Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜୁବିନ ପାଇଁ, ଏଥର ପୁରା ଲେଖିଲି…

ଜୁବିନ ପାଇଁ ଏଥର ପୁରା ଲେଖିଲି ମିଡ଼ିଆ କହୁଚି ସିଙ୍ଗାପୁରରେ ଆସାମ ର ରସକୁମାରଙ୍କ ରହସ୍ୟମୟ ମୃତ୍ୟୁ | ଆଉ କିଏ କହୁଚି ଆଜି ତାରକା ମେଳରେ ଯୁବଭାବର ତାରକା ଜୁବିନ ଗାର୍ଗ | ସେ କହିଥିଲେ ମୁଁ ଗଲାପରେ କାନ୍ଦିବ ନାହିଁ, ମୋ ଗୀତ ଗାଇ ଗାଇ ମୋତେ ବିଦାୟ ଦେବ | ମୋର ଗାନ ରେ…

ଅକ୍ଷୟ ଏବଂ ଅରଶଦଙ୍କ ଧମାକାଦାର କମବ୍ୟାକ; ୩ ଦିନରେ ‘ଜଲି ଏଲଏଲବି-୩’ର କଲେକ୍ସନ ହେଉଛି…

ମୁମ୍ବାଇ: ଅକ୍ଷୟ କୁମାର ଏବଂ ଅରଶଦ ୱାରସୀଙ୍କ କୋର୍ଟରୁମ୍ ଡ୍ରାମା "ଜଲି ଏଲଏଲବି-୩" ସବୁଠି ଚହଳ ସୃଷ୍ଟି କରୁଛି । ଫିଲ୍ମର ପ୍ରଥମ ଓ୍ବିକେଣ୍ଡର କଲେକ୍ସନ ପ୍ରକାଶ ପାଇଛି। ଫିଲ୍ମଟି ବକ୍ସ ଅଫିସରେ ନିଜର ଦବଦବା ବଢାଇ ଚାଲିଛି ଏବଂ ସଦ୍ୟତମ ସଂଖ୍ୟା ମଧ୍ୟ ପ୍ରକାଶ ପାଇଛି । ରିଲିଜ୍ ହେବା…

ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମରେ କ୍ୟାମିଓ କରିବେ ମୋହନଲାଲ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବେ ତାଙ୍କର ଆଗାମୀ ଫିଲ୍ମ ହୈୱାନର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ମୋହନଲାଲ ଅଭିନୟ କରିବେ । ଅବଶ୍ୟ ଏହା ଏକ…

Dadasaheb Phalke Award: ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର; ଏହି ଦିନ କରାଯିବ…

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଅମୂଲ୍ୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ। ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ…

ଗାୟକ ଜୁବୀନ ଗର୍ଗଙ୍କ ଦେହାନ୍ତ; ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା

ନୂଆଦିଲ୍ଲୀ: ଗାୟକ ଜୁବୀନ ଗର୍ଗ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ସିଙ୍ଗାପୁର ନର୍ଥ ଇଷ୍ଟ ଫେଷ୍ଟିଭାଲରେ ଏକ ସୋ କରିବାକୁ ଯାଇଥିଲେ ଯାହାକି ୨୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିଲା। ସୋସିଆଲ୍ ମିଡିଆରେ…

Oscars 2026: ୨୦୨୬ ଓସ୍କାର ଦୌଡ଼ରେ ଏହି ଭାରତୀୟ ଫିଲ୍ମ, ଆସନ୍ତା ୨୬ରେ ପରଦାକୁ ଆସିବ

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର "ହୋମବାଉଣ୍ଡ-Homebound "କୁ ୨୦୨୬ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ରଟି ବେଷ୍ଟ ଆନ୍ତର୍ଜାତୀୟ ଫିଚର ବର୍ଗରେ ମନୋନୀତ ହୋଇଛି । (ଶୁକ୍ରବାର) ସେପ୍ଟେମ୍ବର ୧୯ ରେ କୋଲକାତାରେ ଏନ. ଚନ୍ଦ୍ରା ଏହା ଘୋଷଣା କରିଥିଲେ। କରଣ ଜୋହରଙ୍କ…

ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଘୋଷଣା ହେଲା ମା ବନ୍ଦେ ଫିଲ୍ମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ପ୍ରଡକ୍ସନ ହାଉସ ସିଲଭର କାଷ୍ଟ କ୍ରିଏଶନ ନୂତନ ଫିଲ୍ମର ନାମ ଘୋଷଣା କରିଛି । ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ନାମ ମା ବନ୍ଦେ ରଖାଯାଇଛି । ମୋଦିଙ୍କ ଭୂମିକା ମାଲାୟଲମ ଅଭିନେତା ଉନ୍ନୀ ମୁକୁନ୍ଦନ ଅଭିନୟ କରିବେ ।…

ଅମୀର ଖାଁ ଅଭିନୀତ ଦାଦା ସାହେବ ଫାଲକେ ବାୟୋପିକ ଘୁଂଚିଲା

ମୁମ୍ବାଇ: ଅମୀର ଖାଁ ଓ ରାଜକୁମାର ହିରାନୀ ଯୋଡି ବଲିଉଡରେ ଥ୍ରୀ ଇଡିଏଟ୍ସ ଓ ପିକେ ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ଦୀର୍ଘ ଦିନ ପରେ ଏହି ଯୋଡି ଦାଦା ସାହେବ ଫାଲକେଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ପ୍ରଶଂସକମାନେ ଏହାକୁ ନେଇ ବେଶ ଉତ୍ସାହିତ ଥିଲେ । ବଲିଉଡ…

Jolly llb 3 ଉପରେ ଲାଗିବନି ପ୍ରତିବନ୍ଧକ, ଆବେଦନକୁ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଅକ୍ଷୟ କୁମାର ଏବଂ ଅର୍ଶଦ ୱାରସୀଙ୍କ ଚଳଚ୍ଚିତ୍ର ଜଲି ଏଲଏଲବି ୩ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନ୍ୟାୟପାଳିକା ଏପରି ଉପହାସ ଦ୍ୱାରା ପ୍ରଭାବିତ ନୁହେଁ। ଶୁଣାଣି ସମୟରେ, କୋର୍ଟ ମନ୍ତବ୍ୟ…