Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପକମିଂ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏବେ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଫ୍ୟାକଚର୍ ହେଇଥିବା ନେଇ ତାଙ୍କ ଟିମ୍ ପକ୍ଷରୁ ସୂଚନା ମିଳିଛି। ସୂଚନା…

ମହାରାଜଙ୍କ ମାନହାନି କରିଥିବା ଜଣେ ସାମ୍ବାଦିକ 

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଚର୍ଚ୍ଚିତ ହିନ୍ଦି ଫିଲ୍ମ ‘ମହାରାଜ’ । ଫିଲ୍ମର ବିଷୟବସ୍ତୁ ଉନ୍ନବିଂଶ ଶତାବ୍ଦୀର ଏକ ଚର୍ଚ୍ଚିତ କୋର୍ଟ କେସ୍ ଓ ଜଣେ ନିର୍ଭୀକ ସାମ୍ବାଦିକଙ୍କ ଉପରେ ଆଧାରିତ । ସାମ୍ବାଦିକ ସୌରଭ ଶାହଙ୍କ ଉପନ୍ୟାସ ‘ମହାରାଜ’ର କଥାବସ୍ତୁ ଉପରେ ନିର୍ମିତ ହୋଇଛି ଫିଲ୍ମ। ଜଣେ…

ରଣବୀର, ମାଧବନ, ସଞ୍ଜୟଙ୍କ ପରେ ଧୂରନ୍ଧରରେ ସାମିଲ ହେଲେ ଅକ୍ଷୟ

ମୁମ୍ବାଇ: ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଆଦିତ୍ୟ ଧର ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରରେ ବ୍ୟସ୍ତ ଅଛନ୍ତି । ରଣବୀର ସିଂ, ଆର.ମାଧବନ, ସଞ୍ଜୟ ଦତଙ୍କ ପରେ ଏବେ ଅକ୍ଷୟ ଖାନ୍ନାଙ୍କୁ ଏଥିରେ ସାମିଲ କରାଯାଇଛି । ଅକ୍ଷୟ କେଉଁ ଭୂମିକା କରିବେ…

ପୁଣି ଅଡୁଆରେ କଣ୍ଠଶିଳ୍ପୀ: ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: ପୁଣି ଅଡୁଆରେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା ହୋଇଛି। ଇଣ୍ଟର ନ୍ୟାସନାଲ ହ୍ୟୁମାନ୍ ରାଇଟ୍‌ସ କମିଶନ ସଂଘ ପକ୍ଷରୁ ଏତଲା ହୋଇଛି। ଜଗନ୍ନାଥ ଭଜନକୁ…

ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଅଡୁଆରେ ସାମନ୍ଥା ରୁଥ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଏବେ ଅଡୁଆରେ ପଡିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସାମନ୍ଥା କହିଥିଲେ ଯେ, ଭାଇରାଲ ଇନଫେକଶନ ପାଇଁ ହାଇଡ୍ରୋଜେନ ପେରୋକ୍ସସାଇଡ ନେବୁଲାଇଜେଶନ କରିବାକୁ ପରାମର୍ଶ…

ହ୍ରିତିକଙ୍କ ପରେ ସୁଜୈନ ଖାଁ ଖୋଜି ନେଲେ ନୂଆ ପ୍ରେମିକ

ମୁମ୍ବାଇ: ହ୍ରିତିକ ରୋଶନ ଓ ସୁଜୈନ ଖାଁଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୧୭ ବର୍ଷ ଏକତ୍ର ରହିବା ପରେ ଉଭୟ ଶେଷରେ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ଛାଡପତ୍ର ପରେ ଉଭୟ ସେମାନଙ୍କ ଜୀବନରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ହ୍ରିତିକ ଏବେ ସବା ଆଜାଦଙ୍କ…

ଭାରତର ହାଇବଜେଟ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ମୂଳ ତେଲେଗୁ ଫିଲ୍ମ କଲକୀ ୨୮୯୮ ଏଡି । ସାଇନ୍ସ ଫିକସନ ଶ୍ରେଣୀଭୁକ୍ତ କଲକୀ ୨୮୯୮ ଏଡି ଏଯାବତ ଭାରତରେ ନିର୍ମିତ ସବୁଠାରୁ ବ୍ୟୟବହୁଳ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମ ନିର୍ମାଣରେ ଖର୍ଚ୍ଚ ହୋଇଛି ୬୦୦ କୋଟିରୁ ୭୦୦ କୋଟି ଟଙ୍କା । ଫିଲ୍ମର ଉଚ୍ଚକୋଟୀର…

କମାଲ କରୁଛି କଳକୀ-୨୮୯୮ ଏଡି; ୭ମ ଦିନରେ ୭୦୦ କୋଟି ଟଙ୍କା ଆୟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି । ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ଏଡି । ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଥିବା ବେ‌ଳେ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ତେବେ ରିଲିଜର ୭ମ ଦିନରେ ମୋଟ…

ବନ୍ଦ ହେଲା ଶଙ୍କରଙ୍କ ଅପରିଚିତର ହିନ୍ଦୀ ରିମେକ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଶଙ୍କରଙ୍କ ବହୂ ପ୍ରତିକ୍ଷୀତ ଅପରିଚିର ହିନ୍ଦୀ ରିମେକକୁ ବନ୍ଦ କରି ଦିଆଯାଇଛି । ରଣବୀର ସିଂ ଅଭିନୀତ ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚା ଜୋର ଧରିଥିଲା । ଶଙ୍କର ରୋବୋଟ, ଇଣ୍ଡିଆନ ଓ ନାୟକ ପରି ସୁପରହିଟ ଫିଲ୍ମ କରି…

ବେଙ୍ଗଲ ହିଂସାକୁ ନେଇ ଆସୁଛି ଦି ଦିଲ୍ଲୀ ଫାଇଲ୍ସ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଫିଲ୍ମ ଦି ଦିଲ୍ଲୀ ଫାଇଲ୍ସକୁ ନେଇ ବ୍ୟସ୍ତ ଅଛନ୍ତି । ବେଙ୍ଗଲ ହିଂସା ଉପରେ ଏହି ଫିଲ୍ମ ଆଧାରିତ । ନିକଟରେ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲୀ ଜିନ୍ନାଙ୍କ ଭୂମିକା ପାଇଁ ସେ ପ୍ୟାନ ଇଣ୍ଡିଆ କଳାକାର ଚୟନ…