Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ର ଟ୍ରେଲର, ୧୪ ବର୍ଷ ପରେ ବଡ ପରଦାକୁ ଫେରିଲେ ଫରଦିନ

ନୂଆଦିଲ୍ଲୀ: ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତା ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ ସେୟାର କରିଥିବା ବେଳେ ବର୍ତ୍ତମାନ…

ଷ୍ଟେଜକୁ ଯାଉ ଯାଉ ଅର୍ଜିତଙ୍କ ପାଦ ଛୁଇଁଲେ ବାଦଶାହ

ମୁମ୍ବାଇ: ବ୍ୟାଙ୍କକରେ ଏକ ମ୍ୟୁଜିକ ଶୋରେ ଭାରତର ଦୁଇ ଲୋକପ୍ରିୟ କଳାକାରଙ୍କ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମ ବେଳେ ର‌୍ୟାପର ବାଦଶାହ ଷ୍ଟେଜକୁ ଯାଉ ଯାଉ ପ୍ରଥମେ ଅର୍ଜିତଙ୍କ ପାଦ ଛୁଇଁଥିଲେ । ବାଦଶାହଙ୍କ ବୟସ ଅର୍ଜିତଙ୍କଠାରୁ…

ରାଜମୌଲିଙ୍କ ଫିଲ୍ମରେ ନଜର ଆସିବେ ଦଙ୍ଗଲ ହିରୋ

ମୁମ୍ବାଇ: ଦଙ୍ଗଲ ହିରୋ ଏବେ  ବଡ ପରଦାରୁ ଦୂରରେ ଅଛନ୍ତି । ଅମୀର ଖାନ୍ ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ  ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଯାହା  ଖବର ରହିଛି,  ଅମୀର ଖାନ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସ.ଏସ୍ ରାଜମୌଲିଙ୍କ ଆଗାମୀ…

ବଡେ ମିୟାଁ ଛୋଟେ ମିୟାଁ ୧୦ ବଦଳରେ ଏପ୍ରିଲ ୧୧ରେ ହେବ ରିଲିଜ

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିୟାଁ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖ ବଦଳିଛି । ଏପ୍ରିଲ ୧୦ ବଦଳରେ ଏହା ଏବେ ୧୧ରେ ଇଦ ଅବସରରେ ରିଲିଜ ହେବ । ମେକର୍ସ ଫିଲ୍ମର ରନଟାଇମ ମଧ୍ୟ ପରିବର୍ତନ କରିଛନ୍ତି । ୨ ଘଂଟା ୩୬ ମିନିଟ ବଦଳରେ ଏବେ ଏହାକୁ ୮ ମିନିଟ କମ କରି…

ୟଶରାଜ ସ୍ପାଇ ୟୁନିଭର୍ସ ସହ ଯୋଡି ହେଲେ ଅନୀଲ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୀଲ କାପୁର ଅଭିନୟ ଦକ୍ଷତା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ବହୁ ଚର୍ଚ୍ଚିତ ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସ ସହ ସେ ଯୋଡି ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ସେ କେତେଗୁଡିଏ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ର…

୪୨ ବର୍ଷ ବୟସରେ ପାଦ ଦେଲେ ଅଲ୍ଲୁ, ଜନ୍ମ ଦିନରେ ରିଲିଜ୍ ହେଲା ଫିଲ୍ମ ପୁଷ୍ପା-୨ର ଟିଜର୍

ହାଇଦ୍ରାବାଦ: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଅଲ୍ଲୁ ଅର୍ଜୁନ । ଅଭିନେତାଙ୍କ ଜନ୍ମ ଦିନରେ ବନ୍ଧୁ ମାନଙ୍କ ସହ ଫ୍ୟାନ୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଅଲ୍ଲୁ । ସବୁବେଳେ ନିଜ ଷ୍ଟାଇଲିସ୍‌‌…

ଦେବଦାସ ଶୁଟିଂ ବେଳେ ରମ ପିଉଥିଲେ ଶାହାରୁଖ

ମୁମ୍ବାଇ: ଦେବଦାସ ଫିଲ୍ମରେ ଶାହାରୁଖ ଖାଁଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥାଏ । ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଥିଲା । ଏହାର କେତେକ ଦୃଶ୍ୟ ଶୁଟିଂ କରିବା ବେଳେ ଶାହାରୁଖ ସତରେ ମଦ ପିଇଥିଲେ । ସାଥୀ କଳାକାର ଟିକୁ ତଲସନିୟା ଏହି ଖୁଲାସା କରିଛନ୍ତି । ଫିଲ୍ମରେ ସେ…

୧୪ ବର୍ଷ ପରେ ଅଭିନୟ ଦୁନିଆକୁ ଫେରିଲେ ଫରଦୀନ

ମୁମ୍ବାଇ: ୧୪ ବର୍ଷ ପରେ ଅଭିନେତା ଫରଦୀନ ଖାଁ ଅଭିନୟ ଦୁନିଆକୁ ଫେରିଛନ୍ତି । ସଞ୍ଜୟ ଲୀଲା ଭନ୍ସାଲୀଙ୍କ ହୀରାମଣ୍ଡି ମାଧ୍ୟମରେ ସେ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏହି ପିରିୟଡ ଡ୍ରାମା ସିରିଜରେ ଅଲୀ ମହମ୍ମଦଙ୍କ ଭୂମିକା କରୁଛନ୍ତି । ଫରଦୀନ ଶେଷ ଥର ପାଇଁ ୨୦୧୦ରେ ଦୁହ୍ଲା ମିଲ ଗୟା…

ସାଇ ପଲ୍ଲବୀ ରାମାୟଣ ଫିଲ୍ମ ପାଇଁ ନେବେ ୧୦ କୋଟି

ନୂଆଦିଲ୍ଲୀ: ଏବେ ସାଉଥ୍ ଷ୍ଟାର କେବଳ ନିଜ ରାଜ୍ୟରେ ନୁହଁ ବଲିଉଡ ଷ୍ଟାରଙ୍କ ସହ ମିଶି କାମ କରିବା ଆରମ୍ଭ କରିଛନ୍ତି।ଯାହା ଫଳରେ ବଲିଉଡ ତାରକାମାନେ ସାଉଥ୍ ଫିଲ୍ମରେ କାମ କରୁଥିବା ବେଳେ ଟଲିଉଡ ତାରକାମାନେ ବଲିଉଡରେ କାମ କରୁଛନ୍ତି । ବିଜୟ ସେଥୁପତି, ଜୁନିୟର ଏନଟିଆର, ରାମଚରଣ, ତାପସୀ…

ବିବାହ କରିବେ ମିସ ୟୁନିଭର୍ସ

ମୁମ୍ବାଇ: ସେ ବଲିଉଡ କଳାକାର  ହେଉ କି ଟଲିଉଡ ର କଳାକାର ସେମାନେ ନିଜର ନିଆରା କାମକୁ ନେଇ ସୋସିଆଲ ମିଡିଆ ରେ ସବୁବେଳେ ସକ୍ରିୟ ଥାଆନ୍ତି । ସେହିପରି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଏବେ ନିଜର ଏକ ମନ୍ତବ୍ୟକୁ ନେଇ ବେସ୍ ଚର୍ଚ୍ଚା ରେ ଅଛନ୍ତି । ତାଙ୍କର ଅଭିନୟର ଯାଦୁ…