Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫ୍ରଡ୍ କେସରେ ଫସିଲେ ଗୌରୀ : ନୋଟିସ୍ ପଠାଇଲା ଇଡି

ମୁମ୍ବାଇ : ଯଦି ଆମେ ବଲିଉଡ୍ ର  କିଛି ପପୁଲାର୍ ଯୋଡିଙ୍କ ବିଷୟରେ କହିବା ତେବେ ଶାହରୁଖ୍  ଏବଂ ଗୌରୀଙ୍କ ନାଁ ପ୍ରଥମେ ଆସିବ  । ଅନେକ ସମୟରେ ଉଭୟଙ୍କ ଯୋଡିକୁ ନେଇ ଚର୍ଚ୍ଚା କରାଯାଏ  । କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ  । ବିବାଦରେ ଛନ୍ଦି ହୋଇଛନ୍ତି  କିଙ୍ଗଖାନଙ୍କ…

ଚଳିତବର୍ଷ ରିଲିଜ୍ ହୋଇଥିବା ୫ ବାୟୋପିକ୍ ଫିଲ୍ମ : କିଛି ଥିଲା ସୁପରହିଟ୍ ତ ଆଉ କିଛି ଫ୍ଲପ୍….

ମୁମ୍ବାଇ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪ । ବଲିଉଡରେ ସର୍ବଦା ବାୟୋପିକ୍ ଫିଲ୍ମର ପ୍ରଧାନ୍ୟ କରିଥାଏ  । ଯଦି ଦେଖିବା ୨୦୨୩ ରେ ମଧ୍ୟ ୫ଟି ବାୟୋପିକ୍ ଫିଲ୍ମ ରିଲିଜ୍ ହୋଇଛି  । ଯାହା ମଧ୍ୟରୁ କିଛି ଦର୍ଶନଙ୍କୁ ମତୁଆଲା କରିଥିବାବେଳେ ଆଉ କିଛି ନିରାଶ…

ପଟୌଦି ପ୍ୟାଲେସରେ ଛୁଟି ମନାଉଛନ୍ତି ନବାବ ଦମ୍ପତ୍ତି, ଫଟୋ ସେୟାର କରି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କଲେ ବେବୋ

ମୁମ୍ବାଇ: ନିଜ ବ୍ୟସ୍ତ ଜୀବନରୁ ଟିକେ ଦୂରେଇ ଏବେ ଖ୍ରୀଷ୍ଟମାସ ଛୁଟି ପାଳୁଛନ୍ତି କରୀନା କପୁର ଖାନ ଏବଂ ସୈଫ ଅଲ୍ଲୀ ଖାନ । ନବାବ କପଲ ଦୁଇ ପିଲାଙ୍କ ସହ ହରିୟାଣାର ଗୁରଗାଓଁ ସ୍ଥିତ ପଟୌଦି ପ୍ୟାଲେସରେ ପହଞ୍ଚିଛନ୍ତି । ଏନେଇ କରୀନା ତାଙ୍କ ଇନଷ୍ଟା ରେ ଭ୍ୟାକେସନର କିଛି ଝଲକ ସେୟାର କରିଛନ୍ତି…

ବିଗିଡିଲା ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ମୁମ୍ବାଇ : ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତନୁଜା  । ସେ ହେଉଛନ୍ତି ବଲିଓଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ମା’  । ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁମ୍ବାଇ ଜୁହୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।…

ଟପ୍ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ କିଙ୍ଗଖାନ୍

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଛି । ଏହାରି ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ…

କାହିଁକି ବୋଲ୍ଡ ସିନଠୁ ଦୂରରେ ଏହି ଅଭିନେତ୍ରୀ ?

