Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାକ୍ଷସ ଫିଲ୍ମରେ ଅଭିନୟ କରିବେ ରଣବୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ରଣବୀର ସିଂ ରାକ୍ଷସ(ଅସ୍ଥାୟୀ ନାମ) ନାମକ ଫିଲ୍ମ ସାଇନ କରିଛନ୍ତି । ପୌରାଣିକ କଥାବସ୍ତୁ ଉପରେ ଏହି ଫିଲ୍ମ ଆଧାରିତ । ସେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପିଙ୍କଭିଲାରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି । ହନୁମାନ ଫେମ ନିର୍ଦ୍ଦେଶକ…

ଏହି ତାରିଖରେ ରିଲିଜ ହେବ ‘କଳକୀ ୨୮୯୮ ଏଡି’: ଜାଣନ୍ତୁ ତାରିଖ…

ମୁମ୍ବାଇ: ସାମ୍ନାକୁ ଆସିଲା ‘କଳକୀ ୨୮୯୮ ଏଡି’ ର ରିଲିଜ ତାରିଖ । ବାହୁବଳୀ ଫେମ୍ ପ୍ରଭାସଙ୍କ ଅଭିନୀତ କଳକୀ ୨୮୯୮ ଏଡି ଚଳଚ୍ଚିତ୍ର ଆସନ୍ତା ଜୁନ୍ ୨୭ ତାରିଖରେ ମୁକ୍ତିଲାଭ କରିବ । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପୂର୍ବରୁ ମେ ୯ ରେ ରିଲିଜ ହେବାର ଥିଲା । ତାରିଖ ଘୋଷଣା ସହିତ…

୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା ସୀତାବିବାହ

ଭୁବନେଶ୍ବର: ୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା ସୀତାବିବାହ । ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ  । ଓଡ଼ିଶା ସମ୍ରଗ ଭାରତ ବର୍ଷରେ ସର୍ବପୁରାତନ ସିନେମା ଜଗତ । ମାତ୍ର ଆଉ ୧୧ ବର୍ଷ ପରେ ଶତବାର୍ଷିକ ଉତ୍ସବ । ଓଡ଼ିଆ ସିନେମାର ଇତିହାସ ବେଶ୍‌…

ଅମିତାଭ ବଚ୍ଚନଙ୍କୁ ମିଳିଲା ‘ଲତା ଦିନାନାଥ ମଙ୍ଗେସକର ଆୱାର୍ଡ’

ମୁମ୍ବାଇ: ବୁଧବାର ମୁମ୍ବାଇରେ 'ଲତା ଦିନାନାଥ ମଙ୍ଗେସକର ଆୱାର୍ଡ' ଶୋ' ଆୟୋଜିତ ହୋଇଯାଇଛି । ଏହି ଆଓ୍ବାର୍ଡ ସେଇମାନଙ୍କୁ ଦିଆଯାଏ ଯିଏ ରାଷ୍ଟ୍ର ଓ ସମାଜ ପାଇଁ ଉତ୍କୃଷ୍ଟ ମାନର କାମ କରିଥାନ୍ତି । ଏହି ସମ୍ମାନ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦିଆଯାଇଥିଲା । ଚଳିତବର୍ଷ…

ଲତା ଦିନାନାଥ ମଙ୍ଗେଶକର ପୁରଷ୍କାରରେ ସମ୍ମାନିତ ହେଲ ବିଗ୍ ବି

ମୁମ୍ବାଇ: ମାଷ୍ଟର ଦିନାନାଥ ମଙ୍ଗେଶକରଙ୍କ ୮୨ ତମ ପୁଣ୍ୟତିଥି ଅବସରରେ ଗତ ୩୪ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଷ୍ଟର ଦୀନାନାଥ ମଙ୍ଗେଶକର ସ୍ମୃତି ପ୍ରତୀଷ୍ଠାନ ସଂସ୍ଥା ତରଫରୁ ଚଳଚ୍ଚିତ୍ର, ସମାଜ, କଳା ଇତ୍ୟାଦି ସହିତ ଜଡିତ ଲୋକଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ବିଗ୍ ବି ଅମିତାଭ…

