Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରେକର୍ଡ କଲା ଫାଇଟର, ଖୁବଶିଘ୍ର ପରଦାକୁ ଆସିବ ବାୟୁବୀରଙ୍କ କାହାଣୀ

ମୁମ୍ବାଇ: ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟର । ବଲିଉଡ଼ ଅଭିନେତା ହ୍ରିତିକ୍‌ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ର ଟିଜର ଶୁକ୍ରବାର ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡର ଏହି…

୮୮ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର, ବିଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ପରିବାର

ମୁମ୍ବାଇ: ନିକଟରେ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ରେ ନଜର ଆସିଥିବା ଧର୍ମେନ୍ଦ୍ର ଏକ ଦୀର୍ଘ ବଲିଉଡ ଇନିଂସ ଖେଳିଛନ୍ତି । ଆଜି ଧର୍ମେନ୍ଦ୍ର ତାଙ୍କର ୮୮ ତମ ଜନ୍ମଦିନ ପାଳନ କରୁଛନ୍ତି । କିନ୍ତୁ ଏହି ବୟସରେ ମଧ୍ୟ ସେ ଅଭିନୟ ଜଗତରେ ଆକ୍ଟିଭ ଅଛନ୍ତି । ଧର୍ମେନ୍ଦ୍ର ୧୯୩୫ ମସିହା…

ପରଲୋକରେ ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ, ୪ ଦଶନ୍ଧିର କ୍ୟାରିଅରରେ କରିଥିଲେ ୨୫୦ରୁ ଅଧିକ ଫିଲ୍ମ

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଶିଶୁ କଳାକାର ତଥା ଭେଟେରାନ୍ ବଲିଉଡ ଅଭିନେତା ଜୁନିଅର ମେହମୁଦ ନଇମ ସୈୟଦ । ଗତକାଲି ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ମୁମ୍ବାଇର  ଖାରସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି ଜୁନିଅର ମେହମୁଦ । ୬୭ ବର୍ଷିୟ ଜୁନିଅର ମେହମୁଦ କ୍ୟାନସର ରୋଗରେ ପୀଡିତ…

ଫିଲ୍ମ ‘ଆନିମଲ’ ଦେଖି ଭାବବିହ୍ୱଳ ହେଲେ ମା’ ପ୍ରକାଶ କୌର, ପୁଅ ବବିଙ୍କୁ କହିଲେ ଏପରି କିଛି…

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ବର୍ତ୍ତମାନ ବକ୍ସ ଅଫିସରେ ଧୁମ୍ ମଚଉଛି । ଏହି ଫିଲ୍ମ ରିଲିଜ ହେବାର 6 ଦିନ ମଧ୍ୟରେ ୩ ଶହ କୋଟି ଟଙ୍କା ପାର କରିଛି । ଲୋକମାନେ ଫିଲ୍ମ ଆନିମଲ କୁ ବହୁତ ପସନ୍ଦ କରିଛନ୍ତି । ରଣବୀର କପୁରଙ୍କ ଦମଦାର…

ଫାଷ୍ଟଫୁଡ୍ ଖାଇ ବଢାଇଥିଲେ ଓଜନ , ଏବେ ଓଜନ କମାଇବାରେ ବ୍ୟସ୍ତ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ : ସାଧାରଣତଃ ମନୋରଞ୍ଜନ ଦୁନିଆରେ କାମ କରୁଥିବା ଫିଲ୍ମ ଷ୍ଟାର୍ ମାନଙ୍କ ପାଇଁ ଫିଟନେସ୍ ଏକ ପ୍ରମୁଖ ଜିନିଷ  । ସେଥିପାଇଁ ଫିଲ୍ମ ହିରୋ ହିରୋଇନ ମାନେ ଅଧିକ ସମୟ ଜିମ୍ ରେ ବିତାଇଥାନ୍ତି । ଆଜିକାଲି ନିଜ ଓଜନ କମାଇବାରେ ବ୍ୟସ୍ତ ଅଛନ୍ତି ଏହି ଅଭିନେତ୍ରୀ । ଫିଲ୍ମ ଚମକିଲା ପରେ…

