Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Aamir’s Wedding Ring: ତୃତୀୟ ପତ୍ନୀଙ୍କୁ ଆମିରଙ୍କ ୫ କୋଟିର ବିରଳ ଓ୍ବେଡିଂ ରିଙ୍ଗ?

ମୁମ୍ବାଇ: ୧୩୧ କାରିଗର, ୨୫୬ ଘଣ୍ଟା... ଆମିରଙ୍କ ରାଜକୀୟ ୱେଡିଂ ଗିଫ୍ଟ ରୁବି ରିଙ୍ଗର ଦାମ ଶୁଣିଲେ ଚକିତ ହେବେ… ବିବାହରେ କେହି ଫୁଲ ଦିଅନ୍ତି, କେହି ହୀରାର ଆଙ୍ଗୁଠି। କିନ୍ତୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ତାଙ୍କ ତୃତୀୟ ପତ୍ନୀ ଗୌରୀ ସ୍ପ୍ରାଟ୍‌ଙ୍କୁ ଏମିତି ଏକ…

Ranveer-Arjun Reunion: ୧୨ ବର୍ଷ ପରେ ପୁଣି ଜୀବନ୍ତ ହେଲା ‘ଗୁଣ୍ଡେ’ ମ୍ୟାଜିକ୍, ଅଂଶୁଲାଙ୍କ ରିସେପ୍ସନରେ…

ମୁମ୍ବାଇ: ବଲିଉଡ ଏବେ ଆଉ ଏକ ବିବାହ ଉତ୍ସବରେ ମଜିଛି । କପୂର ଫ୍ୟାମିଲିର ଆଉ ଜଣେ ଲାଡଲି ହାତକୁ ଦୁଇ ହାତ ହୋଇଛନ୍ତି । ଫିଲ୍ମ ମେକର ବୋନି କପୂରଙ୍କ ଝିଅ ତଥା ଅଭିନେତା ଅର୍ଜୁନ୍ କପୂରଙ୍କ ଭଉଣୀ ଅଂଶୁଲା କପୁର ଓ ରୋହନ ଠକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ…

ଜୁନିୟର ଏନଟିଆରଙ୍କ ନୂଆ ଫିଲ୍ମକୁ ନେଇ ସୃଷ୍ଟି ହେଲା ବିବାଦ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଛି । ଏହା ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ଏହାର ମୋଶନ ପୋଷ୍ଟରରେ ଲେଖା ହୋଇଛି ଏହା ଏ ଭଳି ଏକ ଦେବତାଙ୍କ…

kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ଭୁବନେଶ୍ବର:ଆଉ ଏକ ହରର୍ ଓଡ଼ିଆ ଫିଲ୍ମ 'କଙ୍କଣ'ଆସୁଛି । ବର୍ତ୍ତମାନ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଭିନେତ୍ରୀ ସୁପ୍ରିୟା ନାୟକ, ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମ ପରଦାକୁ ସେପ୍ଟେମ୍ୱର ୧୮ରେ ଆସିବ । 'କଙ୍କଣ' ଫିଲ୍ମ ବିଷୟରେ…

ଏବେ ଓଟିଟି ରିଲିଜ ପାଇଁ ପ୍ରସ୍ତୁତ ‘ପେଦି’, ଜାଣନ୍ତୁ କେବେ?

ହାଇଦ୍ରାବାଦ: ବଡ ପରଦାରେ ଧମାଲ ମଚେଇବା ପରେ ଏବେ OTT ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି ଦକ୍ଷିଣ ଅଭିନେତା ରାମ ଚରଣଙ୍କ ଅଭିନୀତ ଏକ କ୍ରୀଡା ଆକ୍ସନ-ଡ୍ରାମା 'ପେଦି' । ତେବେ 'ପେଦି' ପାଞ୍ଚଟି ଭାଷାରେ OTT ରେ ଷ୍ଟ୍ରିମିଂ ହେବାକୁ ଯାଉଛି । ସେଗୁଡିକ ହେଲା ତେଲୁଗୁ, ହିନ୍ଦୀ,…

ବକ୍ସ ଅଫିସରେ ‘ଆଲ୍‌ଫା’ର ଧମାଲ୍

ମୁମ୍ବାଇ: ବକ୍ସ ଅଫିସରେ ଧମାଲ୍ କରୁଛି ୟଶରାଜ୍ ସ୍ପାଏ ୟୁନିଭର୍ସର ନୂଆ ଆକ୍ସନ ଥ୍ରୀଲର୍ ଫିଲ୍ମ ‘ଆଲ୍‌ଫା’ । ରିଲିଜ୍‌ର ପ୍ରଥମ ୱିକେଣ୍ଡରେ ହିଁ ଫିଲ୍ମଟି ବିଶ୍ୱବ୍ୟାପୀ ବଡ଼ ସଫଳତା ହାସଲ କରିଛି। ତୃତୀୟ ଦିନରେ ଫିଲ୍ମର ବଡ଼ କଲେକ୍ସନ ଦେଖିବାକୁ ମିଳିଛି । ଏଥି ସହିତ ‘ଆଲ୍‌ଫା’ର…

Aamir Khan 3rd marriage: ୩ୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଆମିର ଖାନ୍, ପ୍ରିୟଜନଙ୍କ ଗହଣରେ ଗୌରୀ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଏବେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମିର ଖାନ ଓ ଗୌରୀ ସ୍ପ୍ରାଟ୍ ଶନିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ଆମିରଙ୍କ ବାସଭବନରେ ଏକ ନିଜସ୍ୱ ଓ ସରଳ ସମାରୋହରେ ବିବାହ ସମ୍ପନ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଦିନ…

Satluj : ‘ସତଲୁଜ’ରେ ପଞ୍ଜାବର ଲୁଚିଥିବା କଳା ଇତିହାସ! ଦିଲଜିତ୍ ଦୋସାଞ୍ଜଙ୍କ ଫିଲ୍ମ ଦେଉଛି ୫ ବଡ଼…

ମୁମ୍ବାଇ: ପଞ୍ଜାବର ଇତିହାସର ଏକ ଅନ୍ଧକାର ଅଧ୍ୟାୟକୁ ପରଦାରେ ଆଣିଛି ଦିଲଜିତ୍ ଦୋସାଞ୍ଜଙ୍କ ନୂଆ ଫିଲ୍ମ 'ସତଲୁଜ'। ପୂର୍ବରୁ 'ପଞ୍ଜାବ ୯୫(Punjab 95)' ନାମରେ ପରିଚିତ ଏହି ଫିଲ୍ମ ଜୁଲାଇ ୩ରୁ କୌଣସି ପ୍ରଚାର ପ୍ରସାର ବିନା ସିଧାସଳଖ ZEE5 ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି। ଫିଲ୍ମଟି…

ଭିନ୍ନକ୍ଷମମାନଙ୍କ ସଫଳତାର କାହାଣୀକୁ ନେଇ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ…

ଭୁବନେଶ୍ୱର : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପ୍ରେରଣାଦାୟକ ସଫଳତାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ “ସାମର୍ଥ୍ୟ–୨୦୨୬” - ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ…

ଜୁଲାଇ ୫ରେ ଗୌରୀଙ୍କ ହାତ ଧରିବେ ଆମିର…

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଜୁଲାଇ ୫ ତାରିଖରେ ତୃତୀୟ ଥର ପାଇଁ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଥିଲେ ମଧ୍ୟ ତାଙ୍କର ଛାଡପତ୍ର ହୋଇସାରିଛି। ଆଉ ଏବେ ସେ ପୁଣି ଥରେ ବିବାହ କରିବାକୁ…