Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହାପି ବାର୍ଥ ଡେ ଟ୍ଵିଙ୍କିଲ: ପିତା ଦେଇଥିଲେ ଏକା ସାଙ୍ଗରେ ୪ଟି ପୁଅଙ୍କୁ ବୟଫ୍ରେଣ୍ଡ କରିବାର ପରାମର୍ଶ

ଭୁବନେଶ୍ଵର: ଆଜି ଏକା ସାଙ୍ଗରେ ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନା ଓ ତାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କ ଜନ୍ମଦିନ । ଗୋଟାଏ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏହି ଦୁଇ ଚର୍ଚ୍ଚିତ ଚେହେରା । ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରି ତାଙ୍କ ଝିଅ ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ କିନ୍ତୁ…

ଚଳିତବର୍ଷ ପିତାମାତା ହୋଇଛନ୍ତି ଏହି ସେଲିବ୍ରେଟି

ମୁମ୍ବାଇ : ବିଦାୟ ନେବ ୨୦୨୩ ଆଉ ପାଦ ଥାପିବ ୨୦୨୪ । ବର୍ଷ ସରିବାକୁ ହାତରେ ଆଉ ମାତ୍ର କିଛିଟା ଦିନ । ଆସନ୍ତୁ ଆଜି ଆଲୋଚନା କରିବା ଚଳିତବର୍ଷ ପିତାମାତା ହୋଇଥିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ । ଯଦି ଦେଖିବା ଏହି ତାଲିକାର ପ୍ରଥମରେ ରହିଛନ୍ତି ଗୌହର ଖାନ୍ ଏବଂ ଜୈଦ ଦରବାର ।…

ଓଡ଼ିଆ ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’: ବିଷୟବସ୍ତୁକୁ ନେଇ ସାମ୍ନା କଲା ଲିଗାଲ୍ ନୋଟିସ୍

ଭୁବନେଶ୍ୱର: ଆଗାମୀ ଓଡ଼ିଆ ୱେବ୍ ସିରିଜ୍ 'ବାରଙ୍ଗ ୧୯୯୯'ର ବିଷୟବସ୍ତୁ କୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ସିରିଜର ଟ୍ରେଲରରେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂଘର୍ଷକୁ ଦର୍ଶାଯାଇଛି । ସେହି ବର୍ଷ ଗଣଦୁଷ୍କର୍ମ ଘଟଣାର ଶିକାର…

ଜନ୍ମ ଦିନରେ ଅହାନଙ୍କୁ ନୂତନ ଫିଲ୍ମର ଭେଟିଦେଲେ ସାଜିଦ

ମୁମ୍ବାଇ: ସୁନୀଲ ଶେଟ୍ଟିଙ୍କ ପୁତ୍ର ଅହାନଙ୍କ ଆଜି ଜନ୍ମଦିନ । ପ୍ରତିଷ୍ଠିତ ଫିଲ୍ମମେକର ସାଜିଦ ନାଡିୟାଡୱାଲ ଏହି ଅବସରରେ ଅହାନଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅହାନଙ୍କୁ ନେଇ ତଡପ ଫିଲ୍ମ କରି ସାରିଛନ୍ତି । ସାଜିଦଙ୍କ ନୂତନ ଫିଲ୍ମରେ ଜଣେ…

ଅଭିନେତା ସାଜିଦ ଖାଁ ଭିଡିଓ ଶେୟାର କରି ସ୍ପଷ୍ଟ କଲେ ଯେ, ସେ ଜୀବୀତ ଅଛନ୍ତି

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମମେକର ସାଜିଦ ଖାଁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଜୀବୀତ ଅଛନ୍ତି ବୋଲି କହିଛନ୍ତି । ପ୍ରକୃତରେ ୭୦ ବର୍ଷୀୟ ସାଜିଦ ଖାଁ ନାମକ ଅନ୍ୟ ଜଣେ ଅଭିନେତା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମୃତ୍ୟୁବରଣ କରିଥିଲେ । ସେ ମଦର ଇଣ୍ଡିଆରେ ବାଳ କଳାକାର…

୧୪ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେଲେ ଈଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଈଶା କୋପିକାରଙ୍କ ବିବାହ ବିଚ୍ଛେଦ ଘଟିଛି । ୧୪ ବର୍ଷ ପରେ ଈଶା ଓ ତାଙ୍କ ସ୍ୱାମୀ ଟିମି ନାରଙ୍ଗ ପରସ୍ପରଠାରୁ ଅଲଗା ହୋଇଛନ୍ତି । ୨୯ ନଭେମ୍ବର ୨୦୦୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କ ଏକ କନ୍ୟା ସନ୍ତାନ ରହିଛି । ବିବାହ ବିଚ୍ଛେଦ…

ସଲାର ଦେଖିବା ପାଇଁ ପ୍ରଭାସଙ୍କ ବିଦେଶୀ ପ୍ରଶଂସକ ଆସିଲେ ଭାରତ

ମୁମ୍ବାଇ: ପ୍ରଭାସ ଅଭିନୀତ ସଲାର: ପାର୍ଟ ୧ ସିଜଫାୟାର ବକ୍ସ ଅଫିସରେ ରେକର୍ଡ ଆୟ ଜାରୀ ରଖିଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ ଓ ଜଗପତି ବାବୁ ମୂଖ୍ୟ ଭୂମିକାରେ ରହିଛନ୍ତି । ପ୍ରଭାସଙ୍କ ଏହି ଫିଲ୍ମକୁ ଦେଖିବାକୁ ଜାପାନରୁ…

ଆଶୀକ ୩ରେ ତୃପ୍ତିଙ୍କ ସାମିଲ ଖବରକୁ ଗୁଜବ କହିଲେ ମୁକେଶ

ମୁମ୍ବାଇ: ଆନିମଲ ଫିଲ୍ମ ଫେମ ତୃପ୍ତି ଡିମରୀ ଆଶୀକ ୩ରେ କାର୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି ଖବର ବେଶ ଚର୍ଚ୍ଚା ସାଁଉଟିଥିଲା । ତେବେ ଏହି ଖବର ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ଏହାର ନିର୍ମାତା ମୁକେଶ ଭଟ୍ଟ କହିଛନ୍ତି । ମୁଁ ପ୍ରଥମରୁ କହି ଆସିଛି ଯେ ପର୍ଯ୍ୟନ୍ତ…

ହାପି ବାର୍ଥ ଡେ ଭାଇଜାନ: ପ୍ରଥମ ଅଡିଶନରେ ଡାଇଲଗ୍ ଶୁଣି ଚୟନକର୍ତ୍ତା କରିଥିଲେ ରିଜେକ୍ଟ

ମୁମ୍ବାଇ: ଆଜି ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ତଥା ସଭିଙ୍କ ଭାଇଜାନ ଓରଫ୍ ସଲ୍ଲୁ ଭାଇଙ୍କ ୫୮ତମ ଜନ୍ମଦିନ । ଗତକାଲି ରାତିରୁ ସଲମାନ ନିଜ ପରିବାର ଲୋକଙ୍କ ସହ ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ସଲମାନ ହେଉଛନ୍ତି ବଲିଉଡର ସେହି ଲୋକପ୍ରିୟ ତାରକା ମନଙ୍କ ମଧ୍ୟରୁ ଜଣେ ଯାହାର କୋଟି କୋଟି…

ଆଶିକ ୩ରେ ଆନିମଲ ଫେମ ତୃପ୍ତିଙ୍କ ଏଂଟ୍ରି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି ।…