ଅଡୁଆରେ ବାହୁବଳୀ ଫେମ୍ ତମନ୍ନା ଭାଟିଆ, ସମନ୍ ପଠାଇଲା ସାଇବର ସେଲ

ମୁମ୍ବାଇ: ଅଡୁଆରେ ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାରାଷ୍ଟ୍ର ସାଇବର ସେଲ୍ ବଲିଉଡ ଅଭିନେତ୍ରୀଙ୍କୁ ଫେୟାରପ୍ଲେରେ ୨୦୨୩ ଆଇପିଏଲ୍ ବେଆଇନ ଭାବେ ପ୍ରସାରଣ କରି କୋଟି କୋଟି ଟଙ୍କା କ୍ଷତି ଘଟାଇବା ଘଟଣାରେ ପଚରାଉଚରା ପାଇଁ ସମନ ଜାରି କରିଛି । ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ…

ଅପରେଶନ ଟ୍ରାଇଡେଂଟ ଫିଲ୍ମର ଘୋଷଣା କଲେ ଫରହାନ, ରିତେଶ

ମୁମ୍ବାଇ: ମଡଗାଁଓ ଏକ୍ସପ୍ରେସ ରିଲିଜ ପରେ ଫରହାନ ଅଖତାର ଓ ରିତେଶ ସିଧୱାନୀ ସେମାନଙ୍କ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ । ଏହାର ନାମ ଅପରେଶନ ଟ୍ରାଇଡେଂଟ ରଖାଯାଇଛି । ଭାରତୀୟ ନେଭିର ସାହାସିକ ଗାଥା ଏହି ଫିଲ୍ମରେ ଦର୍ଶାଯିବ ।…

ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା: ତାପି ନଦୀରୁ ଜବତ ହେଲା ଆଉ ଏକ ବନ୍ଧୁକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣାରେ କ୍ରାଇମବ୍ରାଞ୍ଚ ତାପି ନଦୀରୁ ଆଉ ଏକ ବନ୍ଧୁୁକ ଜବତ କରିଛି। କ୍ରାଇମ ବ୍ରାଞ୍ଚ ତଦନ୍ତରୁ ଜଣାପଡିଛି ଯେ ଏହି ମାମଲାରେ ଗିରଫ ହୋଇଥିବା ଉଭୟ ଅଭିଯୁକ୍ତ ପିସ୍ତଲକୁ ତାପି ନଦୀରେ ଫିଙ୍ଗି ଦେଇଛନ୍ତି। ସୂଚନା ପାଇବା…

ଶାହାରୁଖ୍‌ଙ୍କ ‘ଜବ୍ରା ଫ୍ୟାନ୍’ ଗୀତ ପାଇଁ ପ୍ରଡକ୍ସନ୍ ଟିମ୍‌କୁ ଦେବାକୁ ପଡ଼ିବନି ଜୋରିମାନା, ନିଷ୍ପତ୍ତିକୁ…

ମୁମ୍ବାଇ: ସୁପ୍ରିମକୋର୍ଟ ୱାଇଆରଏଫ୍ (YRF) ସପକ୍ଷରେ ରାୟ ଦେଇଛନ୍ତି ଏବଂ ମହାରାଷ୍ଟ୍ର ଉପଭୋକ୍ତା ଆୟୋଗ ଶାହାରୁଖ ଖାନଙ୍କ ଫିଲ୍ମ 'ଫ୍ୟାନ୍'ରେ' ଜବ୍ରା ଫ୍ୟାନ୍ 'ଗୀତ ନଥିବାରୁ ପ୍ରଡକ୍ସନ୍ ହାଉସକୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିବା ଆଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେତେବେଳେ…

ରଣବୀର ସୋସିଆଲ ମିଡିଆ ବିରୋଧରେ ଆଣିଲେ ସଂଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଣିଲେ  ଅଭିଯୋଗ । ଏଆଇ ଦ୍ୱାରା ନିର୍ମିତ ଭିଡିଓ ଭାଇରାଲ ହେବା ପରେ ବଲିଉର ଷ୍ଟାର ରଣବୀର ସିଂ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିବା ରଣବୀର ସିଂ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଛନ୍ତି ।…