Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିବା ପ୍ରଶ୍ନର ଉତ୍ତର ଦେଲେ ଶିଳ୍ପା; କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରରେ ରହିଥାଆନ୍ତି । ଅନେକ ଥର ଶିଳ୍ପା  ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଟ୍ରୋଲର ଶିକାର ହୋଇଥାଆନ୍ତି । ନିକଟରେ ଶିଳ୍ପା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…

ପୁଣି ବିବାଦରେ ଏଲଭିଶ ଯାଦବ, ୟୁଟ୍ୟୁବର୍ ସାଗର ଠାକୁରଙ୍କୁ଼ ପିଟିବା ମାମଲାରେ ପୋଲିସ କରୁଛି ପଚରାଉଚରା

ମୁମ୍ୱାଇ: ପୁଣି ଚର୍ଚ୍ଚାକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ। ସୋସିଆଲ ମିଡିଆ ମାଧ୍ୟମରେ ଏଲଭିଶ ତାଙ୍କ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ…

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ । ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ…

ଦାରା ସିଂଙ୍କ ମୃତ୍ୟୁ ଦିନ ବିନ୍ଦୁଙ୍କୁ ମଉଜ କରୁଥିବା ଦେଖି ଚକିତ ହୋଇଥିଲେ ଅମିତାଭ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦାରା ସିଂଙ୍କୁ ଏବେ ବି ପ୍ରଶଂସକମାନେ ମନେ ପକାଉଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ସେ ହନୁମାନଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୧୨ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏବେ ଏକ ସାକ୍ଷାତକାରରେ ତାଙ୍କ…

ବିଜୟ ସେତୁପତି ନୁହେଁ ହରମନ ବାୱେଜା କରିବେ ବିଭୀଷଣଙ୍କ ଭୂମିକା !

ମୁମ୍ବାଇ: ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାମ ଧରୁନି । ପ୍ରତ୍ୟେକ ଦିନ ଏହି ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସମ୍ମୁଖକୁ ଆସିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବିଜୟ ସେତୁପତିଙ୍କ ବଦଳରେ ହରମନ ବାୱେଜା ବିଭୀଷଣଙ୍କ ଭୂମିକା କରି ପାରନ୍ତି ।…

ଭାରତରେ କେବେ ଏବଂ କେଉଁଠାରେ ହେବ ଓସ୍କାର ୨୦୨୪ର ଲାଇଭ ଷ୍ଟ୍ରିମିଂ, ଜାଣନ୍ତୁ

ନୂଆଦିଲ୍ଲୀ: ୯୬ତମ ଏକାଡେମୀ ପୁରସ୍କାର ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢୁଛି | ବହୁ ପ୍ରତୀକ୍ଷିତ ପୁରସ୍କାର କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରେ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡର ପ୍ରେସଟିଜିଅସ ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହାସ୍ୟ ଅଭିନେତା ଜେମି…

ପୁଣି ବିବାଦରେ ଏଲଭିସ୍ ଯାଦବ, ଜଣଙ୍କୁ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଏଲଭିସ୍ ଯାଦବ । ଜଣକୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଘଟଣାରେ ବିଗ୍‌ ବସ୍ ଓଟିଟି ୨ ବିଜେତା ଏଲଭିସ ଯାଦବଙ୍କ ବିରୋଧରେ ଗୁରୁଗ୍ରାମ ଥାନାରେ ମାମଲା ରୁଜୁ ହୋଇଛି । ଏଲଭିସ୍ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ଧମାକା କଲା ଫିଲ୍ମ ‘ଶୈତାନ’, ଜାଣନ୍ତୁ କେତେ କରିଛି ସଂଗ୍ରହ

ମୁମ୍ବାଇ: ଶୁକ୍ରବାର ଅର୍ଥାତ୍ ୮ ମାର୍ଚ୍ଚରେ ରିଲିଜ ହୋଇଯାଇଛି ଅଜୟ ଦେବଗାନ୍, ଆର ମାଧବନ୍ ଏବଂ ଜ୍ୟୋତିକା ଅଭିନୀତ ଫିଲ୍ମ 'ଶୈତାନ'। ଟିଜର ରିଲିଜ ହେବା ଦିନଠାରୁ ଏହି ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ଲାଗିରହିଥିଲା । ପ୍ରଥମ ଦିନରେ ବହୁତ ଭଲ ରେସପନ୍ସ ମିଳିଛି ।…

ବିବାଦୀୟ ବୟାନ ପ୍ରତି କାଶ୍ୟପଙ୍କ ଅନୁରାଗ: ରାମ ମନ୍ଦିର ପ୍ରତିଷ୍ଠାକୁ ବିଜ୍ଞାପନ ସହ ତୁଳନା କଲେ

ମୁମ୍ବାଇ: ଅନୁରାଗ କାଶ୍ୟପ ଫିଲ୍ମ ବ୍ୟତୀତ ସର୍ବଦା ତାଙ୍କ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଏକ ବିଜ୍ଞାପନ ସହ ତୁଳନା କରି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ବେଶ…

ନୀତେଶଙ୍କ ଫିଲ୍ମ ରାମାୟଣ ୩ଟି ଭାଗରେ ହେବ

ମୁମ୍ବାଇ: ନୀତେଶ ତିୱାରୀ ରାମାୟଣ ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେତେକ ମିଡିଆ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ ସେ ରାମାୟଣକୁ ୩ଟି ପାର୍ଟରେ କରିବାକୁ ଯାଉଛନ୍ତି । ପ୍ରଥମ ଭାଗରେ ସୀତା ହରଣ ପର୍ଯ୍ୟନ୍ତ କାହାଣୀ ରହିବ । ସେ…