ସନୀଙ୍କ ଭାଇରାଲ ଭିଡିଓର ଖୋଲିଲା ଗୁମର

ମୁମ୍ବାଇ: ଗଦର ୨ ସଫଳତା ପରେ ଏବେ ସମସ୍ତଙ୍କ ନଜର ସନୀ ଦେଓଲଙ୍କ ଉପରେ ରହିଛି । ନିକଟରେ ସୋସିଆଲ ମିଡିଆରେ ସନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ନିଶାଗ୍ରସ୍ତ ଅବସ୍ଥାରେ ସନୀ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି । ତାଙ୍କ ଅବସ୍ଥା ଦେଖି ଜଣେ ଅଟୋ ଡ୍ରାଇଭର ସହଯୋଗ କରି…

ପ୍ରଥମ ଫିଲ୍ମରୁ ବେଶ୍ ସଫଳତା ପାଇଲା ପରେ ଲାଗିଲା ସତେ କି ଗ୍ରହଣ, ଗତ ୧୦ ବର୍ଷରେ ହୋଇନାହିଁ ଗୋଟେ ବି ଫିଲ୍ମ ହିଟ୍

ମୁମ୍ବାଇ: ବଲିଉଡ ଜଗତରେ ହିଟ୍ ହେବା କିମ୍ବା ମେଗାଷ୍ଟାର ହେବା ଏଇଟା ହୁଏତ ସମସ୍ତଙ୍କ ଭାଗ୍ୟରେ ନଥାଏ । ଅନେକ କଳାକାର ଷ୍ଟାରକିଡ୍ ହୋଇ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ନାଁ ସେତେଟା କରିପାରିନାହାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଷ୍ଟାରକିଡ ବିଷୟରେ କହିବାକୁ ଯାଉଛୁ ଯାହାର ପୁରା…

କାହିଁକି ଇନଷ୍ଟାରେ ବୋହୂଙ୍କୁ ଅନଫଲୋ କଲେ ଅମିତାଭ୍ ?

ମୁମ୍ବାଇ : କଥାରେ ଅଛି ବଡ ଘର ବଡ ଗୁମର କଥା  । ଏହାରି ମଧ୍ୟରେ ବିବାହକୁ ୧୬ ବର୍ଷ ବିତିଯାଇଛି  । କେବେ ହେଲେ କିଛି ବିବାଦ ଦେଖାଦେଇନି । ହେଲେ ଏବେ ପୁଅ ବୋହୂଙ୍କ ବିବାହ ସମ୍ପର୍କରେ ଫାଟ ଦେଖାଦେଇଥିବା ଚର୍ଚ୍ଚା ହେଉଛି  । ହଁ ଆଜ୍ଞା ଆମେ କହୁଛି ବିଗ୍ ବିଙ୍କ କଥା । ବିଗ୍‌ବି ଅମିତାଭ…

ସଫଳ କ୍ୟାରିୟରରୁ ବର୍ବାଦ ଆଡକୁ ପଳାଇ ଯାଇଥିଲେ ବବି ଦେଓଲ..ଏବେ ପୁଣି ଚର୍ଚ୍ଚାରେ

ମୁମ୍ବାଇ: ଆନିମଲ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି । ରଣବୀର କାପୁର, ବବି ଦେଓଲ ଓ ଅନୀଲ କାପୁରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ତେବେ ଏହି ଫିଲ୍ମ ବବିଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଛି । ୧୯୯୫ରେ ବରସାତ ଫିଲ୍ମ ମାଧ୍ୟମରେ ବବି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨…

କିଏ କହିଲେ ସଲମାନ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି

ମୁମ୍ବାଇ: ସଲମାନ ଖାଁ ବଲିଉଡର ସୁପରଷ୍ଟାର ହୋଇପାରନ୍ତି ସତ, ମାତ୍ର ସେ ମୋ ଘୃଣାର ପାତ୍ର ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଅଭିଜିତ ୧୦୦୦ ଫିଲ୍ମରେ ୬୦୩୪ ଗୀତ ଗାଇଛନ୍ତ । ସେ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ସଲମାନ ପାଇଁ ମଧ୍ୟ ହିଟ ଗୀତ…