Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିଶେକ- ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ, ଇନ୍ଧନ ଦେଲେ ଜୁନିୟର ବଚ୍ଚନ

ମୁମ୍ବାଇ: ଏବେ ସେପାରେଟ ହୋପାରନ୍ତି ଜୁନିୟର ଅମିତାଭ ଓ ବିଶ୍ବ ସୁନ୍ଦରୀ ।  ଆଗରୁ ଖାଲି ଚର୍ଚ୍ଚା ହେଉଥିଲା ହେଲେ ଏବେ ଜଳ ଜଳ କରି ସବୁ କିଛି ଦେଖାଗଲାଣି । ସ୍ବାମୀ ଓ ଶାଶୁ ଘରଠାରୁ ଦୂର ଦୂର ରହୁଛନ୍ତି ବଲିଉଡ ସୁନ୍ଦରୀ ଐଶ୍ବର୍ଯ୍ୟା । ଇଭେଣ୍ଟ ହେଉକି ପାର୍ଟି ସବୁଠି କେବଳ ନିଜ ଝିଅ ସହ…

କ୍ରିକେଟର ଶୁଭମନ ଗିଲ, ଅଭିନେତ୍ରୀ ରିଦ୍ଧିମା ଶାହଙ୍କ ବିବାହ ଗୁଜବ

ମୁମ୍ବାଇ: ଟିଭି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତ ଓ କ୍ରିକେଟର ଶୁଭମନ ଗିଲ ବିବାହ କରିବାକୁ ଯାଉଥିବା ଗୁଜବ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉକ୍ତ ରିପୋର୍ଟରେ ଉଭୟଙ୍କ ବିବାହ ଡିସେମ୍ବରରେ ହେବ ବୋଲି ଉଲ୍ଲେଖ ରହିଥିଲା । ଏବେ ଏକ ସାକ୍ଷାତକାରରେ ରିଦ୍ଧିମା ଏହି ଖବରକୁ ଖଣ୍ଡନ କରିଛନ୍ତି ।…

ଷ୍ଟଣ୍ଟ ବେଳେ ୨୦ଫୁଟ ତଳକୁ ଖସିପଡ଼ି ଷ୍ଟଣ୍ଟମ୍ୟାନ ମୃତ

ଚେନ୍ନାଇ: ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା। ଷ୍ଟଣ୍ଟ କରୁଥିଲା ବେଳେ ୨୦ଫୁଟ ତଳକୁ ଖସି ପଡ଼ି ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୦ମି. ସମୟରେ ମୃତ୍ୟୁ ବରଣ କରିଥିଲେ। ଏଲୁମଲାଇଙ୍କ…

ଗଣେଶଙ୍କ ମୂର୍ତ୍ତୀ ସହ ଫଟୋ ଉଠାଇ ସମାଲୋଚିତ ହେଲେ କିମ କାର୍ଦ୍ଦିଶିୟାନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚେଂଟଙ୍କ ବିବାହ ଉତ୍ସବରେ ଦେଶ ଓ ବିଦେଶର ଅନେକ ସେଲିବ୍ରେଟି ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ରିୟଲିଟି ଟେଲିଭିଜନ ଷ୍ଟାର କିମ କାର୍ଦ୍ଦିଶିୟାନ ତାଙ୍କ ଭଉଣୀ କଲୋଇ କାର୍ଦ୍ଦିଶିୟାନଙ୍କ ସହ ଏଥିରେ ଅଂଶଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ସେ ଏହି…

ରାମାୟଣ ନିର୍ମାତା ପ୍ରସ୍ତୁତ କରିବେ ଶ୍ରୀକୃଷ୍ଣଙ୍କ ଉପରେ ୱେବ୍ ସିରିଜ୍, ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ ହେବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ପରେ ମଧ୍ୟ ଏହି ସିରିଏଲର ଚମତ୍କାରତା ଅକ୍ଷୁର୍ଣ୍ଣ ରହିଛି। କରୋନା ଅବଧି ସମୟରେ ମଧ୍ୟ ଏହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ସିରିଏଲର ସଫଳତା ଦେଖି ସାଗର ପିକ୍ଚର୍ସ…

କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର; ଏକ ହେଲେ ଅନନ୍ତ- ରାଧିକା

ମୁମ୍ବାଇ: କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର । ୨୦୧୭ରେ ଦୁହେଁ ଦୁହିଁଙ୍କୁ ଦେଇଥିବା ପ୍ରତିଶ୍ରୁତି ଗତକାଲି ଆଉ ଏକ ନୂଆ ଆଖ୍ୟା ପାଇଛି । ହିନ୍ଦୁ ରୀତିନୀତି ଅନୁସାରେ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ । ଦେଶର ବହୁ ଚର୍ଚ୍ଚିତ ଓ ବ୍ୟୟ ବହୁଳ ବିବାହ ଗତକାଲି ସମ୍ପନ୍ନ ହୋଇଛି । ଭାରତର ଏକ…

କରୋନା ପଜିଟିଭ ଖିଲାଡି ଷ୍ଟାର

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନୂତନ ଫିଲ୍ମ ସରଫେରା ରିଲିଜ ପୂର୍ବରୁ ସାମ୍ନାକୁ ଆସିଛି ଦୁଃଖଦ ଖବର । କରୋନାରେ ଆକ୍ରାନ୍ତ ହୋଇଛନ୍ତି କିଲାଡି ଷ୍ଟାର୍ ଅକ୍ଷୟ କୁମାର । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି…

ଖିଲାଡି ଭାଇଙ୍କ ‘ସରଫିରା’, ଫେରାଇପାରିବ କି ସମ୍ମାନ

ମୁମ୍ବାଇ: ଆଜି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଖିଲାଡି ଅକ୍ଷୟ କୁମାରଙ୍କ ଆଉ ଏକ ନୂଆ ଫିଲ୍ମ ‘ସରଫିରା’ । ଚଳିତ ବର୍ଷରେ ଏହା ଅକ୍ଷୟଙ୍କ ଦ୍ବିତୀୟ ଫିଲ୍ମ । ଏହା ପୂର୍ବରୁ ଫିଲ୍ମ ‘ବଡେ ମିଆଁ ଓ ଛୋଟେ ମିଆଁ’ ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅକ୍ଷୟ । ହେଲେ ଚଳିତ ବର୍ଷ ଆରମ୍ଭରୁ…

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନିଲ ଦଳାଇ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଘରୋଇ ସହାୟିକା ଚନ୍ଦ୍ରଶେଖରପୁର…

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ…