Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନଙ୍କ ଘର ବାହାରେ ଫାଏରିଂ ଘଟଣା: ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ, ମୁମ୍ବାଇ କୋର୍ଟରେ କରାଯିବ ହାଜର

ମୁମ୍ୱାଇ : ଏପ୍ରିଲରେ ସଲମାନ ଖାନଙ୍କ ଘରେ ଗୁଳି ବିନିମୟ କେବଳ ସାଧାରଣ ଲୋକଙ୍କ ମଧ୍ୟରେ ନୁହେଁ, ବରଂ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ…

ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା

ନୂଆଦିଲ୍ଲୀ: ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । ୨୦୧୪ ରୁ କରୀନା ୟୁନିସେଫ୍ ସହ ଜଡିତ ଅଛନ୍ତି । ତାଙ୍କୁ ବ୍ରାଣ୍ଡ ଆମ୍ବାସାଡାର ଭାବେ ନିଯୁକ୍ତ କରାଯିବା ପରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ସେ ତାଙ୍କର ସୋସିଆଲ ମିଡିଆ…

ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା

ମୁମ୍ବାଇ: ସାଉଥ ସୁପର ଷ୍ଟାର ତଥା କେଜିଏଫ ଫେମ ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ବଲିଉଡ ଅଭିନେତ୍ରୀ କରୀନା କାପୁର ଓହରି ଯାଇଛନ୍ତି । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ କରୀନାଙ୍କ କ୍ୟାରିୟରକୁ ନୂତନ ମୋଡ ଦେବ ବୋଲି ଅନୁମାନ କରାଯାଉଥିଲା । ତେବେ କରୀନା କେଉଁ…

୯୦ ଦଶକ ବଲିଉଡର ରହସ୍ୟ ଉଜାଗର କଲେ ସୋନାଲୀ ବେନ୍ଦ୍ରେ

ମୁମ୍ବାଇ: ୯୦ ଦଶକରେ ବଲିଉଡ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ଏବେ ସେ ୱେବ ସିରିଜ ଦି ବ୍ରୋକେନ ନ୍ୟୁଜ ଦ୍ୱିତୀୟ ସିଜନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଅବସରରେ ୯୦ ଦଶକରେ କିପରି ନିର୍ମାତାମାନେ…

ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ: କଂଗ୍ରେସ ଯଦି ଟିକେଟ ଦିଏ ତେବେ ମୁଁ କଙ୍ଗନାଙ୍କୁ ହରେଇ ଦେବି

ମୁମ୍ବାଇ: ଟେଲିଭିଜନର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଅଭିନେତ୍ରୀ ରାଖୀ ସାୱନ୍ତ ପ୍ରତ୍ୟେକ ଦିନ କିଛି ନା କିଛି କାରଣ ପାଇଁ ବିବାଦ ଘରେ ନଜର ଆସନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ ସହ କର୍ମଜୀବନ ସମ୍ପର୍କରେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲୁଥିବା ନଜର ଆସୁଛି। ବର୍ତ୍ତମାନ ପୁଣି…

୨୫ ବର୍ଷ ହେବ ଚିନି ଖାଇ ନାହାନ୍ତି ଏହି ହୀରୋ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜନ ଆବ୍ରାହାମ ଉଭୟ ମଡେଲିଂ ଏବଂ ଫିଲ୍ମକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ସର୍ବଦା ନିଜ ଫିଟନେସକୁ ଗୁରୁତ୍ୱ ଦେଇଥାନ୍ତି । ନିକଟରେ ପାକିସ୍ତାନୀ କଳାକାର ଏଲୀ ଖାଁ ତାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ଏକ…

ପୁଣି ଫେରିଲା ‘ବାହୁବଳୀ’, ରାଜାମୌଲୀ ଦେଖାଇଲେ ଏହାର ପ୍ରଥମ ଝଲକ

ମୁମ୍ବାଇ: ‘ବାହୁବଳୀ’, ‘ବାହୁବଳୀ ୨’ ପରେ ଏବେ ଧୁମ ମଚେଇବ ‘ବାହୁବଳୀ, ଦ କ୍ରାଉନ ଅଫ୍ ବ୍ଲଡ୍’ । ଖୁବଶୀଘ୍ର ଆସିବାକୁ ଯାଉଛି ‘ବାହୁବଳୀ, ଦ କ୍ରାଉନ ଅଫ୍ ବ୍ଲଡ୍’ । ଏସ୍ ଏସ୍ ରାଜାମୌଲୀଙ୍କ ‘ବାହୁବଳୀ’ ଏବଂ ‘ବାହୁବଳୀ ୨’ ର ବଡ ସଫଳତା ପରେ ଏବେ ସେ ତାଙ୍କର ପ୍ରଶଂସକମାନଙ୍କୁ ପୁଣି ଏକ ବଡ…

ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ମାମଲା, ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇ: ବଲିଉଡ ତାରକା ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ଘଟଣାରେ ସାମ୍ନାକୁ ଆସିଛି ଏକ ବଡ ଖବର । ପୋଲିସ କଷ୍ଟଡି ଭିତରେ ଆତ୍ମହତ୍ୟା କରିଛନ୍ତି ଫାୟାରିଂ କେସ୍‌ରେ ଧରାପଡିଥିବା ଜଣେ ଅଭିଯୁକ୍ତ । ଆତ୍ମହତ୍ୟା କରିଥିବା ଅଭିଯୁକ୍ତର ନାମ ଅନୁଜ ଥାପନ ବୋଲି ଜଣାପଡିଛି । ଅଭିଯୁକ୍ତ ଅନୁଜ…

ଇନଷ୍ଟାରେ ଏଣ୍ଟ୍ରୀ କରିବା ମାତ୍ରେ ଫେମସ ହୋଲେ ଛୋଟେ ନବାବ, ଗୋଟିଏ ପୋଷ୍ଟରୁ ବଢିଲେ ଏତେ ସଂଖ୍ୟକ ଫଲୋଅର

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମ ରେ ଡେବ୍ୟୁ କରିଛନ୍ତି ବଲିଉଡର ଛୋଟେ ନବାବ ଇବ୍ରାହିମ ଅଲ୍ଲୀ ଖାନ୍ । ସୋସିଆଲ ମିଡିଆରେ ପାଦ ରଖୁ ରଖୁ ତାଙ୍କ ଫଲୋଅରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇଷ୍ଟାଗ୍ରାମରେ ସେ ନିଜର ଚାରୋଟି ଭିନ୍ନ ଭିନ୍ନ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ…

ସାଇବର ସେଲ୍‌ଙ୍କ ସମନ ପରେ ପ୍ରତିକ୍ରିୟା ରଖିଲେ ତମନ୍ନା

ମୁମ୍ବାଇ: ଆଇପିଏଲ ମ୍ୟାଚ୍‌ର ବେଆଇନ ଷ୍ଟ୍ରିମିଂ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ । ନିକଟରେ ଆଇପିଏଲ ମ୍ୟାଚ୍ର ବେଆଇନ ଷ୍ଟ୍ରିମିଂ ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍‌ ତାଙ୍କୁ ସମନ ପଠାଇଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…