏକ ରେଭ ପାର୍ଟିରେ ସାପ ବିଷ ମାମଲାରେ ତାଙ୍କୁ ପଚରାଉଚରା କରିବା ପରେ ଆଜି ନୋଏଡା ପୋଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଗିରଫ କରିଛି । ଗତ ବର୍ଷ ନୋଏଡା ପୋଲିସ ସେକ୍ଟର ୩୯ ରେ ଏକ ଏଫଆଇଆର…

୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ଖୁସି ଖବର । ୫୮ ବର୍ଷରେ ତାଙ୍କ ମା’ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଶିଶୁପୁତ୍ର ସହ ଏକ ଫଟୋ ସେୟାର କରିଛନ୍ତି । ସେ ଏହା…

ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦା

ମୁମ୍ବାଇ; ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦା । ହରିୟାଣାର ମାନେସର ଅରାବାଲି ପାହାଡ ମଧ୍ୟରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ସେମାନଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହରେ ଦମ୍ପତିଙ୍କ ପରିବାର ସଦସ୍ୟ, କିଛି ସମ୍ପର୍କୀୟ ଏବଂ…

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି ଆଉ ଏହି ସମୟରେ ଅନୁରାଧା ପାଉଡୱାଲ ରାଜନୈତିକ କ୍ୟାରିୟର ଆରମ୍ଭ…

ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଅଭିନେତା ଅମିତାଭ ବଚ୍ଚନ, ସ୍ଵାସ୍ଥ୍ୟକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ବିଗ୍ ବି

ମୁମ୍ବାଇ: ଗତକାଲି ବଲିଉଡର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା । ୮୧ ବର୍ଷୀୟ ଅଭିନେତା ଗତକାଲି କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କିଛି ଗଣମାଧ୍ୟମରେ ଖବର ଆସିଥିଲା ଯେ ତାଙ୍କ ଗୋଡ଼ରେ ଜମାଟ ବାନ୍ଧିବାରୁ ଆଞ୍ଜିଓପ୍ଲାଷ୍ଟି…