ମୁମ୍ବାଇ: ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ  । ଯିଏ କି ବଲିଉଡ୍ ଫିଲ୍ମ ଜଗତକୁ ଦୀର୍ଘ ବର୍ଷ ହେବ ଦେଇଆସୁଛନ୍ତି ଅନେକ ସୁପର ଡୁପର ହିଟ୍ ଫିଲ୍ମ  । ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି । ଯେଉଁଠିକି ସେ ଯାଆନ୍ତି ସେଠି ଏକ ନିଆରା ପରିବେଶ ସୃଷ୍ଟି କରନ୍ତି। କୌଣସି…

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ଦାଉଦ

ମୁମ୍ବାଇ: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମ୍  । ଯାହାର ନାଁ ଶୁଣିଲେ ମନରେ ଭୟ ସଂଚାରିତ ହୁଏ  । ଗତକାଲି ପାକିସ୍ତାନର କରାଚିରେ ଦାଉଦକୁ  ବିଷ ଦିଆଯାଇଥିବାର ଖବର ଆସିଥିଲା । ଯାହା ପରେ ପୁରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଆଉ କରାଚିର ଏକ ହସ୍ପିଟାଲରେ କଡା…

ଗୋଟିଏ ମାତ୍ର ଜିଦ୍, ଆଉ ପୁରା କ୍ୟାରିଅର୍ ବରବାଦ, ଆଶ୍ଚର୍ଯ୍ୟ କରିଦବ ଫାଲ୍ଗୁନି ପାଠକଙ୍କର ଏହି କାହାଣୀ

ମୁମ୍ବାଇ: ସଂଗୀତ ଦୁନିଆରେ ଏକ ଏପରି ସମୟ ଥିଲା ​​ଯେତେବେଳେ କେବଳ ଫାଲ୍ଗୁନି ପାଠକଙ୍କ ଗୀତ ସମସ୍ତଙ୍କ ଓଠରେ ଥିଲା | 'ମେନ୍ ପାୟଲ୍ ହେ ଛନକାଇ' ପରି ଗୀତ ରାତାରାତି ତାଙ୍କୁ କରିଥିଲା ଷ୍ଟାର୍ | ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ଅର୍ଥାତ୍ ୫ ବର୍ଷ ପାଇଁ ତାଙ୍କର ଯାଦୁ ସମସ୍ତଙ୍କ ମନକୁ ଛୁଇଁ…

ଆଜି ୪୫ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ରିତେଶ ଦେଶମୁଖ : ଏହି ଫିଲ୍ମ ବଦଳାଇଦେଇଥିଲା ଭାଗ୍ୟ

ମୁମ୍ବାଇ : ବଲିଉଡ ଅଭିନେତା ରିତେଶ ଦେଶମୁଖ । ତାଙ୍କୁ ଜାଣିବାକୁ ହେଲେ ତାଙ୍କ ନାଁ ହିଁ କାଫି । ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ବଲିଉଡର ଏବେ ଫ୍ୟାନ୍ସଙ୍କ ପ୍ରିୟ କପଲ ମାନଙ୍କ ଭିତରେ ରହିଛନ୍ତି ରିତିଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା । ବର୍ତ୍ତମାନ ସେମାନଙ୍କୁ ଫିଲ୍ମରେ କମ୍ ଓ…

ଏହି ୭ଜଣ ସେଲିବ୍ରିଟି ହେଉଛନ୍ତି ବଲିଉଡର ସବୁଠାରୁ କଞ୍ଜୁସ୍ ଷ୍ଟାର, ପଞ୍ଚମ ବ୍ୟକ୍ତିଙ୍କ ନାଁ ଶୁଣିଲେ ହୋଇଯିବେ…

ଭୁବନେଶ୍ଵର: ଅନେକ ବଲିଉଡ ତାରକା ଅଛନ୍ତି ଯେଉଁମାନେ ପଇସା ସଞ୍ଚୟ କରିବାକୁ ଭଲ ପାଆନ୍ତି | ସେହିପରି କେତେକ ତାରକା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ କେତେକ ତାରକା ସପିଙ୍ଗ କରିବାକୁ ବହୁତ ପସନ୍ଦ କରିଥାନ୍ତି । କିଛି ଲୋକ ନିଜ ଜୀବନ କାଳରେ ବହୁତ ଟଙ୍କା ରୋଜଗାର…